ଗାଁ ରାସ୍ତା ମଝିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଖୁଣ୍ଟ
ଡୁଙ୍ଗୁରିପାଲି,୧୩ା୭( ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଦିଗଶିରା ଗାଁ ଶିବ ମନ୍ଦିର ନିକଟ ଚାରି ଛକ ରାସ୍ତା ମଝିରେ ଦୀର୍ଘ ଦିନ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ବସିଥିବା ଏକ ଖୁଣ୍ଟ ରହିଛି। ରାସ୍ତାରେ ଏହି ଖୁଣ୍ଟ ଥିବାରୁ…
ବାଇଡେନ କରିଛନ୍ତି ପ୍ଳାଷ୍ଟିକ ସର୍ଜରୀ:ବିରୋଧୀ ନେତା ଗ୍ରେଗ ମର୍ଫିଙ୍କ ଦାବି…
ଓ୍ବାଶିଂଟନ,୧୩।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅତ୍ୟଧିକ ବୋଟକ୍ସ ବ୍ୟବହାର କରୁଛନ୍ତି ବୋଲି କହି ରିପବ୍ଲିକାନ ସାଂସଦ ଗ୍ରେଗ ମର୍ଫି ରାଷ୍ଟ୍ରପତିଙ୍କ ପୁଣି ନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ସମାଲୋଚନା କରିଛନ୍ତି। ଉତ୍ତର କାରୋଲିନାର ପ୍ରତିନିଧିତ୍ୱ କରୁଥିବା ଗ୍ରେଗ ମର୍ଫି, ଅସ୍ତ୍ରୋପଚାରର…
ପୂତିଗନ୍ଧମୟ ପରିବେଶରେ ୧୫ ନମ୍ବର ୱାର୍ଡ
ନବରଙ୍ଗପୁର,୧୩।୭(ସଦାଶିବ ପ୍ରହରାଜ)ପୌରସଂସ୍ଥା ସାହି ଗଳିରୁ ଆବର୍ଜନା ଉଠାଇବା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ସହରର ଆବର୍ଜନା ଆଶାଜନକକ ଭାବେ ହଟି ପାରୁନାହିଁ। ଏପରି ଅଭିଯୋଗ କରିଛନ୍ତି ନବରଙ୍ଗପୁର ପୌରାଞ୍ଚଳ ୧୫ ନମ୍ବର ୱାର୍ଡବାସୀ। ଏହାକୁ ନେଇ ସ୍ଥାନୀୟ ଗବିରିଏଲଗୁଡ଼ାରେ…
ରାଉରକେଲାରେ ଖୋଲିବ ପ୍ରଥମ ‘ମଦର ସିଏନ୍ଜି ଷ୍ଟେଶନ’
ରାଉରକେଲା,୧୩ା୭(ସଙ୍ଗୀତା ଜେନା): ପରିବେଶ ପାଇଁ ଅନୁକୂଳ ତଥା କମ ଅର୍ଥରେ ମିଳିବ ଇନ୍ଧନ। ଗ୍ରୀନ ଫୁଏଲ ଭାବେ ପରିଚିତ କମ୍ପ୍ରେସଡ଼ ନେଚୁରାଲ ଗ୍ୟାସ(ସିଏନଜି)ର ରାଉରକେଲାରେ ବହୁତ ଶୀଘ୍ର ମଦର ସିଏନଜି ଷ୍ଟେସନ୍ ଖୋଲିବାକୁ ଯାଉଛି। ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ…
ଏଲନ ମସ୍କ ଲଞ୍ଚ କଲେ ଏକ୍ସ ଏଆଇ, ଓପନ ଏଆଇ-ଚାଟ୍ ଜିପିଟିକୁ ଦେବ ଟକ୍କର…
ଓ୍ବାଶିଂଟନ,୧୩।୭ : ଏଲନ ମସ୍କ ନିଜର କୃତ୍ରିମ ବୁଦ୍ଧିମତ୍ତା କମ୍ପାନୀ ଏକ୍ସଏଆଇ (ଏକ୍ସ ଡଟ୍ ଏଆଇ)ଆରମ୍ଭ କରିଛନ୍ତି। ଏକ୍ସ ଏଆଇ ୱେବସାଇଟ କହିଛି ଟେସଲା ଟାଇକୁନ କମ୍ପାନୀକୁ ଅନ୍ୟ କମ୍ପାନୀଠାରୁ ପୃଥକ ଭାବରେ ଚଳାଇବ ଏବଂ ବିକଶିତ ଟେକ୍ନୋଲୋଜି ଟୁଇଟର ସମେତ…
ମହିଳା, ଶିଶୁଙ୍କଠାରେ ରକ୍ତହୀନତା ବଢୁଛି
କେନ୍ଦ୍ରାପଡ଼ା,୧୩।୭ (ଜଗନ୍ନାଥ ଧଳ)ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍- ୫) କେନ୍ଦ୍ରାପଡ଼ା ଜିଲାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଉଦ୍ବେଗଜନକ ରିପୋର୍ଟ ପ୍ରକାଶ କରିଛି। ଏନ୍ଏଫ୍ଏଚ୍ଏସ୍- ୪ ତୁଳନାରେ ୬ ବର୍ଷ ମଧ୍ୟରେ ୧୬.୫ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ…
ମହାନଦୀର ସୃଷ୍ଟି ହେଉଛି ବୃହତ୍ ବାଲି ପଠା
ମହାକାଳପଡ଼ା,୧୩।୭(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଦେଇ ବହି ଯାଉଥିବା ମହାନଦୀର ଗତିପଥରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି ା ଏହି କାରଣରୁ ନଦୀ ମଝିରେ ବୃହତ୍ ବାଲି ପଠା ସୃଷ୍ଟି ହୋଇଛି। ଫଳରେ ସାମୁଦ୍ରିକ ଜୁଆର ପ୍ରଭାବରେ…
ଜବାବ ଦେବାକୁ ରୁଷିଆ ସକ୍ଷମ: ନାଟୋ ଶିଖର ସମ୍ମଳନୀ ନେଇ ପୁଟିନଙ୍କ ପ୍ରତିକ୍ରିୟା…
ମସ୍କୋ,୧୩।୭ : ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି ନାଟୋ ଶିଖର ସମ୍ମିଳନୀରେ ପାଶ୍ଚାତ୍ୟ ସହଯୋଗୀ ଦଳ ଶୀତଳ ଯୁଦ୍ଧ ଯୋଜନାକୁ ଫେରୁଛି ବୋଲି ଦର୍ଶାଇଛି। ଲିଥୁଆରେ ଏକ ନାଟୋ ଶିଖର ସମ୍ମିଳନୀ ଆମେରିକା ଏବଂ ଏହାର ସହଯୋଗୀମାନେ ରୁଷିଆର ପଡ଼ୋଶୀ ଉପରେ…
ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍: ଆମେରିକା ଦେଲା ଚେତାବନୀ…
ପ୍ୟୋଙ୍ଗୟାଙ୍ଗ,୧୩।୭ : ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ଗୁରୁବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଉତ୍ତର କୋରିଆ କହିଛି ନୂତନ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ସଫଳତାର…
ସ୍ବଚ୍ଛ ଭାରତ ପାଇଖାନା ପାଲଟିଛି ବାସଗୃହ
ନୂଆଗାଁ,୧୩।୭ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନ ପାଇଁ ହୋଇଥିବା ତଦନ୍ତରେ ପାତର ଅନ୍ତର କରାଯାଇଛି । ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡିଛନ୍ତି ା ଏପରି ଅଭିଯୋଗ ନୂଆଗାଁ…
ରୋଜଗାରିଆ ପୁଅ ଅଜଣା ରୋଗରେ ପୀଡ଼ିତ
ନୂଆଗାଁ,୧୩।୭ (ଧନେଶ୍ୱର ସାହୁ)ସ୍ବାମୀ ଆରପାରିକୁ ଚାଲିଯିବା ପରେ ଘରର ଏକ ମାତ୍ର ପୁଅର ରୋଜଗାରରେ ଚଳୁଥିଲା ପରିବାର । ହେଲେ ସେହି ରୋଜଗାରିଆ ପୁଅ ଆଜି ଅଜଣା ରୋଗରେ ପୀଡ଼ିତ ହୋଇ ଛଟପଟ ହେଉଛନ୍ତି। ରୋଜଗାର ବିନା ଅଭାବ ଅନାଟନ ଭିତରେ…
ପଶ୍ଚିମାଞ୍ଚଳ ନିୟନ୍ତ୍ରଣରେ ପ୍ରଥମ ଦିନ
ବେଙ୍ଗାଲୁରୁ, ୧୩ା୭ (ପି.ଟି.): ଦୁଲୀପ୍ ଟ୍ରଫି ଫାଇନାଲ୍ର ପ୍ରଥମ ଦିନର ଖେଳ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ବୋଲରଙ୍କ ସଫଳତା ବଳରେ ପ୍ରଥମ ଦିନର ଖେଳକୁ ନିୟନ୍ତ୍ରଣରେ ରଖିଛି ପଶ୍ଚିମାଞ୍ଚଳ। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା…
Archives


