ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ: ପରେଡରେ ଅଂଶ ଗ୍ରହଣ କଲେ ୪୭ ଦଳ
କାମାକ୍ଷାନଗର, ୧୫ । ୮ , (ସୁଧିର କୁମାର ପରିଡା) : ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ମଙ୍ଗଳବାର ୭୭ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ୭୭ତମ ଜିଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ
ଢେଙ୍କାନାଳ ଅଫିସ୍, ୧୫ । ୮ , (ରତନ ନାୟାର): ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଠାରେ ମଙ୍ଗଳବାର ୭୭ ତମ ଜିଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ମହିଳା…
ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ: ଛତ୍ରପୁର ପ୍ରେସ କ୍ଲବକୁ ହରାଇଲା ଜିଲ୍ଲା ପ୍ରଶାସନ
ଛତ୍ରପୁର ,୧୫।୮(ସନ୍ତୋଷ ପାଢ଼ୀ ): ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୨ ଓଭରକୁ…
ଆମେରିକୀୟ ସୈନିକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମହିଳା: ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ…
ଓ୍ବାଶିଂଟନ,୧୫।୮ : ଜଣେ ସୈନିକଙ୍କ ମୃତଦେହ ଲୁଚାଇବାରେ ସାହାଯ୍ୟ କରିଥିବାରୁ ଆମେରିକାରେ ଜଣେ ମହିଳା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ମହିଳାଙ୍କୁ ୩୦ ବର୍ଷ ଦଣ୍ଡିତ କରାଯାଇଛି। ୨୦୨୦ରେ, ଟେକ୍ସାସରେ ରହୁଥିବା ଜଣେ ମହିଳା ସୈନିକଙ୍କ ମୃତଦେହକୁ…
୯ ବର୍ଷରେ ସରକାର ଡିବିଟିରୁ ସଞ୍ଚୟ କରିଛନ୍ତି ୨.୭୩ ଲକ୍ଷ କୋଟି: ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୮ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଧାର୍ଯ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଯୋଜନା ଗ୍ରହଣ କରି ସରକାର ଗତ ୯ ବର୍ଷ ମଧ୍ୟରେ ୨.୭୩ ଲକ୍ଷ କୋଟି ଟଙ୍କା ସଞ୍ଚୟ…
ମୋଟରସାଇକେଲ ଧକ୍କାରେ ଚାଲିଗଲା ସ୍କୁଲ ଛାତ୍ରୀଙ୍କ ଜୀବନ
ନୂଆଗାଁ,୧୫।୮(ବିଜୟ ତ୍ରିପାଠୀ )ମୋଟର ସାଇକେଲ ଧକ୍କାରେ ଚାଲିଗଲା ସ୍କୁଲ ଛାତ୍ରୀଙ୍କ ଜୀବନ। ମୃତ ଛାତ୍ରୀ ଜଣକ ହେଉଛନ୍ତି ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ହାତିବାରୀ ଥାନା ଅନ୍ତର୍ଗତ ଟିସ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ରାକ୍ଷୀ ପ୍ରଧାନ। ରାକ୍ଷୀଙ୍କୁ…
ଖଇରାରେ କଂଗ୍ରେସର ନୂତନ କାର୍ଯ୍ୟାଳୟ ଉଦଘାଟିତ
ଖଇରା,୧୫।୮(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ବର ଜିଲା ଅନ୍ତର୍ଗତ ଖଇରା ବ୍ଲକର ବଣପାରିଆଠାରେ ପବିତ୍ର ସ୍ବାଧିନତା ଦିବସ ପାଳନ ଅବସରରେ ଜଂଗ୍ରେସ ଦଳର ନୂଆ କାର୍ଯ୍ୟାଳୟ ଲୋକାର୍ପିତ ହୋଇଛି ା ଜିଲା ସଭାପତି ସଞ୍ଜିବ ଗିରି ଓ ପୁର୍ବତନ ଏମପି ଅନନ୍ତ ପ୍ରସାଦ ସେଠୀ ମିଳିତ…
ଏସିଆନ ଗେମ୍ସରୁ ବିନେଶ ଫୋଗାଟ ବାହାର, ଆଣ୍ଠୁରେ ଆଘାତ ଯୋଗୁ ନେଲେ ନିଷ୍ପତ୍ତି, ଅମିତ ପଙ୍ଘାଲ ସାମିଲ ହେବା ଆଶା…
ନୂଆଦିଲ୍ଲୀ,୧୫।୮ : ଏସିଆନ ଗେମ୍ସ ପୂର୍ବରୁ ଭାରତ ଏକ ବଡ଼ ଝଟକାର ସମ୍ମୁଖୀନ ହୋଇଛି। ହରିୟାଣା ରେସଲର ବିନେଶ ଫୋଗାଟ ଏସୀୟ ଖେଳରୁ ବାହାରି ଯାଇଛନ୍ତି। ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବିନେଶ କହିଛନ୍ତି ଅଗଷ୍ଟ ୧୩…
ସ୍ବାଧୀନତା ଦିବସରେ ଅଘଟଣ, ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ
ପଦ୍ମପୁର, ୧୫।୦୮(ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଳକ ସଦର ମହକୁମାସ୍ଥିତ ଏକ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରଙ୍କୁ ପଦ୍ମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି…
ଫେମିନା କଭର୍ ପେଜ୍ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ,୧୫।୮: ଦେଶର ଜଣାଶୁଣା ପତ୍ରିକା ଫେମିନା ମାଗାଜିନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର ଷ୍ଟୋରୀ କରିଛି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍ ଏହାର ଅଗଷ୍ଟ ଏଡିସନ କଭର୍ ପେଜରେ ସ୍ଥାନ ଦେଇଛି। ଏହାର ପ୍ରଥମ କପି ଟାଇମ୍ସ…
ଭାରତ ବିଭିଷିକାର ସ୍ମୃତି ଦିବସ ପାଳିଲା ଭାରତ ବିକାଶ ପରିଷଦ
ସୁନ୍ଦରଗଡ଼,୧୫।୮(ଜୟ ନାରାୟଣ ମେଣ୍ଡୁଳି): ୧୯୪୭ ମସିହା ଅଗଷ୍ଟ ୧୪ରେ ଦେଶ ବିଭାଜନ ହୋଇଥିଲା। ବିଭାଜନ ସମୟରେ ହିଂସାରେ ୧୦ଲକ୍ଷରୁ ଉର୍ଦ୍ଧ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିବା ବେଳେ କୋଟି କୋଟି ଲୋକ ଭିଟାମାଟି ଛାଡି ଶରଣାର୍ଥୀ ହୋଇଥିଲେ। ଆଜିର ବିଭାଜନ ବିଭିଷିକା…
ସୁନ୍ଦରଗଡରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ
ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି) ସୁନ୍ଦରଗଡରେ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ରାଜ୍ୟ ଯୋଜନା ଏବଂ ସଯୋଜନ ବିଭାଗର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଆତିଥି…
Archives


