ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କଲା ରୁଷିଆ: ୩ ମୃତ, ବହୁ ଆହତ…
କିଭ,୧୬।୮ : ରୁଷିଆ ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳ ଏବଂ ପୋଲାଣ୍ଡ ସୀମା ନିକଟରେ ଭୋଲିନ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଲୁଟସ୍କର ସ୍ବଡେନ ଏସକେଏଫ କାରଖାନାର ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ…
‘ଇଣ୍ଡିଆ’ର ତୃତୀୟ ବୈଠକ ପୂର୍ବରୁ ଆଜି ଦିଲ୍ଲୀ ଯିବେ ନୀତୀଶ, କେଜ୍ରିଓ୍ବାଲଙ୍କୁ ଭେଟିବେ
ନୂଆଦିଲ୍ଲୀ,୧୬।୮: ବିରୋଧୀ ଏକତାର ତୃତୀୟ ବୈଠକ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ମୁମ୍ବାଇରେ ଅନୁଷ୍ଠିତ ହେବ, କିନ୍ତୁ ଏହାପୂର୍ବରୁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ବୈଠକର ପରବର୍ତ୍ତୀ ରଣନୀତିରେ କ’ଣ ହେବ, ଏହାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…
ଲିବିୟାରେ ରକ୍ତାକ୍ତ ସଂଘର୍ଷ: ୨୭ ମୃତ, ୧୦୦ରୁ ଅଧିକ ଆହତ…
ତ୍ରିପୋଲି,୧୬।୮ : ଲିବିୟାରେ ପ୍ରତିଦ୍ୱନ୍ଦ୍ୱୀ ମିଲିସିଆ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ଲିବିୟାର ରାଜଧାନୀ ତ୍ରିପୋଲରେ ଏହି ସଂଘର୍ଷ ଘଟିଛି। ଏଠାରେ ବାସ କରୁଥିବା ଲୋକେ ବାସିନ୍ଦାମାନେ…
ଜାତିସଂଘରେ ଆଫଗାନିସ୍ତାନ ମହିଳାଙ୍କ ପକ୍ଷରୁ ଶିକ୍ଷା ଅଧିକାର ଦାବି…
କାବୁଲ,୧୬।୮ : ଦୁଇ ବର୍ଷ ପୂର୍ବେ ତାଲିବାନ ସରକାର କ୍ଷମତାକୁ ଫେରିବା ପରେ ୧.୧ ମିଲିୟନରୁ ଅଧିକ ବାଳିକା ଓ ମହିଳାଙ୍କୁ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାକୁ ବାରଣ କରାଯାଇଛି। ଏନେଇ ଇଞ୍ଜିନିୟରିଂ ଛାତ୍ରୀ ସୋମାୟା ଫାରୁକି ଦୁଇ ବର୍ଷ…
ଆମେରିକୀୟ ସେନା ମଧ୍ୟରେ ଜାତିଗତ ଭେଦଭାବ: ଉତ୍ତର କୋରିଆର ଦାବି…
ପ୍ୟୋଙ୍ଗୟାଙ୍ଗ,୧୬।୮: ଜଣେ ଆମେରିକୀୟ ସୈନିକ ଉତ୍ତର କୋରିଆରେ ପ୍ରବେଶ କରିବା ମାମଲାରେ ଉତ୍ତର କୋରିଆ ଅନେକ ଦାବି କରିଛି। ପ୍ୟୋଙ୍ଗୟାଙ୍ଗ ବୁଧବାର ଦାବି କରିଛି ଆମେରିକାର ସୈନ୍ୟବାହିନୀ ମଧ୍ୟରେ ଅମାନୁଷିକ ଅସଦାଚରଣ ଏବଂ ଜାତିଗତ ଭେଦଭାବ ଯୋଗୁ ଏହି ସୈନିକ ଜଣକ…
ମସ୍କଙ୍କୁ ପୁଣି ଚ୍ୟାଲେଞ୍ଜ ଦେଲେ ଜୁକରବର୍ଗ
କାଲିଫର୍ନିଆ,୧୬।୮: ବୈଷୟିକ ଜଗତର ଦୁଇ ପ୍ରତିଷ୍ଠତା ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ପୁଣିଥରେ ଲଢେଇ ଆରମ୍ଭ ହୋଇଛି। ଯେଉଁଥିରେ, ‘X’ର ମାଲିକ ଜୁକରବର୍ଗଙ୍କ ଉପରେ ଚ୍ୟାଲେଞ୍ଜ ସ୍ବୀକାର କରୁନଥିବା ଅଭିଯୋଗ କରିଛନ୍ତି। ଏଥି ସହିତ ମେଟାର ମାଲିକ ମସ୍କଙ୍କୁ…
ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପାର କାର୍ଯ୍ୟକ୍ରମ, ପ୍ରଥମଥର ପାଇଁ ଏନ୍ଡିଏକୁ ନିମନ୍ତ୍ରଣ
ନୂଆଦିଲ୍ଲୀ, ୧୬।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପା ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏଥିନେଇ ଭାଜପାର ସମସ୍ତ ବଡ ନେତା ପହଞ୍ଚୁଛନ୍ତି। ବିଶେଷ କଥା ହେଉଛି ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ପ୍ରଥମ…
ବିଶ୍ୱକପ ପୂର୍ବରୁ ଭାରତକୁ ପାକିସ୍ତାନ ଖେଳାଳିଙ୍କ ଚେତାବନୀ: ଆମେ ୩୦୦ ରନ ଟାର୍ଗେଟର ପିଛା କରିବାକୁ ସକ୍ଷମ…
କୋଲକାତା,୧୫।୮ : ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରେ ଖେଳାଯିବ। ଏଥି ସହିତ ଏହି ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ନଭେମ୍ବର ୧୯ ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ୧୪ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ।…
ବାରାଣସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ…
ବାରାଣସୀ,୧୫।୮ : ଉତ୍ତରପ୍ରଦେଶରେ ଖୁବ ଶୀଘ୍ର ଅନ୍ୟ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଉପହାର ପାଇବାକୁ ଯାଉଛି। ବାରାଣାସୀରେ ନିର୍ମାଣ ହେବାକୁ ଥିବା ବାରାଣସୀ କ୍ରିକେଟ ଷ୍ଟାଡିୟମର କାର୍ଯ୍ୟ ଆରମ୍ଭ ହୋଇଛି। ନିର୍ମାଣ କାର୍ଯ୍ୟ ଲାରସେନ ଆଣ୍ଡ ଟୁବ୍ରୋ ଗ୍ରହଣ କରିଛି।…
ଜାପାନରେ ଟାଇଫୁନ ଲାନ ତାଣ୍ଡବ: ୯୦୦ରୁ ଅଧିକ ଉଡ଼ାଣ ବାତିଲ…
ଟୋକିଓ,୧୫।୮ : ଶକ୍ତିଶାଳୀ ଟାଇଫୁନ ଲାନ ଜାପାନରେ ତାଣ୍ଡବ ରଚିଛି। ଟାଇଫୁନ ଯୋଗୁଁ ଜାପାନରେ ପ୍ରାୟ ୯୦୦ରୁ ଅଧିକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ଏହା ବ୍ୟତୀତ ୨ ଲକ୍ଷ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।…
ପୋତାଗଡ଼ରେ ୭୭ତମ ସ୍ବାଧୀନତା ଦିବସ ପାଳିତ
ଗଞ୍ଜାମ,୧୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗରେ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି l ତହସିଲଦାର ଅରୁଣ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟାକ୍ଷ ସୁରେନ୍ଦ୍ର…
୭୭ତମ ସାଧୀନତା ଦିବସ ଉପଲକ୍ଷେ ଦି ଇକୋ ୱାରିୟର, ଗଞ୍ଜାମ ପକ୍ଷରୁ ମେଗା ରକ୍ତଦାନ ଶିବିର
ଗଞ୍ଜାମ,୧୫।୦୮: (ବିଦ୍ୟାଧର ସାହୁ ) ୭୭ତମ ସାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସ୍ବେଛାସେବୀ ସଂଗଠନ ଇକୋ ୱାରିୟର ପରିବାର ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସଭା ଗୃହଠାରେ ମଙ୍ଗଳବାର ଏକ ସଚ୍ଛୋକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ…
Archives


