ସ୍ବାଧୀନତା ଦିବସ: ବିଦେଶରୁ ଅଭିନନ୍ଦନର ସୁଅ…
ନୂଆଦିର୍ଲ୍ଲୀ,୧୫।୮ : ଭାରତ ଚଳିତ ବର୍ଷ ଏହାର ୭୭ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ ଥର ପାଇଁ ଲାଲ କିଲ୍ଲାରୁ ସମ୍ବୋଧିତ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବିଦେଶରୁ ଅଭିନନ୍ଦନର…
ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଏହି ଷ୍ଟାର କ୍ରିକେଟର
କଲମ୍ବୋ,୧୫।୮: ଶ୍ରୀଲଙ୍କାର ଷ୍ଟାର କ୍ରିକେଟର ଓ୍ବାନିନ୍ଦୁ ହସରଙ୍ଗା ମଙ୍ଗଳବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିଜର ସୀମିତ ଓଭର ଖେଳକୁ ଅଧିକ ଗୁରୁତ୍ୱ ଦେବା ଲାଗି ସେ ଟେଷ୍ଟ କ୍ରିକେଟରୁ ଅବସର ଦେଇଛନ୍ତି। ସେ ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ…
‘ବଲ ଆମ କୋର୍ଟରେ ଅଛି ତେଣୁ ସୁଯୋଗ ହାତଛଡା କରିବା ଉଚିତ ନୁହେଁ’, କାହିଁକି ଏମିତି କହିଲେ ମୋଦି
ନୂଆrଦିଲ୍ଲୀ,୧୫।୮: ଦେଶର ୭୭ତମ ସ୍ବାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଉତ୍ସାହ ଏବଂ ଆଶା ସହିତ ରେଡ ଫୋର୍ଟରୁ ତାଙ୍କର ଦଶମ ଭାଷଣ ଦେଇଥିଲେ। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ରେଡ ଫୋର୍ଟରୁ ଏହା ମୋଦିଙ୍କର…
ଏସିଆ କପ୍ ଲାଗି ଆଜି ଦଳ ଘୋଷଣା କରିପାରେ ବିସିସିଆଇ ! ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ,୧୫।୮: ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩କୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଟିମ୍। ହେଲେ ଏହା ପୂର୍ବରୁ ଦଳ ଏସିଆ କପ୍ ୨୦୨୩ ଖେଳିବ। ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି…
ପ୍ରଶ୍ନ ଘେରରେ ଦ୍ରାବିଡ
ନୂଆଦିଲ୍ଲୀ,୧୫।୮: ନିକଟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ କରିଛି ଟିମ୍ ଇଣ୍ଡିଆ। ଏହି ଗସ୍ତରେ ଦଳର ପ୍ରଦର୍ଶନ ସାଧାରଣ ଥିଲା। ଯେଉଁ ଓ୍ବେଷ୍ଟଇଣ୍ଡିଜ ଟିମ୍ ଗତ ବର୍ଷ ଟି୨୦ ଏବଂ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍ ଲାଗି ଯୋଗ୍ୟତା ହାସଲ କରିପାରିଲା ନାହିଁ,…
ଝାଡ଼ଖଣ୍ଡରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଯବାନ ଶହୀଦ
ରାଞ୍ଚି, ୧୫।୮: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଜଣେ ସବ୍-ଇନ୍ସପେକ୍ଟର ଏବଂ ଜଣେ ହାବିଲଦାର ଅଛନ୍ତି। ସୂଚନାନୁଯାୟୀ, ସୋମବାର ଅପରାହ୍ନରେ ପଶ୍ଚିମ ସିଂହଭୂମର ଟୋଣ୍ଟୋ…
ସେନା ଭୂମିକାରେ ଦୀପିକା
ମୁମ୍ବାଇ: ବଲିଉଡର ଫେମଶ ଫିଲ୍ମ ମେକର ସିଦ୍ଧାର୍ଥ ଆନନ୍ଦ ଖୁବଶୀଘ୍ର ତାଙ୍କ ମୁଭି ‘ଫାଇଟର’କୁ ନେଇ ଆସିବାକୁ ଯୋଜନା କରୁଛନ୍ତି। ଏଥର ଆନନ୍ଦ ସହ ବଲିଉଡ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ କାମ କରୁଛନ୍ତି। ଉଭୟଙ୍କ ଯୋଡି ସର୍ବଦା କମାଲ କରିଥାଆନ୍ତି।…
ଖାଲି ପଡିଲା ଖାର୍ଗେଙ୍କ ସିଟ୍
ନୂଆଦିଲ୍ଲୀ,୧୫।୮: ଦେଶର ୭୭ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆସନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁପସ୍ଥିତି ଗୁରୁତର ପ୍ରଶ୍ନ ଉଠାଇଥିଲା। ଖାର୍ଗେଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ…
ମୋଦିଙ୍କୁ ଟାର୍ଗେଟ କଲେ ଲାଲୁ କହିଲେ ଆସନ୍ତା ବର୍ଷ ଉଡାଇ ପାରିବେନି ତ୍ରିରଙ୍ଗା
ନୂଆଦିଲ୍ଲୀ,୧୫।୮: ରେଡ ଫୋର୍ଟରୁ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦଶମ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦୨୪କୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ପରବର୍ତ୍ତୀ ଥର ଅଗଷ୍ଟ ୧୫ରେ, ଏହି…
୭୭ ତମ ସ୍ବାଧିନତା ଦିବସରେ ପ୍ରଥମ ଥର ଦିଆଗଲା ସ୍ବଦେଶୀ ତୋପ ସଲାମି
ନୂଆଦିଲ୍ଲୀ,୧୫।୮: ଦେଶ ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରତିବର୍ଷ ପରି ସ୍ବାଧୀନତା ଦିବସରେ ୨୧ ତୋପ ସଲାମି ଦିଆଯାଇଥିଲା, କିନ୍ତୁ ଏହା ପ୍ରଥମ ଥର ପାଇଁ ଏକ ସ୍ବଦେଶୀ ତୋପ ସହିତ ଅଭିବାଦନ ଗ୍ରହଣ କରାଯାଇଥିଲା। ସ୍ବାଧୀନତା ଦିବସରେ…
ବିଶ୍ୱକର୍ମା ଜୟନ୍ତୀରେ ଏହି ଯୋଜନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଏମାନଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ, ସେ ସୁନା କାରିଗର, କାର୍ପେଟର, ରାଜମିସ୍ତ୍ରୀ, ଭଣ୍ଡାରୀ, ହସ୍ତଶିଳ୍ପୀ ଶ୍ରେଣୀକୁ ନୂତନ ଶକ୍ତି ଦେବାକୁ ଯାଉଛନ୍ତି। ଏଥିପାଇଁ…
ପୁଣି ବଢିଲା ଟ୍ରମ୍ଫଙ୍କ ଅଡୁଆ, ଜର୍ଜିଆରେ ୨୦୨୦ ନିର୍ବାଚନରେ ହସ୍ତକ୍ଷେପକୁ ନେଇ ମାମଲା ଦାୟର, ୧୮ ସହଯୋଗୀ ବି ସାମିଲ
ଓ୍ବାଶିଂଟନ,୧୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ତାଙ୍କର ୧୮ ଜଣ ସହଯୋଗୀଙ୍କୁ ସୋମବାର ଜର୍ଜିଆରେ ଦୋଷୀ ସାବ୍ୟସ୍ତ କରାଯାଇଛି। ରାଜ୍ୟରେ ୨୦୨୦ ନିର୍ବାଚନରେ ତାଙ୍କ ପରାଜୟକୁ ବେଆଇନ ଭାବେ ପ୍ରତ୍ୟାହାର କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ପୂର୍ବତନ…
Archives


