ଉତ୍ତରାଖଣ୍ଡର ଏହି ଜିଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଡେରାଡୁନ,୨୧ା୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ ପରେ ପ୍ରଶାସନ…
ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ମାମଲା ଗୁଡିକର ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ, ହାଜର କରାଗଲା କୁରୈଶିଙ୍କୁ
ଇସଲାମାବାଦ,୨୧।୮: ପାକିସ୍ତାନ ସରକାର ସୋମବାର ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ କରାଯାଇଥିବା ମାମଲାର ଶୁଣାଣି ପାଇଁ ଏକ ବିଶେଷ କୋର୍ଟର ସ୍ଥାପନା କରାଯାଇଛି। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈଶିଙ୍କୁ…
ବିନା ପଢ଼ାରେ ଛାତ୍ରଙ୍କ ପରୀକ୍ଷା: ପ୍ରଶ୍ନର ଉତ୍ତର ଜାଗାରେ ଟଙ୍କାରେ ଭରିଦେଲେ ପରୀକ୍ଷାଖାତା
ଯେତେବେଳେ ଯେକୌଣି କାର୍ଯ୍ୟ ସହଜରେ ହୋଇପାରେ ନାହିଁ ସେତେବେଳେ ଲାଞ୍ଚ ଦେଇ ଏହାକୁ ସହଜରେ କରିବା ପାଇଁ ଚେଷ୍ଟା କରାଯାଇଥାଏ। ଏହି କାରଣରୁ ଲୋକମାନେ ଲାଞ୍ଚ ଦେବାକୁ ମଧ୍ୟ ଦ୍ୱିଧା କରନ୍ତି ନାହିଁ। ବୟସ୍କ ଏବଂ ପିଲାମାନେ ମଧ୍ୟ ଜାଣନ୍ତି ଯେ,…
ଶରଦ ପାଓ୍ବାରଙ୍କୁ ଟାର୍ଗେଟ କଲେ କେସିଆର
ହାଇଦ୍ରାବାଦ,୨୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛନ୍ତି। କେସିଆର ପରୋକ୍ଷ ଭାବେ ଅଜିତ ପାଓ୍ବାରଙ୍କୁ ଭାଜପା-ଶିବସେନା ମେଣ୍ଟ ସରକାରରେ ସାମିଲ ହେବାକୁ ନେଇ ଏନସିପି ନେତାଙ୍କୁ ‘ପାଗଳ’ ବୋଲି କହି ଦେଇଛନ୍ତି। କେସିଆର…
ଦିଲ୍ଲୀର ଏହି ସ୍ଥାନରୁ ଲାଇଭ ଦେଖିହେବ ଚନ୍ଦ୍ରାୟନ ୩ର ସପ୍ଟ ଲ୍ୟାଣ୍ଡିଂ, କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା
ନୂଆଦିଲ୍ଲୀ,୨୧।୮: ‘ଚନ୍ଦ୍ରୟାନ-୩’ ଅଗଷ୍ଟ ୨୩ରେ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବ। ଜନତା ଏହି ଦୃଶ୍ୟକୁ ଲାଇଭ ଦେଖିପାରିବେ। ସୂଚନାଯୋଗ୍ୟ, ଦିଲ୍ଲୀର ନେହେରୁ ପ୍ଲାନେଟୋରିୟମରେ ଚନ୍ଦ୍ରୟାନ -୩ ରସପ୍ଟ ଲ୍ୟାଣ୍ଡିଂର ଦୃଶ୍ୟ ଭାରତୀୟ ମହାକାଶ ଗବେଷଣା ସଂଗଠନ…
କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ ‘ଲୋକେ ୨୦୧୪ ପୂର୍ବର ସମୟକୁ ଭୁଲି ପାରିବେ ନାହିଁ, ସେ ସମୟରେ…’
ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭୋପାଳର ସିଏମ ରାଇଜ ଗଭର୍ମେଣ୍ଟ ମହାତ୍ମା ଗାନ୍ଧୀ ହାୟର ସେକେଣ୍ଡାରୀ ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କ ଟ୍ରେନିଂ କମ ଓରିଏଣ୍ଟେଶନ ପ୍ରୋଗ୍ରାମକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,…
ବଡ ସଫଳତା! ଚନ୍ଦ୍ରାୟନ ୨ର ଅର୍ବିଟରେ ସ୍ଥାପନ ହେଲା ଚନ୍ଦ୍ରାୟନ ୩ର ଲ୍ୟାଣ୍ଡର, ଉଭୟଙ୍କ ମଧ୍ୟରେ ହେଲା ସମ୍ପର୍କ
ବେଙ୍ଗାଲୁରୁ,୨୧।୮: ଭାରତର ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ) ଚନ୍ଦ୍ର କକ୍ଷପଥରେ ବୁଲୁଛି ଏବଂ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି। ଇସ୍ରୋ କହିଛି ଯେ ବୁଧବାର ଅର୍ଥାତ୍ ଅଗଷ୍ଟ ୨୩ ରାତି ୬ଟା ୪ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ…
‘ଗଦ୍ଦର ୩’କୁ ନେଇ ପ୍ରତିକ୍ରିୟା ରଖିଲେ ଅମିଶା
ମୁମ୍ବାଇ: ବଲିଉଡର ଅଗାଧାଡିର ନାୟକ ସନ୍ନି ଦଓ୍ବେଲ ଓ ଆଗଧାଡିର ନାୟିକା ଅମିଶା ପଟେଲଙ୍କ ଅଭିନୀତ ମୁଭି ‘ଗଦ୍ଦର ୨’ ବକ୍ସ ଅଫିସରେ ତହଲକା ମଚାଉଛି। ଫିଲ୍ମ ଏମିତି ସକସେସ ହେବ ବୋଲି କେହି ଆଶା ବି କରି ନ ଥିଲେ।…
ଜି-୨୦ ଶିଖର ସମ୍ମିଳନୀରେ ସାଉଦି ଆରବ ମୁଖ୍ୟଙ୍କୁ ଭେଟିବେ ବାଇଡେନ
ଓ୍ବାଶିଂଟନ,୨୧ା୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ମାସରେ ଭାରତର ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାଉଦି ଆରବ ମୁଖ୍ୟ ତଥା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ଆଲୋଚନା କରିବାକୁ ଚିନ୍ତା କରୁଛନ୍ତି ବୋଲି…
ମୟୂରକୁ ଧରି ବିମାନରେ ଚଢ଼ିଲେ ମହିଳା, କୋଳରେ ବସାଇ କଲେ ଯାତ୍ରା, ଭିଡିଓ ଦେଖିଲେ…
ଲୋକମାନେ ନିଜ କୋଳରେ କୁକୁର ଛୁଆକୁ ସାଥୀରେ ଧରି ବିମାନ ଯାତ୍ରା କରିଥିବାର ଆପଣ ନିଶ୍ଚୟ ଦେଖିଥିବେ ମାତ୍ର ଜଣେ ମହିଳା ମୟୂରକୁ ଧରି ବିମାନରେ ଯାତ୍ରା କରିବା କେବେ ଶୁଣି ନ ଥିବେ କି ଦେଖି ନ ଥିବେ ।…
ପିକ୍ଅପ୍ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ
ଝାରବନ୍ଧ,୨୧ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଜୁନିୟର କଲେଜର ଜଣେ ଛାତ୍ର ସୋମବାର ୟୁନିଟ୍ ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତଛାତ୍ର ଜଣକ ହେଲେ ଝାରବନ୍ଧ ଥାନା ଅନ୍ତର୍ଗତ ଡୁଙ୍ଗୁରିଚଢ଼ା ଗ୍ରାମର ଖଗେଶ୍ୱର…
ବର୍ନାଡୋ ଆରେଭାଲୋ ହେବେ ଗୁଏଟମାଲାର ପରବର୍ତ୍ତି ରାଷ୍ଟ୍ରପତି
ଗୁଏଟମାଲା,୨୧।୮: ବର୍ନାଡୋ ଆରେଭାଲୋ ଗୁଏଟମାଲାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ରବିବାର ପର୍ଯ୍ୟନ୍ତ ଗୁଏଟମାଲାରେ ରାଷ୍ଟ୍ରପତି ନିର୍ବାଚନର ୯୫ ପ୍ରତିଶତ ଭୋଟ ଗଣତି ହୋଇ ସାରିଥିଲା, ଯେଉଁଥିରେ ୫୯.୧ ପ୍ରତିଶତ ଭୋଟ ବର୍ନାଡୋ ଆରେଭାଲୋଙ୍କୁ ମିଳିଥିଲା। ବର୍ନାଡୋ ଆରେଭାଲୋ ପୂର୍ବତନ ପ୍ରଥମ…
Archives


