Home

ଓଡେସା ବନ୍ଦରରେ ପୁଣି ଋଷର ଏୟାର ଷ୍ଟ୍ରାଇକ୍‌

କିଭ୍‌,୧୯।୭: କ୍ରିମିଆ ପୋଲ ଉପରେ ଆକ୍ରମଣ ହେବା ପରଠାରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଋଷ ଲଗାତାର ୟୁକ୍ରେନର ଅନେକ ଅଞ୍ଚଳକୁ ନିଜ ଟାର୍ଗେଟ୍‌ରେ ରଖିଛି। ମଙ୍ଗଳବାର ରାତିରେ ଋଷ ଓଡେସା ବନ୍ଦରରେ ଏୟାର ଷ୍ଟ୍ରାଇକ…

ଜାତିସଂଘ ସୁରକ୍ଷା ପରିଷଦରେ ଏଆଇ ନେଇ ପ୍ରଥମ ବୈଠକ, ଚାଇନା ଦେଲା ଚେତାବନୀ, ସଦସ୍ୟଙ୍କ ସମର୍ଥନ ଲୋଡିଲେ ଗୁଟେରସ…

ଜେନେଭା,୧୯।୭ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଥମ ଥର ପାଇଁ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ଆନୁଷ୍ଠାନିକ ଭାବରେ ଆଲୋଚନା କରାଯାଇଥିଲା। ଏହି ସମୟରେ ଚାଇନା କହିଛି ଟେକ୍ନୋଲୋଜି ଚାଲୁଥିବା ଘୋଡା ହେବା ଉଚିତ ନୁହେଁ। ଏଥି ସହିତ ଆମେରିକା ଏହାର…

ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ, ରୁଷିଆ-ୟୁକେନ୍‌ ଯୁଦ୍ଧ ନେଇ ଜାତିସଂଘରେ କହିଲା ଭାରତ…

ଜେନେଭା,୧୯।୭ : ମିଳିତ ଜାତିସଂଘରେ ଭାରତ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ର ବାର୍ଷିକ ବିତର୍କରେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ନିଜସ୍ବ ମତ ଉପସ୍ଥାପନ କରିଛି। ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ୟୁକ୍ରେନ ବିବାଦକୁ ନେଇ…

ଏସିଆ କପ ୨୦୨୩: ୨ ସେପ୍ଟେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ,୧୯।୭: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ସେପ୍ଟେମ୍ବରକୁ ମ୍ୟାଚ ଖେଳାଯାଇପାରେ। ଏକ ରିପୋର୍ଟ ଅନୁଯାୟୀ, ଏହି ଦୁଇ ଦଳ ମଧ୍ୟରେ ଶ୍ରୀଲଙ୍କାର କେଣ୍ଡିରେ ମୁକାବିଲା ହେବ। ଏସିଆ କପ ୨୦୨୩ର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ…

୨୦୨୪-୨୫ ପାଇଁ ଭାରତ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନରେ ପ୍ରାର୍ଥୀପତ୍ର ଉପସ୍ଥାପନ କଲା…

ଲଣ୍ଡନ,୧୯।୭ : ଲଣ୍ଡନରେ ୨୦୨୪-୨୫ ଦ୍ୱି ବର୍ଷ ପାଇଁ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମଓ) ପରିଷଦ ନିର୍ବାଚନରେ ବର୍ଗ-ବି ଅଧୀନରେ ଭାରତ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛି। ଏହାପୂର୍ବରୁ ଭାରତ ୨୦୨୨-୨୩ ପାଇଁ ବର୍ଗ- ବି ଅଧୀନରେ ମନୋନୀତ ହୋଇଥିଲା ।…

ଏନ୍‌ଡିଏ ବନାମ ଇଣ୍ଡିଆ

ବେଙ୍ଗାଲୁରୁ,୧୯ା୭: ୨୦୨୪ ଲୋକ ସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ଟକ୍କର ଦେବ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ’ (ଇଣ୍ଡିଆ)। ଏଥିସକାଶେ ମୁମ୍ବାଇରେ ହେବାକୁ ଥିବା ବିରୋଧୀଙ୍କ ପରବର୍ତ୍ତୀ ବୈଠକରେ ଏକ ୧୧ ସଦସ୍ୟ ବିଶିଷ୍ଟ…

ମନୁଷ୍ୟଙ୍କ ପାଇଁ ମୋବାଇଲ ଟାଓ୍ବାର କେତେଦୂର କ୍ଷତି କାରକ: ସେପ୍ଟେମ୍ବର ୫ ରୁ ଆବେଦନର ବିଚାର କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୭ : ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖରୁ ମୋବାଇଲ ଟାୱାରର ମଣିଷ ଏବଂ ପଶୁମାନଙ୍କ ଉପରେ ହେଉଥିବା କ୍ଷତିକାରକ ପ୍ରଭାବ ସମ୍ପର୍କରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ୨୦୧୩ ମସିହାରୁ ବିଚାରାଧୀନ ଥିବା ଏହି…

ପାକିସ୍ତାନକୁ ୬୦ କୋଟି ଡଲାର ଋଣ ଦେଲା ଚାଇନା…

ବେଜିଂ/ଇସଲାମାବାଦ,୧୮।୭ : ପାକିସ୍ତାନର ଅବସ୍ଥା ଗୁରୁତର ହୋଇଛି। ମୁଦ୍ରାସ୍ଫୀତି ଯୋଗୁଁ ଦେଶରେ ବିଶୃଙ୍ଖଳା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଚାଇନା ପୁଣି ଥରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପ୍ରତି ନିଜର ଦାୟିତ୍ୱବୋଧ ପୂରଣ କରିବାର ଦାୟିତ୍ୱ ଗ୍ରହଣ କରିଛି।…

ମୋଦିଙ୍କୁ ସିଂହ ନ କହିବାକୁ ରମଣ ସିଂଙ୍କୁ ପରାମର୍ଶ ଦେଲେ ଭୁପେଶ ବାଘେଲ, ସିଂହଙ୍କର ହେଉଛି ଅଧିକ ଶିକାର…

ରାୟପୁର,୧୮।୭ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏହାକୁ ନେଇ ଏବେ ବିବାଦ ଲାଗି ରହିଛି। ଶେୟାର ହୋଇଥିବା ଭିଡିଓରେ ଭୁପେଶ ବାଘେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ…

ଭାଜପାକୁ ଶୁଣାଗଲାଣି ମୃତ୍ୟୁ ଧ୍ୱନି: ମହୁଆ ମୋଇତ୍ର…

କୋଲକାତା,୧୮।୭ : ବର୍ତ୍ତମାନ ଇଣ୍ଡିଆ କୁହାଯାଉଥିବା ବିରୋଧୀ ଦଳ ମଙ୍ଗଳବାର ଦିନ ଏହାର ମେଗା ବୈଠକ ଶେଷ କରିଥିବାରୁ ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ର ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) କୁ କଡ଼ା ଚେତାବନୀ ଦେଇଛନ୍ତି ,…

ହାଜିପୁର ଆସନ ନେଇ ଚିରାଗ-ପଶୁପତି ମୁହାଁମୁହିଁ…

ପାଟନା,୧୮।୭ : ୨୦୨୪ ଲୋକସଭା ନିବାଚନ ପୂର୍ବରୁ ବିହାରରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଲୋକ ଜନତା ପାର୍ଟି ନେତା ଚିରାଗ ପାସୱାନ ଏବଂ ତାଙ୍କ ଚାଚା ପଶୁପତି ପାରସ ଏନଡିଏରେ ଯୋଗ ଦେଇଛନ୍ତି। ଏହା ପରେ ଦୁହିଁଙ୍କ ମଧ୍ୟରେ ହାଜିପୁର…

ଭୋପାଳରେ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କଲା ସୋନିଆ-ରାହୁଲଙ୍କ ବିମାନ

ଭୋପାଳ, ୧୮। ୭: ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଏକତା ବୈଠକରେ ଯୋଗଦେଇ ଫେରୁଥିବା ବେଳେ ଭୋପାଳ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କରିଛି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିମାନ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ସ୍ଥିତି ଉପୁଜିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri