Home

ହୁନ ମାନେଟ କାମ୍ବୋଡିଆର ନୂଆ ପ୍ରଧାନମନ୍ତ୍ରୀ, ୧୨୩ ସାଂସଦଙ୍କର ମିଳିଲା ସମର୍ଥନ

ନୋମ ପେନ୍ହ,୨୨।୮: କାମ୍ବୋଡିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ହୁନ ମାନେଟ ନିର୍ବାଚିତ ହୋଇଛନ୍ତି। କାମ୍ବୋଡିଆର ନେଶନାଲ ଆସେମ୍ଲି ମଙ୍ଗଳବାର ହୁନ ମାନେଟଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପାଞ୍ଚ ବର୍ଷ ପାଇଁ ବିଜୟ ନିଶ୍ଚିତ କରିଛି। ଜୁଲାଇ ୨୩ ସାଧାରଣ ନିର୍ବାଚନରେ ହୁନ ମାନେଟଙ୍କ…

ଲଣ୍ଡନରେ ୭୦ ବର୍ଷ ପୁରୁଣା ଇଣ୍ଡିଆ କ୍ଲବ ହେବ ବନ୍ଦ

ଲଣ୍ଡନ,୨୨।୮: ଭାରତର ସ୍ବାଧୀନତା ପରେ ଇଂଲଣ୍ଡରେ ଭାରତୀୟ ବିଦେଶୀମାନଙ୍କ କେନ୍ଦ୍ର ଥିବା ଇଣ୍ଡିଆ କ୍ଲବ ବନ୍ଦ ହେବାକୁ ଯାଉଛି। ଇଣ୍ଡିଆ କ୍ଲବ ଇଂଲଣ୍ଡର ଲଣ୍ଡନରେ ଅବସ୍ଥିତ। ଇଣ୍ଡିଆ କ୍ଲବ ବନ୍ଦ ବିରୋଧରେ ଏକ ଦୀର୍ଘ ଲଢେଇ ହୋଇଥିଲା, ଯେଉଁଥିରେ ସମର୍ଥକଙ୍କୁ ପରାଜୟର…

ବିଶ୍ୱର ପ୍ରଥମ ଦେଶ ଭାବେ ଗର୍ଭବତୀ ମହିଳାମାନଙ୍କ ପାଇଁ ଆରଏସ୍‌ଭି ଟିକାକୁ ମଞ୍ଜୁରୀ ଦେଲା ଆମେରିକା

ଓ୍ବାଶିଂଟନ,୨୨।୮: ଆମେରିକା ଗର୍ଭବତୀ ମହିଳାମାନଙ୍କ ପାଇଁ ଏକ ଟିକାକୁ ଅନୁମୋଦନ କରିଛି। ଏହି ଟିକା ରେସ୍ପିରେଟୋରି ସିନ୍ସିଟିଆଲ ଭାଇରସ୍‌ (ଆରଏସଭି) ଦ୍ୱାରା ସୃଷ୍ଟି ହୋଇଥିବା ଶିଶୁମାନଙ୍କୁ ଗୁରୁତର ରୋଗରୁ ରକ୍ଷା କରିବ। ଏଭଳି ଟିକା ଅନୁମୋଦନ କରିବାରେ ଆମେରିକା ବିଶ୍ୱର ପ୍ରଥମ…

ଶାଲୁଙ୍କୁ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୨।୮(ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ୍‌ ଶାଲୁ ଜିନ୍ଦଲଙ୍କୁ ନିକଟରେ ସମ୍ମାନଜନକ ସିଏସ୍‌ଆର୍‌ ଟାଇମ୍ସ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ସାମାଜିକ ବିକାଶମୂଳକ…

ଏଚ୍‌ଏମ୍‌ଏସ୍‌ଆଇର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୨।୮: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ସ୍ବତନ୍ତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଗ୍‌ୱିଙ୍ଗ୍‌ ଗ୍ରାହକମାନଙ୍କ ପାଇଁ ‘ବର୍ଦ୍ଧିତ ୱାରେଣ୍ଟି ଓ ବର୍ଦ୍ଧିତ ୱାରେଣ୍ଟିି ପ୍ଲସ୍‌’ କାର୍ଯ୍ୟକ୍ରମର ସର୍ବଭାରତୀୟ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏପରି କି…

ସଙ୍କଟରେ ବୈଶ୍ୱିକ ଖାଦ୍ୟ ସୁରକ୍ଷା

ଓ୍ବାଶିଂଟନ,୨୨ା୮: ୟୁକ୍ରେନ୍‌କୁ ଗହମ ରପ୍ତାନି ଲାଗି ଅନୁମତି ଦେବା ନିମନ୍ତେ ଚୁକ୍ତିନାମାକୁ ରୁଷିଆ ବନ୍ଦ କରିବା ଏବଂ ଏଲ୍‌ ନିନୋ ପ୍ରଭାବରୁ ଚାଉଳ ଉତ୍ପାଦନ ହ୍ରାସ ପାଇବା କାରଣରୁ ବୈଶ୍ୱିକ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏବେ ଚାଉଳ…

ଜୟଶଙ୍କରଙ୍କ ସମେତ ୯ ରାଜ୍ୟ ସଭା ସଦସ୍ୟ ଶପଥ ନେଲେ

ନୂଆଦିଲ୍ଲୀ,୨୨ା୮: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସମେତ ୯ ନବନିର୍ବାଚିତ ରାଜ୍ୟ ସଭା ସଦସ୍ୟ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟ ଭବନ ରାଜ୍ୟ ସଭା ଚାମ୍ବରରେ ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ସେମାନଙ୍କୁ ଶପଥ ପାଠ କରାଇଥିଲେ। ଜୟଶଙ୍କର ଦ୍ୱିତୀୟ ଥର…

ଦକ୍ଷିଣ ଆଫ୍ରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ବ୍ରିକ୍ସ ସମ୍ମିଳନୀ ଯୋଗଦେବେ

ନୂଆଦିଲ୍ଲୀ,୨୨।୮: ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଅଭିମୁଖେ ବାହାରିଛନ୍ତି। ୨୨ ରୁ ୨୪ ଅଗଷ୍ଟ ମଧ୍ୟରେ ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ…

ସରକାରୀ ବାବୁଙ୍କୁ କୋର୍ଟ ସମନ ଲାଗି ଗାଇଡ୍‌ଲାଇନ ଆସିବ

ନୂଆଦିଲ୍ଲୀ,୨୨ା୮: ସରକାରୀ ବାବୁମାନଙ୍କୁ କୋର୍ଟ ସମନ ଜାରି ଲାଗି ସୁପ୍ରିମକୋର୍ଟ ଗାଇଡ୍‌ଲାଇନ ଜାରି କରିବେ। ଅଦାଲତଗୁଡ଼ିକ ସମନ କଲାବେଳେ ଉକ୍ତ ଗାଇଡ୍‌ଲାଇନକୁ ଅନୁସରଣ କରିବାକୁ ହେବ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ…

୬୦ ପ୍ରତିଶତ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛି ଟିକା

ନୂଆଦିଲ୍ଲୀ,୨୨।୮: ପ୍ରାୟ ୬.୫ ପ୍ରତିଶତ କରୋନା ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମୃତ୍ୟୁବରଣ କରିଛନ୍ତି। କରୋନା ସଂକ୍ରମଣ ହେବା ପରେ ଯେଉଁମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେମାନଙ୍କଠାରେ ସଂକ୍ରମଣର ପ୍ରଭାବ ଦୀର୍ଘ ସମୟ ଧରି ଦେଖାଯାଇଥିଲା। ଡାକ୍ତରଖାନାରୁ…

ଅନ୍ତିମ ସଂସ୍କାର ସରିଥିବା ଝିଅଙ୍କ ଆସିଲା ଫୋନ୍‌ କଲ୍‌

ପାଟନା,୨୨।୮: ଝିଅର ମୃତଦେହ ଅନ୍ତିମ ସଂସ୍କାର କରି ଦୁଃଖରେ ମ୍ରିୟମାଣ ହୋଇଥିବା ଏକ ପରିବାର ଲାଗି ଫୋନ୍‌ କଲ୍‌ ଖୁସି ଆଣିଦେଇଛି। ଫୋନରେ ଯେତେବେଳେ ଝିଅ କହିଛି ବାପା ମୁଁ ଜୀବିତ, ସେତେବେଳେ ପୂରା ପରିବାର ଖୁସିରେ ଆତ୍ମହରା ହୋଇଛନ୍ତି। ଏଭଳି…

୭ ଶିଶୁଙ୍କୁ ମାରିଥିବା ନର୍ସଙ୍କୁ ଆଜୀବନ ଜେଲ

ଲଣ୍ଡନ,୨୨ା୮: ଉତ୍ତର ଇଂଲଣ୍ଡର ଏକ ହସ୍ପିଟାଲରେ ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ସହ ଅନ୍ୟ ୬ ଜଣଙ୍କୁ ମାରିଦେବା ପାଇଁ ଉଦ୍ୟମ କରିଥିବା ନର୍ସ ଲୁସି ଲେଟ୍‌ବିଙ୍କୁ ବ୍ରିଟେନ୍‌ର ଏକ ଅଦାଲତ ସୋମବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୩୩…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri