Home

ଜୀବନକୁ ବାଜି ଲଗାଇ ନଦୀ ପାର

ବାଲିଗୁଡା,୧୪ା୯(ସଞ୍ଜୟ କୁମାର ପାଣିଗ୍ରାହୀ)ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଭରା ନଈରେ ରୋଗୀଙ୍କୁ ଟ୍ୟୁବରେ ବସାଇ ଖଡ଼ଗ ନଦୀ ପାର କରାଇଲେ ପରିବାର। ବାଲିଗୁଡାଠାରୁ ସାଇନପଡାକୁ ଯିବା ପାଇଁ ଖଡ଼ଗ ନଦୀରେ ଏକ ପୋଲ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ କାମ…

ବାଇକ୍‌ ଧକ୍କାରେ ଯୁବ କାଉନସିଲରଙ୍କ ମୃତ୍ୟୁ

କାମାକ୍ଷାନଗର,୧୪।୯(ସୁଧୀର କୁମାର ପରିଡ଼ା)ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ୫ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ସରୋଜ କୁମାର ମହାଲିକ (୩୫) ବୁଧବାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ଜିରିଡାମାଳି ନିକଟରେ ଏକ ହୋଟଲ ସମ୍ମୁଖରେ ଠିଆ ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା…

ଏସିଆନ ଗେମ୍ସ ପାଇଁ ଓଡ଼ିଶା ଆଥ୍‌ଲେଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର,୧୪।୯(ତପନ ସ୍ବାଇଁ)ଚାଇନାର ହାଙ୍ଗଝୋଠାରେ ଚଳିତ ମାସ ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏସିଆନ ଗେମ୍ସ ଅନୁଷ୍ଠିତ ହେବ। ଏସିଆର ଏହି ମେଗା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଶାର ୧୩ ଆଥ୍‌ଲେଟ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କ ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ…

ଏକତାର ପ୍ରତୀକ ହିନ୍ଦୀ

କୌଣସି ଦେଶର ବିକାଶରେ ଭାଷା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଦେଶର ସ୍ବତନ୍ତ୍ର ପରିଚୟ ହେଉଛି ଭାଷା। ଭାରତର ବିଭିନ୍ନ ଭାଷା ଏବଂ ଉପଭାଷା ଶକ୍ତି ଓ ଏକତାର ପ୍ରତୀକ ଭାବେ ଉଭା ହୋଇଛନ୍ତି। ଅନ୍ୟ ଭାଷା ମଧ୍ୟରେ ରାଜଭାଷା ହିନ୍ଦୀ…

ପୋଲିସ ବ୍ରିଫିଙ୍ଗ୍‌ର ପରିଣାମ ମିଡିଆ ଟ୍ରାଏଲ୍‌ ନ ହେଉ

ନୂଆଦିଲ୍ଲୀ,୧୪ା୯: ଆପରାଧିକ ମାମଲାଗୁଡ଼ିକୁ ନେଇ ପୋଲିସ କର୍ମଚାରୀଙ୍କ ବ୍ରିଫି ଉପରେ ୩ ସପ୍ତାହ ମଧ୍ୟରେ ବିସ୍ତୃତ ମାନୁଆଲ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ…

ଜେଲରୁ ମୁକୁଳିଲେ ନାର୍କୋଟିକ୍‌ କୁଇନ୍‌

ଓ୍ବାଶିଂଟନ୍‌,୧୪ା୯: ମେକ୍ସିକୋର ଡ୍ରଗ୍‌ ଲର୍ଡ ଜୋଆକ୍ୱିନ୍‌ ‘ଏଲ୍‌ ଚାପୋ’ ଗୁଜ୍‌ମ୍ୟାନ୍‌ଙ୍କ ସ୍ତ୍ରୀ ଏମ୍ମା କୋରୋନେଲ ଏଇସ୍ପୁରୋଙ୍କୁ ବୁଧବାର ଲସ୍‌ ଆଞ୍ଜେଲେସ୍‌ ଜେଲରୁ ମୁକ୍ତ କରାଯାଇଥିବା ଆମେରିକାର ବ୍ୟୁରୋ ଅଫ୍‌ ପ୍ରିଜନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାରେ ଜନ୍ମିତ ୩୪ ବର୍ଷୀୟା ଏମ୍ମାଙ୍କୁ…

କିମ୍‌ଙ୍କ ମହତ୍ତ୍ୱାକାଂକ୍ଷାରେ ଡେଣା

ମସ୍କୋ/ସିଓଲ,୧୪ା୯: ୧୯୫୦-୫୩ର କୋରୀୟ ଯୁଦ୍ଧ ବେଳେ ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆ ଆକ୍ରମଣ କରିଥିଲା। ସେହି ସମୟରେ ସୋଭିଏଟ୍‌ ସଂଘ ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ ଯୋଗାଇଦେଇଥିଲା। ସେବେଠୁ ଅନେକ ଦଶନ୍ଧି ଧରି ସୋଭିଏଟ୍‌ର ଅର୍ଥନୀତି ଉପରେ ଉତ୍ତର…

ରେଳଲାଇନରେ ଖସିଲା ପଥର, ମାଟି ଅତଡ଼ା

ରାୟଗଡ଼ା,୧୪।୯(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲାରେ ବୁଧବାର ପ୍ରବଳ ବର୍ଷା ଯୋଗୁ ରାଉଳି ଓ ଲେଲିଗୁମା ରେଳ ଷ୍ଟେଶନ ମଧ୍ୟରେ ବୁଧବାର ସକାଳ ପ୍ରାୟ ୯ଟା ୩୦ ମିନିଟ୍‌ରେ ଭୂସ୍ଖଳନ ଘଟିଛି। ପାହାଡ଼ରୁ ପଥର ଓ ମାଟି ଅତଡା ଖସି କୋରାପୁଟ-ରାୟଗଡ଼ା ରେଳପଥରେ…

ପଥର ତଳେ ଚାପିହୋଇ ୨ ଭାଇଙ୍କ ମୃତ୍ୟୁ

ଦିଗପହଣ୍ଡି, ୧୪।୯ (ଅଶେଷ ନାଥ ମିଶ୍ର)ପଥର ଖାଦାନରେ କାମ କରୁଥିବା ବେଳେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପିଲିକାଢ଼ିହ ଗ୍ରାମର ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମହୁରୀକାଳୁଆ ଛକ ନିକଟରେ ଥିବା…

ଆସନ ବୁଝାମଣା: ଶୀଘ୍ର ନିଷ୍ପତ୍ତି ନେବ ଇଣ୍ଡିଆ

ନୂଆଦିଲ୍ଲୀ,୧୪ା୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ପ୍ରଥମ ରଣନୀତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ…

ହେବନି ଛାତ୍ର ସଂସଦ ନିର୍ବାଚନ, ବିରୋଧ ତେଜିଲା

ଭୁବନେଶ୍ୱର, ୧୪।୯(ଅସମାପିକା ସାହୁ)ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ କରାଯାଇନାହିଁ। ଫଳରେ ରାଜ୍ୟରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ସ୍ପଷ୍ଟ ହୋଇଛି। ଏହାପରେ ବିରୋଧ ଓ ପ୍ରତିବାଦ ଆରମ୍ଭ…

ଲାଇଫ୍‌ ଜ୍ୟାକେଟ୍‌ ବିନା ନୌଚଳାଚଳ

କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ଏବଂ ୨୭ ନାଳ ରହିଛି। ଏହି ସବୁ ନଦୀ, ନାଳ ଘେରରେ ଥିବା ୧୭ ପଞ୍ଚାୟତକୁ ସଂଯୋଗ ପାଇଁ ସେତୁ ନାହିଁ। ଡଙ୍ଗା ଦ୍ୱାରା ଯାତାୟାତ ଚାଲିଛି। ସେହି ପରିମାଣରେ ଡଙ୍ଗାବୁଡ଼ି ଘଟଣା ବାରମ୍ବାର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?