Home

ଡ୍ରେସ୍‌ ବଜାରରେ ଲାଗିଲା ନିଆଁ

କୋଲକାତା,୨୧ା୭: ପଶ୍ଚିମବଙ୍ଗର ହାଓ୍ବଡା ଜିଲାର ମଙ୍ଗଳା ମାର୍କେଟ୍‌ରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ପୋଲିସ କହିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବଜାରରେ ଅନେକ ହୋଲ୍‌ସେଲ୍‌ ଏବଂ ଖୁଚୁରା କପଡ଼ା ଦୋକାନ ରହିଛି। ଯେଉଁଠାରେ ଟେକ୍ସଟାଇଲ କାରବାର କରାଯାଏ।…

ଆଲିଆଙ୍କୁ କାନଫୁଲ ଗିଫ୍ଟ ଦେଲେ ପ୍ରଶଂସକ, ଏହା ଦେଖି ଦୀପିକାଙ୍କୁ ମନେ ପକାଇଲେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର ସିଂ ଏବଂ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଜୁଲାଇ ୨୮ ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ଏବଂ କିଛି ଗୀତ ରିଲିଜ ହୋଇଛି ଯେଉଁଥିରେ…

ଡି କେ ଶିବକୁମାର ଦେଶର ସବୁଠାରୁ ଧନୀ ବିଧାୟକ, ଟପ ୩୦ରେ କର୍ନାଟକର ସମସ୍ତ ବିଧାୟକ

ନୂଆଦିଲ୍ଲୀ,୨୧।୭: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ ଆସନ ହାସଲ କରିଥିଲା। ଏହାସହ ଅନ୍ୟ ଦଳଙ୍କୁ ବିରୋଧୀ ଆଡକୁ ଠେଲି ଦେଇଥିଲା। କର୍ନାଟକ ନିର୍ବାଚନରେ ବହୁମତ ହାସଲ କରିଥିବା କଂଗ୍ରେସ ଏମିତି ୧୯ ବିଧାୟକଙ୍କୁ ଟିକେଟ ଦେଇଥିଲା ଯେଉଁମାନେ ଅରବପତି। ଆସୋସିଏଶନ…

କୁମ୍ଭୀରକୁ ଏମିତି ଶିକାର କଲେ ସିଂହପଲ, ଭିଡିଓ ଦେଖିଲେ…

କଥାରେ ଅଛି, କୁମ୍ଭୀର ଯଦି ପାଣିରେ ଥାଏ, ତେବେ ସିଂହ ବି ପାଣିକୁ ଓହ୍ଲାଇବା ବିପଜ୍ଜନକ ହୋଇଥାଏ। ଏହା ପୂର୍ବରୁ ଶହେ ଥର ଭାବିବାକୁ ପଡ଼େ। କିନ୍ତୁ ଦକ୍ଷିଣ ଆଫ୍ରିକାରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଭୟରେ…

ଶହ ଶହ ବର୍ଷ ପରେ ଜୁଲାଇ ସବୁଠାରୁ ଉତ୍ତପ୍ତ ମାସ, ୨୦୨୪ରେ ବିଗିଡିବ ପରିସ୍ଥିତି, ଚେତାବନୀ ଦେଲେ ନାସା ବୈଜ୍ଞାନିକ

ଓ୍ବାଶିଂଟନ,୨୧।୭: ବିଶ୍ୱରେ ବଢି ଚାଲିଥିବା ତାପମାତ୍ରାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏବେ ନାସାର ଜଣେ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କି ଆଗକୁ ଏହି ସମସ୍ୟା ଆହୁରି ଅଧିକ ହେବ। ନାସାର ଜଳବାୟୁ ବିଶେଷଜ୍ଞ ଗାଭିନ ଶିମିଟ ଦାବି କରିଛନ୍ତି ଯେ…

୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରି ଅଣ୍ଡାମାଡ଼

ନୟାଗଡ଼,୨୧ା୭(ଲୋକନାଥ ମିଶ୍ର): ଶୁକ୍ରବାର ୫-ଟି ସଚିବ ଭି.କେ ପାଣ୍ଡିଆନ ଓଡ଼ଗାଁ ଗସ୍ତରେ ଆକାଶପଥରେ ଆସି ମହୋତ୍ସବ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ବ୍ୟାପକ ପୋଲିସ ବନ୍ଦୋବସ୍ତରେ ବ୍ଲକ ଅଫିସ ଆସି ମିଶନ ଶକ୍ତି କାଫେ ଉଦ୍‌ଘାଟନ କରିବା ସହିତ ଜଳପାନ କରିଥିଲେ। ପରେ…

୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ

ଭୁବନେଶ୍ୱର,୨୧ା୭(ଅସାମାପିକା ସାହୁ): ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିବା ୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର…

ସେମାନେ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୧।୭: ଶିବସେନା(ୟୁଟିବି)ଏମପି ସଞ୍ଜୟ ରାଉତ ମଣିପୁର ଭାଇରାଲ ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କି ମଣିପୁର ହିଂସାକୁ ନେଇ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଚର୍ଚ୍ଚା ହେଉଛି, ହେଲେ ଆମ ପାର୍ଲାମେଣ୍ଟରେ ନୁହେଁ। ଆପଣ…

ଫ୍ଲାଇଆଶ୍‌ରେ ପୋତି ହେଲା ଚାଷଜମି

ଦେବଗଡ,୨୧ା୭(ଶଶାଙ୍କ ଶେଖର ଝାଙ୍କର): ନିର୍ମାଣକାରୀ ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ଫ୍ଲାଇଆଶ୍‌(ପାଉଁଶ)ରେ ପୋତିହୋଇ ଦେବଗଡ ଜିଲା ବାରକୋଟ ବ୍ଲକ ଖୁଲୁଣ୍ଡିକୁଦର ଗ୍ରାମର ୨୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ନଷ୍ଟ ହୋଇଛି। ଏଥିଯୋଗୁ ଚଳିତ ବର୍ଷ ସେହି ଜମିରେ ଫସଲ କରିବାର ଆଉ ସମ୍ଭାବନା…

ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ଗୁଜରାଟ ସରକାର-ପୁର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ଅଗଷ୍ଟ ୪ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଜଡିତ ଆପରାଧିକ ମାନହାନୀ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଏହି ମାମଲାରେ କୋର୍ଟ ପୁର୍ଣ୍ଣେଶ ମୋଦି ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୪ରେ…

ବିପଦସଙ୍କୁଳ ସ୍କୁଲ, ଶିକ୍ଷାଦାନରେ ସମସ୍ୟା

ରାଉରକେଲା,୨୧।୭(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ କଲୋନୀର ଡିଏଲ ବ୍ଲକରେ ଥିବା ବାସନ୍ତୀ ବିଦ୍ୟାପୀଠ ପ୍ରାଥମିକ ସ୍କୁଲ ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଏହି ସ୍କୁଲରେ ମୌଳିକ ସୁବିଧା ନ ଥିବାରୁ ପିଲାମାନଙ୍କ ପାଠପଢାରେ ସମସ୍ୟା ହେଉଛି। ଏହାକୁ ନେଇ…

ଏବେ ହ୍ବାଟ୍ସଆପ୍‌ରେ ଖୋଲିପାରିବ ଏସ୍‌ବିଆଇ ଆକାଉଣ୍ଟ, ଚାଟିଂ ଯୋଗେ କରିପାରିବେ ଏସବୁ କାମ…

ନୂଆଦିଲ୍ଲୀ,୨୧।୭: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ହ୍ବାଟ୍ସଆପ୍‌ରେ ଅନେକ ବ୍ୟାଙ୍କିଂ ସେବା ପ୍ରଦାନ କରୁଛି। ଗ୍ରାହକମାନେ ନିଜ ମୋବାଇଲ ଫୋନରେ କ୍ୟୁଆର୍‌ କୋଡ ସ୍କାନ୍‌ କରି ହ୍ବାଟ୍ସଆପ୍‌ ମାଧ୍ୟମରେ ଏସ୍‌ବିଆଇ ବ୍ୟାଙ୍କ ସେବାର ଲାଭ ଉଠାଇପାରିବେ। ଏଥିରେ ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟ୍‌ମେଣ୍ଟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri