‘କଳ୍ପନା କରି ନ ଥିଲି ଏମିତି ସୁଯୋଗ ପାଇବି’
ନୂଆଦିଲ୍ଲୀ,୨୨।୮:ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳିଥିବା ତିଳକ ବର୍ମା ୧୭ ଜଣିଆ ଦଳର ଏକମାତ୍ର ନୂଆ ଚେହେରା। ନିକଟରେ ତିଲକ ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ…
ଚନ୍ଦ୍ରର ନୂଆ ଫଟୋ ଆସିଲା ସାମ୍ନାକୁ, ଚନ୍ଦ୍ରାୟନ ୩କୁ ନେଇ ଇସ୍ରୋ କହିଲା, ଅଲ ଇଜ ଓ୍ବେଲ
ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରରେ ଅବତରଣ କରିବାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଇସ୍ରୋ ମିଶନ ଚନ୍ଦ୍ରୟାନ ୩ସମ୍ବନ୍ଧରେ ଏକ ଅପଡେଟ ଦେଇଛି । ଏହା ସହିତ ଇସ୍ରୋ ମଧ୍ୟ ଲ୍ୟାଣ୍ଡର ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ନୂତନ ଫଟୋ ଜାରି…
ଲୁନା -୨୫ ଅସଫଳତାର ମୁଖ୍ୟ କାରଣ କହିଲେ ରୁଷିଆ ମହାକାଶ ଏଜେନ୍ସି ମୁଖ୍ୟ
ମସ୍କୋ,୨୨।୮: ରୁଷିଆର ମୁନ ମିଶନକୁ ବଡ ଝଟ୍କା ଲାଗିଛି। ଚନ୍ଦ୍ରରେ ପହଞ୍ଚିବାର ଆଶା ରୁଷିଆର ଶେଷ ହୋଇଯାଇଛି। କାରଣ ଏହାର ମହାକାଶ ଯାନ ଲୁନା-୨୫ କ୍ରାସ ହୋଇଯାଇଛି। ତେବେ ରୁଷିଆର ସ୍ପେସ ଏଜେନ୍ସି ରସ୍କୋସମୋସର ମୁଖ୍ୟ ୟୁରୀ ବୋରିସୋଭ ଚନ୍ଦ୍ରରେ ପହଞ୍ଚିବା…
ଜାପାନର ଫୁକୁସିମା ଆଣବିକ କାରଖାନାରୁ ଛଡାଯିବ ଜଳ, ବିରୋଧ ସତ୍ତ୍ୱେ ବଡ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ
ଟୋକିଓ,୨୨।୮: ଆସନ୍ତାକାଲି ଫୁକୁସିମା ଆଣବିକ କାରଖାନାରୁ ବିଶୋଧିତ ରେଡିଓଆକ୍ଟିଭ ବର୍ଜ୍ୟଜଳ ସମୁଦ୍ରକୁ ଛାଡିବା ଆରମ୍ଭ କରିବ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ଏହି ଘୋଷଣା କରିଛନ୍ତି। କହିବାକୁ ଗଲେ ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେଉଁ ସମୟରେ ସ୍ଥାନୀୟ…
ଲୁନା-୨୫ କ୍ରାସ ହେବା ପରେ ଅସୁସ୍ଥ ହୋଇପଡିଲେ ବୈଜ୍ଞାନିକ
ମସ୍କୋ,୨୨।୮: ରୁଷର ଲୁନା-୨୫ ଚନ୍ଦ୍ର ଉପରେ ସପ୍ଟ ଲ୍ୟାଣ୍ଡିଂ କରିପାରି ନ ପରି କ୍ରାସ ହୋଇଗଲା ଫଳରେ ଚନ୍ଦ୍ରକୁ ରୁଷିଆର ମିଶନ ଫେଲ ମାରିଛି। ଏହା ପରେ ମିଶନରେ କାର୍ଯ୍ୟ କରୁଥିବା ଜଣେ ପ୍ରମୁଖ ପଦାର୍ଥ ବିଜ୍ଞାନୀ ଏବଂ ଜ୍ୟୋର୍ତିବିଜ୍ଞାନୀଙ୍କୁ ମସ୍କୋର…
‘ମାସେ ଦୁଇମାସ ପିଆଜ ନ ଖାଇଲେ କିଛି ଅସୁବିଧା ହେବ ନାହିଁ’, ପୂର୍ବତନ କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ
ମୁମ୍ବାଇ,୨୨।୮: ମହାରାଷ୍ଟ୍ରରେ ଲଗାତାର ଭାବେ ପିଆଜର ଦାମ ବଢିବାରେ ଲାଗିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ କୃଷିମନ୍ତ୍ରୀଙ୍କର ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯଦି ଲୋକେ ମାସେ ଦୁଇମାସ ପିଆଜ ନ ଖାଇବେ ତେବେ କିଛି…
ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବାର କାରଣ କହିଲେ ରଜନୀକାନ୍ତ
ମୁମ୍ବାଇ,,୨୨।୮: ଏବେ ମୁଭି ‘ଜେଲର’କୁ ନେଇ ପ୍ରଶଂସା ସାଉଁଟୁଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଟ୍ରୋଲର ବି ଶିକାର ହୋଇଛନ୍ତି। ଘଟଣା ହେଉଛି ନିକଟରେ ରଜନୀକାନ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଏହି ସମୟରେ ରଜନୀକାନ୍ତ ଯୋଗୀ ଆଦିତ୍ୟନାଥଙ୍କ ପାଦ…
୧୫ ବର୍ଷ ପରେ ନିଜ ଦେଶକୁ ଫେରିଲେ ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ, ହୋଇପାରନ୍ତି ଗିରଫ
ବ୍ୟାଙ୍କକ,୨୨।୮: ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକସିନ ଶିନାଓ୍ବାଟ୍ରା ୧୫ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି। ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଟେଲି ଯୋଗାଯୋଗ ବ୍ୟବସାୟରେ ନିଜର ଭାଗ୍ୟ ଅର୍ଜନ କରିବା ପାଇଁ ଥାକସିନ ମଙ୍ଗଳବାର ସକାଳ ୯ଟାରେ ସିଙ୍ଗାପୁରକୁ ଏକ ଘରୋଇ…
‘ସିଏଏ ଲାଗୁ ହେବ, ମମତା ବାନାର୍ଜି ରୋକିପାରିବେନି’
କୋଲକତା,୨୨।୮: ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ତୁମେ (ମମତା ବାନାର୍ଜୀ) ବିରୋଧୀ ମେଣ୍ଟ ଇଣ୍ଡିଆର ଅଂଶ କିନ୍ତୁ ଇଣ୍ଡିଆ ଆପଣଙ୍କ ସହ ନାହିଁ। ଦେଶ…
ସୁରକ୍ଷାବାହିନୀକୁ ବଡ଼ ସଫଳତା: ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୨୨।୮: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ପୁଞ୍ଚର ବାଲାକୋଟ ସେକ୍ଟରରେ ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ସତର୍କ ସୁରକ୍ଷା ବାହିନୀ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ…
ପୁଅ ଅଭିଷେକଙ୍କୁ ସାଙ୍ଗ ଭାବନ୍ତି ବିଗ୍ ବି
ଟିଭିର ସବୁଠାରୁ ଲୋକପ୍ରିୟ କୁଇଜ ଶୋ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପ୍ରତିଯୋଗୀ ହୋଷ୍ଟ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ ଲକ୍ଷ ଲକ୍ଷ ଟଙ୍କା ଜିତିଛନ୍ତି। ଏଥିସହିତ ଶୋ’ରେ ବିଗ…
ଅଗଷ୍ଟ ୨୩ରେ ବାଧା ଉପୁଜିଲେ ଅଗଷ୍ଟ ୨୭ରେ ସଫ୍ଟ ଲ୍ୟାଣ୍ଡିଂ କରାଯିବ ଚନ୍ଦ୍ରୟାନ-୩
ବେଙ୍ଗାଲୁରୁ,୨୨।୪: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟ୍ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଲକ୍ଷ୍ୟ ରଖାଯାଇଛି। ତେବେ ସେଦିନର ସ୍ଥିତି ଯଦି ଅନୁକୂଳ ନ ରହେ ତେବେ ଏହାକୁ ୨୭ ତାରିଖରେ ସାନି ସଫ୍ଟ ଲ୍ୟାଣ୍ଡିଂ…
Archives


