Home

କାଳେ ଖେଳ ସମୟରେ ହୋଇଯିବ ହାର୍ଟ ଆଟାକ: ପାକିସ୍ତାନୀ ଖେଳାଳିଙ୍କୁ ମୃତ୍ୟୁ ଭୟ !…

ଇସଲାମାବାଦ,୨୬।୮ : ପାକିସ୍ତାନ କ୍ରିକେଟ ଦଳର ଜଣେ ଯୁବ ଖେଳାଳିଙ୍କୁ ନେଇ ଏବେ ସବୁଆଡେ ଆଲୋଚନା କରାଯାଉଛି। ଭାରତ ବିପକ୍ଷ ଏସିଆ କପରେ ତାଙ୍କ ଡେବ୍ୟୁକୁ କ୍ରିକେଟ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ କଡ଼ାମୁକାବିଲା ରୋମାଞ୍ଜକର ମ୍ୟାଚରେ, ଶେଷ…

ମହାକାଶ ଯାତ୍ରା କଲେ ୪ ଦେଶର ମହାକାଶଚାରୀ

କେପ୍‌ କାନ୍‌ଭେରାଲ,୨୬ା୮: ଚାରି ଦେଶରୁ ୪ ମହାକାଶଚାରୀ ଶନିବାର ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରୁ ମହାକାଶକୁ ଯାତ୍ରା ଆରମ୍ଭ କରିଛନ୍ତି। ରବିବାର ସ୍ପେସ୍‌ ଏକ୍ସ କ୍ୟାପସୁଲର କକ୍ଷପଥରେ ପହଞ୍ଚିଯିବେ। ଏହି ସମସ୍ତ ଯାତ୍ରୀ ମାର୍ଚ୍ଚରୁ ସେଠାରେ ରହିଥିବା ଚାରିଜଣ ମହାକାଶଯାତ୍ରୀଙ୍କ ସ୍ଥାନ ନେବେ।…

ନୀତୀଶଙ୍କ ଭଳି ୧୦୦ ମୁଖ୍ୟମନ୍ତ୍ରୀ ଆସିଲେ ବି ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରି ପାରିବେନି: ପିକେ…

ପାଟନା,୨୬।୮ : ବିହାରରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ବହୁ ସଂଖ୍ୟକ ପ୍ରାର୍ଥୀ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଯୋଗଦେବା ପାଇଁ ନିଜ ନିଜ କେନ୍ଦ୍ରରେ ପହଞ୍ଚିଛନ୍ତି। ମହାମେଣ୍ଟ ସରକାର ଏହି ପରୀକ୍ଷାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ…

ସରକାରୀ ଯୋଜନାରୁ ହିତାଧିକାରୀ ବଞ୍ଚିତ, ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ଘସିପୁରା,୨୬ା୮(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଗୋହିରା ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଉ ନ ଥିବା ଅଭିଯୋଗ କରି ଭାଜପା ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦଙ୍କ ନେତୃତ୍ୱରେ ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ…

ଶାହରୁଖଙ୍କ ଘରେ ପୋଲିସ!

ମୁମ୍ବାଇ: ଯବାନ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍‌ ଖାନ୍‌। ଏହି ଫିଲ୍ମ ୭ସେପ୍ଟେମ୍ବରକୁ ରିଲିଜ ହେବାକୁ ଯାଉଛି। ଭାଇରାଲ ତେବେ ଶନିବାର ଶାହାରୁଖ ଖାନଙ୍କ ଘର ବାହାରେ ବହୁ ସଂଖ୍ୟାରେ ପୋଲିସ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ଭାଇରାଲ ଭୟାନି…

ମନା କରିବା ପରେ ମଧ୍ୟ ଗ୍ୟାଲେଣ୍ଟ୍ରି ପଦକ ପାଇଥିବା ସୈନିକମାନଙ୍କ ପେନସନରୁ ଆୟକର କଟାଯାଉଛି…

ନୂଆଦିଲ୍ଲୀ,୨୬।୮ : ବ୍ୟାଙ୍କଗୁଡିକ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସୁରକ୍ଷା ବାହିନୀ ଏବଂ ପୋଲିସ ସଂଗଠନର ଗ୍ୟାଲେଣ୍ଟ୍ରି ପଦକ ପାଇଥିବାେ କର୍ମଚାରୀଙ୍କ ପେନସନରୁ ଆୟକର କାଟୁଛନ୍ତି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ପେନସନ ଆକାଉଣ୍ଟିଂ କାର୍ଯ୍ୟାଳୟ…

ଆଦାନୀ ମାମଲାରେ ଚୂଡ଼ାନ୍ତ ସିଦ୍ଧାନ୍ତରେ ପହଞ୍ଚିବାରେ ସେବି ଅକ୍ଷମତା ଦର୍ଶାଉଛି: କଂଗ୍ରେସର ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୮ : ଆଦାନୀ ଗ୍ରୁପ ଏବଂ ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ମାମଲାରେ ସେବି ସୁପ୍ରିମକୋର୍ଟରେ ଏହାର ସ୍ଥିତି ରିପୋର୍ଟ ଦାଖଲ କରିଛି। ଅନ୍ୟପକ୍ଷରେ, ୨୫ ଅଗଷ୍ଟ ୨୦୨୩ ରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସେବିର ସ୍ଥିତି ରିପୋର୍ଟ ଉପରେ କଂଗ୍ରେସ…

ଉଜ୍ଜୟିନୀରେ ମହାକାଳଙ୍କ ଦର୍ଶନ କଲେ ପରିଣିତି-ରାଘବ

ମୁମ୍ବାଇ: ଲଭ ବାର୍ଡ ପାରିଣିତି ଚୋପ୍ରା ଓ ରାଘବ ଚଢା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଡେଟିଂ ହେଉ କି ତାଙ୍କ ଏନଗେଜମେଣ୍ଟ ଫଟୋରେ। ଦୁହିଁଙ୍କ ଯୋଡିକୁ ନେଇ ବଲିଉଡରେ ସବୁବେଳେ ଚର୍ଚ୍ଚା ଜୋର ଧରିଥାଏ। ଏହି ଲଭ ବାର୍ଡ ସେପ୍ଟେମ୍ବର…

୧୪ ଘଣ୍ଟା ଅନ୍ଧାରରେ କେନିଆ, ହସ୍ପିଟାଲଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବି ଅନ୍ଧାର

ନାଇରୋବି,୨୬ା୮: ଆଫ୍ରିକୀୟ କେନିଆରେ ବିଦ୍ୟୁତ କାଟ୍‌ ଯୋଗୁ ସମଗ୍ର ଦେଶ ଖରାପ ଅବସ୍ଥାରେ ଗତି କରୁଛି। ଶୁକ୍ରବାର ରାତିରୁ କେନିଆରେ ବିଦ୍ୟୁତ୍‌କାଟ୍‌ ହୋଇଥିବା ବେଳେ ଶନିବାର ଅର୍ଥାତ୍‌ ୧୪ ଘଣ୍ଟା ପରେ ବିଦ୍ୟୁତ୍‌ ଯୋଗାଣ ହୋଇଛି। ଫଳରେ ହସ୍ପିଟାଲ, ଏୟାପୋର୍ଟ ଏପରିକି…

ଅଭିଯୁକ୍ତ ଭାଷା ନ ବୁଝିଲେ ବି ଚାର୍ଜଶିଟ ବେଆଇନ ନୁହେଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନୂଆଦିଲ୍ଲୀ,୨୬।୮ : ସୁପ୍ରିମକୋର୍ଟ କହିଛନ୍ତି ଅପରାଧିକ ପ୍ରକ୍ରିୟା (ସିଆରପିସି) ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ ଯେଉଁଥିରେ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ଚାର୍ଜଶୀଟ କୋର୍ଟର ଭାଷାରେ ଦାଖଲ କରିବେ। ସିଆରପିସିର ଧାରା ୨୭୨ ଅନୁଯାୟୀ, ରାଜ୍ୟ ସରକାର ହାଇକୋର୍ଟ ଏବଂ ଅନ୍ୟାନ୍ୟ…

୫-ଟି ସଚିବଙ୍କ ସୋରଡ଼ା ଗସ୍ତ ବେଳେ ଲୋକଙ୍କୁ କଲମ ନ ନେବା ପାଇଁ କରାଯାଇଥିଲା ସତର୍କ

ସୋରଡ଼ା,୨୬ା୮(ଲମ୍ବୋଦର ପାଣିଗ୍ରାହୀ): ମିନି ଷ୍ଟାଡିୟମରେ ନିର୍ଦ୍ଧାରିତ ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ପହଞ୍ଚିବା ପରେ ସୋରଡ଼ା ଏନ୍‌ଏସି ଓ ବେଲଗୁଣ୍ଠା ଏନ୍‌ଏସିର ଅଧ୍ୟକ୍ଷ ଓ କାଉନସିଲରମାନେ ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଗସ୍ତକୁ ଭିତ୍ତି କରି…

ଲାଲ ଡାଏରୀକୁ କାହିଁକି ଭୟ: ଗେହଲଟଙ୍କୁ ଶାହାଙ୍କ ପ୍ରଶ୍ନ…

ଜୟପୁର,୨୬।୮ : ରାଜସ୍ଥାନର ଗଙ୍ଗାପୁରରେ ଶନିବାର ଏକ କୃଷକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କୁ କଡ଼ା ସମାଲୋଚନା କରଛନ୍ତି। ସେ କହିଛନ୍ତି ଆଜିକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଲାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri