ଭିଭିଆଇପି ଗଛ ଲାଗି ଖର୍ଚ୍ଚ ୧୨ ଲକ୍ଷ
ଭୋପାଳ,୨୭।୭: ମଧ୍ୟପ୍ରଦେଶ ସରକାର ଦେଶର ପ୍ରଥମ ଭିଭିଆଇପି ଗଛର ଦେଖାଶୁଣା ଲାଗି ବର୍ଷକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସାଞ୍ଚତ୍ ବୁଦ୍ଧିଷ୍ଟ କମ୍ପ୍ଲେକ୍ସଠାରୁ ୫ କି.ମି. ଦୂରରେ ଅର୍ଥାତ୍ ଭୋପାଳ ଓ ବିଦିଶା ଟାଉନ୍ର ମଝାମଝି ଅଞ୍ଚଳରେ ଲଗାଯାଇଥିବା ଓସ୍ତ…
ଅନାସ୍ଥା ମୁହଁ ଖୋଲାଇବ
ନୂଆଦିଲ୍ଲୀ,୨୭ା୭(ପି.ଟି.) : ବିରୋଧୀ ଦଳଗୁଡ଼ିକର ବାରମ୍ବାର ଦାବି ସତ୍ତ୍ୱେ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ଏଯାଏ କୌଣସି ବିବୃତି ଦେଇନାହାନ୍ତି। ଶେଷରେ ଏହି ସ୍ପର୍ଶକାତର ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ବୁଧବାର ଲୋକ ସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟୋନି ବ୍ଲେୟାର
ଭୁବନେଶ୍ୱର,୨୬ା୭(ଅନିଲ ଦାସ): ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଓଡ଼ିଶାର ଆର୍ଥିକ ବିକାଶ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୨୩…
ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରିବା ଅଭିଯୋଗରେ ସ୍ବାମୀ କୋର୍ଟ ଚାଲାଣ
କୋକସରା,୨୬ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଯାହାକୁ ସାତ ଜନ୍ମର ଜୀବନସାଥୀ କରିବାକୁ ହୋମନିଆଁରେ ଶପଥ ନେଇଥିଲେ ସ୍ବାମୀ ସେହି ଜୀବନସାଥୀଙ୍କୁ ପେଟ୍ରୋଲ ଢାଳି ନିଆଁରେ ପୋଡ଼ି ମାରି ଏବେ ଜେଲ୍ ହାଜତକୁ ଗଲେ ନୃଶଂସ ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ…
ଅଗଷ୍ଟ ୧୬ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ
ଭୁବନେଶ୍ୱର,୨୬ା୭(ଅନିଲ ଦାସ): ମୋ ବସ୍ ଚଳାଚଳକୁ ନେଇ ଘରୋଇ ବସ୍ ମାଲିକ ଚିନ୍ତାରେ ପଡ଼ିଛନ୍ତି। ସହରାଞ୍ଚଳ ଛାଡ଼ି ବିଭିନ୍ନ ସ୍ଥାନକୁ ମୋ ବସ୍ ସେବା ଯୋଗାଇ ଦିଆଯିବା ଫଳରେ ସେମାନେ ରୋଜଗାର ହରାଇବାକୁ ବସିଲେଣି। ଯାତ୍ରୀମାନେ ମୋ ବସ୍କୁ ଅଧିକ ପସନ୍ଦ…
ପ୍ରାଣୀଧନ ନିରୀକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ଦୁଇ ଗୁରୁତର
ଆନନ୍ଦପୁର,୨୬ା୭(ସନ୍ତୋଷ ରାଉତ): ପ୍ରାଣୀଧନ ନୀରିକ୍ଷକଙ୍କ ଉନ୍ମତ୍ତ କାଣ୍ଡରେ ଦୁଇ ଜଣ ଗୁରୁତର ହୋଇ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସମ୍ପୃକ୍ତ ପ୍ରାଣୀଧନ ନିରୀକ୍ଷକ ଅପରେଶନ ବ୍ଲେଡରେ ଜଣଙ୍କ ବେକକୁ କାଟିଥିବା ବେଳେ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକଙ୍କ ପେଟରେ…
ବଜ୍ରପାତରେ ଚାଲିଗଲା ୩ ଗୋରୁଙ୍କ ଜୀବନ
ରାଇରଙ୍ଗପୁର,୨୬ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅଁଳାଯୋଡ଼ି ପଞ୍ଚାୟତ ତିଖିଆ ଗ୍ରାମରେ ବଜ୍ରପାତ ହୋଇ ୨ଟି ଗାଈ ଏବଂ ଗୋଟିଏ ବଳଦର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ଉକ୍ତ ତିଖିଆ ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ଘର ନିକଟସ୍ଥ ବାଉଁଶବୁଦା ପାର୍ଶ୍ୱରେ…
କେନ୍ଦୁଝର ଜିଲାର ୩ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ‘ଏନ୍କ୍ୟୁଏଏସ୍ ପ୍ରମାଣପତ୍ର’
କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ତିନୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍ସି)କୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉନ୍ନତମାନର ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁଏନ୍କ୍ୟୁଏଏସ୍ (ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ପ୍ରୋଗ୍ରାମ ଅନ୍ତର୍ଗତ…
ଦେଶର ସର୍ବବୃହତ୍ କନ୍ଭେନସନ୍ ସେଣ୍ଟର ଉଦ୍ଘାଟନ କଲେ ମୋଦି
ନୂଆଦିଲ୍ଲୀ,୨୬।୭: ଦିଲ୍ଲୀର ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବବୃହତ ଇଣ୍ଡିଆ ଟ୍ରେଡ୍ ପ୍ରମୋଶନ ଅର୍ଗାନାଇଜେସନ୍(ଆଇଟିପିଓ) କମ୍ପ୍ଲେକ୍ସକୁ ବୁଧବାର ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କନ୍ଭେନସନ୍ ସେଣ୍ଟରକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହି ସେଣ୍ଟରର ନାମ ‘ଭାରତ ମଣ୍ଡପମ’ ରଖାଯାଇଛି।…
ରାସ୍ତାପାର୍ଶ୍ୱରେ ଲାଗିଲା ମାଓବାଦୀ ପୋଷ୍ଟର: ଠିକାଦାର, ଜନପ୍ରତିନିଧିଙ୍କୁ ଟାର୍ଗେଟ୍
ପାଇକମାଳ,୨୬ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନର ବ୍ୟବଧାନ ପରେ ପୁଣି ସେମାନଙ୍କ ସ୍ଥିତି ଜାହିର୍ କରିଛନ୍ତି । ବୁଧବାର ସକାଳୁ ଜାମସେଠ ଗ୍ରାମର ବସଷ୍ଟାଣ୍ଡ ନିକଟ ବୁଲାଣି ରାସ୍ତା ପାର୍ଶ୍ୱରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି।…
ନ୍ୟାୟ ଦାବିରେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ
ବେଗୁନିଆପଡ଼ା,୨୬ା୭(ସୁଶାନ୍ତ କୁମାର ପଟ୍ଟନାୟକ): ପ୍ରେମ କରି ବାହା ହୋଇଥିଲେ। ଏବେ ହାତ ଛାଡ଼ିଦେଲେ। ପ୍ରେମ ବିବାହ କରି କିଛି ବର୍ଷ ଏକାଠି ରହିବା ପରେ ଏବେ ସ୍ତ୍ରୀଙ୍କ ହାତ ଛାଡ଼ି ଦେଇଛନ୍ତି ସ୍ବାମୀ। ଗଞ୍ଜାମ ଜିଲା ବେଗୁନିଆପଡ଼ା ବାଲିସାହିରେ ଜଣେ ମହିଳା…
ତିନି ସପ୍ତାହ ମଧ୍ୟରେ ପଦରୁ ଇସ୍ତଫା କାମ୍ବୋଡିଆ ପ୍ରଧାନମନ୍ତ୍ରୀ
କାମ୍ବୋଡିଆ,୨୬।୭: ଦୀର୍ଘ ଦିନ ହେବ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ରହିଆସିଥିବା ହୁନ ସେନ ତିନି ସପ୍ତାହ ମଧ୍ୟରେ ନିଜ ପଦରୁ ଇସ୍ତଫା ଦେବେ ବୁଧବାର ଘୋଷଣା କରିଛନ୍ତି। ସେ ନିଜ ପଦ ବଡ଼ ପୁଅ ହାତକୁ ହସ୍ତାନ୍ତର କରିବେ। ରବିବାର ଅନୁଷ୍ଠିତ ନିର୍ବାଚନରେ…
Archives


