Home

ଗୋଟିଏ ଦଳ ଏକଚ୍ଛତ୍ରବାଦ ଶାସନ ଚଳାଇଛି: ଅଧୀର

ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନ ତଥା ପୁରୁଣା ସଂସଦ ଭବନରେ ଶେଷ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହୁଇଲ୍‌ ଚେୟାରରେ ରାଜ୍ୟ ସଭାରେ ଯୋଗ ଦେଇଥିଲେ। ୯୦ ବର୍ଷୀୟ ନେତା ଚୁପ୍‌ଚାପ୍‌ ୧ ଘଣ୍ଟା ବସିରହି ସଂସଦୀୟ ଗଣତନ୍ତ୍ରର ୭୫…

ଆଜିଠୁ ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଅଧିବେଶନ

ନୂଆଦିଲ୍ଲୀ,୧୯ା୯: ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ମଙ୍ଗଳବାର ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଆରମ୍ଭ ହେବ। ନୂଆ ଚାମ୍ବରରେ ସଂଗଠିତ ବିଶୃଙ୍ଖଳା ଏବଂ ପ୍ଲାକାର୍ଡ ଦେଖାଇବାରୁ ଦୂରେଇ ରହିବାକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି।…

ମଣିପୁରରେ ଏକତା ପାଇଁ ଆମେରିକାରେ ରାଲି

ଓ୍ବାଶିଂଟନ,୧୯।୯: ମଣିପୁରରେ ଦୀର୍ଘ ୪ମାସରୁ ଊର୍ଦ୍ଧ୍ୱ ସମୟ ହେଲା ହିଂସା ଜାରି ରହିଛି। ଏଭଳି ସ୍ଥିତିରେ ରାଜ୍ୟରେ ଏକତା ଆଣିବା ପାଇଁ ଆମେରିକାରେ ରାଲି ଅନୁଷ୍ଠିତ ହୋଇଛି। ସେଠାରେ ରହୁଥିବା ଜୋ ସମ୍ପ୍ରଦାୟ ଭାରତୀୟ ଦୂତାବାସ ଆଗରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି।…

ଯୌନ ସମ୍ପର୍କ ପାଇଁ ଜୀବନସାଥୀ ମନା କରିବା ନିଷ୍ଠୁରତା: ହାଇକୋର୍ଟ

ନୂଆଦିଲ୍ଲୀ,୧୯ା୯: ଜୀବନସାଥୀ ଯଦି ଉଦ୍ଦେଶ୍ୟମୂଳକ ଭାବେ ଯୌନ ସମ୍ପର୍କ ରଖିବାକୁ ମନା କରନ୍ତି, ତେବେ ଏହାକୁ ନିଷ୍ଠୁରତା ବିବେଚନା କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ମାତ୍ର ୩୫ ଦିନ ବୈବାହିକ ଜୀବନ ବିତାଇଥିବା ଏବଂ ବିବାହର ସ୍ବାଦ ଚାଖି ନ…

ଖଲିସ୍ତାନୀ ନେତାଙ୍କୁ ହତ୍ୟା ମାମଲାରେ ଥାଇପାରେ ଭାରତର ହାତ: କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୯।୯: କାନାଡା ଏବଂ ଭାରତ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି। କାନାଡା ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଏହି ବହିଷ୍କାର ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାର ହତ୍ୟା ମାମଲାର ତଦନ୍ତ ସହ ଜଡିତ ରହିଛି। କାନାଡା ସରକାର…

ତାମିଲନାଡୁରେ ଭାଜପା ହାତ ଛାଡ଼ିଲା ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୯ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡିଏମ୍‌କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ତାମିଲନାଡୁ ଭାଜପା ସଭାପତି ଆନ୍ନାମଲାଇଙ୍କୁ ଏଥିପାଇଁ ଏଆଇଏଡିଏମ୍‌କେ ଦାୟୀ…

ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ଅଶ୍ୱିନ ସାମିଲ

ନୂଆଦିଲ୍ଲୀ,୧୯ା୯ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି। ଦଳକୁ ଭେଟେରାନ୍‌ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପ୍ରତ୍ୟାବର୍ତ୍ତନ…

ଗୋଟିଏ ସାମ୍ବିଧାନିକ ଧର୍ମ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୯ା୯: ସାରା ଦେଶରେ ଗୋଟିଏ ‘ସାମ୍ବିଧାନିକ ଧର୍ମ’ ପ୍ରଚଳନ ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ନିଜ ଧର୍ମ ବିଶ୍ୱାସରୁ ଲୋକଙ୍କୁ ଦୂରେଇ ରଖିପାରିବ କି ବୋଲି ସର୍ବୋଚ୍ଚ ଅଦାଲତ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ। ଏଭଳି ପିଟିଶନ…

ତଥ୍ୟ ସଂଗ୍ରହ କଲା ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୧୯ା୯: ଭାରତର ପ୍ରଥମ ସୌର ଅଭିଯାନରେ ଯାଇଥିବା ମହାକାଶ ଯାନ ଆଦିତ୍ୟ-ଏଲ୍‌୧ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛି। ଏହା ପୃଥିବୀ ଚତୁଃପାର୍ଶ୍ୱରେ ଥିବା କଣିକାଗୁଡ଼ିକର ଗୁଣ ସମ୍ପର୍କରେ ଅନୁଶୀଳନ କରିବାରେ ବୈଜ୍ଞାନିକମାନଙ୍କୁ ସହାୟକ ହେବ ବୋଲି ଇସ୍ରୋ କହିଛି। ଆଦିତ୍ୟ-ଏଲ୍‌୧ରେ…

ବାଘଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ କ୍ୟାମେରା

ନାଗପୁର,୧୯।୯: ବାଘର ଗତିବଧି ସମ୍ପର୍କରେ ତ୍ୱରିତ ସୂଚନା ଦେବା ଲାଗି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ୟାମେରା ବିକଶିତ ହୋଇଛି। ଏହି ଟେକ୍ନୋଲଜିକୁ ଟ୍ରାଏଲ୍‌ଗାର୍ଡ ଏଆଇ କମ୍ପାନୀ ପକ୍ଷରୁ ବିକଶିତ କରାଯାଇଛି। ଏହି ଏଆଇ କ୍ୟାମେରା ବାଘଙ୍କୁ ଖୋଜି ବାହାର କରିବା…

ତାଇଓ୍ବାନ୍‌କୁ ୧୦୩ ଯୁଦ୍ଧ ବିମାନ ପଠାଇଲା ଚାଇନା

ତାଇପେଇ,୧୯ା୯: ଚାଇନା ସୈନ୍ୟବାହିନୀ ୨୪ ଘଣ୍ଟା ମଧ୍ୟରେ ତାଇଓ୍ବାନ୍‌କୁ ୧୦୩ ଯୁଦ୍ଧବିମାନ ପଠାଇ ଭୟର ବାତାବରଣ ସୃଷ୍ଟି କରିଥିବା ତାଇପେଇ ପକ୍ଷରୁ କୁହାଯାଇଛି। ରବିବାର ସକାଳ ୬ରୁ ସୋମବାର ସକାଳ ୬ ମଧ୍ୟରେ ଏହି ବିମାନଗୁଡ଼ିକୁ ଦେଖିବାକୁ ମିଳିଥିଲା ବୋଲି ତାଇଓ୍ବାନ…

୨୦୨୪ ପରେ ଦେଶରେ ହୋଇ ନ ପାରେ କୌଣସି ନିର୍ବାଚନ: ମନୋଜ ଝା

ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏମ୍‌ପି ମନୋଜ ଝା ଏକ ବଡ଼ ଦାବି କରିଛନ୍ତି। ୨୦୨୪ ପରେ ଦେଶରେ କୌଣସି ନିର୍ବାଚନ ହେବ ନାହିଁ ବୋଲି ମନୋଜ ସମ୍ଭାବନା ପ୍ରକାଶ କରିଛନ୍ତି। ସେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?