Home

ଯୁଦ୍ଧମ ଦେହି ଡାକରା ଦେଲେ ମାଓବାଦୀ

ମ.ରାମପୁର,୨୬ା୭(ଶଶିଭୂଷଣ ପ୍ରହରାଜ): ଦିନକୁ ଦିନ କଳାହାଣ୍ଡି ଜିଲା ମ. ରାମପୁର ଅଞ୍ଚଳରେ ମାଓବାଦୀ କାର୍ଯକଳାପ ବଢ଼ିଚାଲିଛି। ଏବେ ଖୋଲାଖୋଲି ମାଓବାଦୀ ଯୁଦ୍ଧମ ଦେହି ଡାକରା ଦେଇଛନ୍ତି। ଉଚ୍ଚ ବର୍ଗଙ୍କ ବିରୋଧରେ ଯୁଦ୍ଧ ପାଇଁ ସ୍ବଳ୍ପ ସଂଖ୍ୟକ ବର୍ଗଙ୍କୁ ମତାଉଛନ୍ତି। ମ. ରାମପୁର…

କୋଇଲା ବ୍ଲକ୍‌ ମାମଲାରେ ୪ବର୍ଷ ପାଇଁ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ଏମପି ବିଜୟ ଦର୍ଦା

ନୂଆଦିଲ୍ଲୀ,୨୬।୭: ଛତିଶଗଡରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଦାଙ୍କୁ ଚାରି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ପୁଅ ଦେବେନ୍ଦର ଦର୍ଦା ଏବଂ ଜେଏଲଡି ୟବତମାଲ ଏନର୍ଜି ପ୍ରାଇଭେଟ୍‌…

ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ଡେପୁଟି ଇନ୍ସପେକ୍ଟର

କୋରାପୁଟ,୨୬ା୭(ଅମିତାଭ ବେହେରା): କୋରାପୁଟ ପୋଲିସ ମୁଖ୍ୟାଳୟରେ ଡେପୁଟି ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ ବୁଧବାର ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ନିଜ ବନ୍ଧୁକର ଗୁଳି ଶ୍ରୀ ବିଶ୍ୱାଳଙ୍କ ବେକରେ…

ଅନାସ୍ଥା ପ୍ରସ୍ତାବ କ’ଣ? ଭାରତ ଇତିହାସରେ ଆସିଛି ୨୭ଟି ଅନାସ୍ଥା ପ୍ରସ୍ତାବ, ସବୁଠାରୁ ଅଧିକ ସାମ୍ନା କରିଛନ୍ତି ଇନ୍ଦିରା ଗାନ୍ଧୀ

ନୂଆଦିଲ୍ଲୀ,୨୬।୭: ମଣିପୁର ଯୌନ ହିଂସାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏନେଇ ଆଜିକୁ ୬ଦିନ ଧରି ସଂସଦରେ ଅଚଳାବସ୍ଥା ଜାରି ରହିଛି। ଅଚଳାବସ୍ଥା ଯୋଗୁ ଗୃହ କାର୍ଯ୍ୟ ବଳି ପଡୁଛି। ପ୍ରତିଥର ଦୁଇ ଗୃହ ମୁଲତବୀ ପରେ…

ଥଇଥାନ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ଦୁଇ ପରିବାର

ଭଦ୍ରକ,୨୬ା୭(ସନାତନ ରାଉତ): ଭଦ୍ରକ ଜିଲାପାଳ ଅଫିସ ସମ୍ମୁଖରେ ବୁଧବାର ଥଇଥାନ ଦାବିରେ ୨ ପରିବାର ସଦସ୍ୟ ଧାରଣାରେ ବସିଛନ୍ତି। ଚାନ୍ଦବାଲି ତହସିଲ ଦୋଷୀଙ୍ଗା ମୌଜା ପ୍ରଦ୍ୟୁତନଗରରେ ଦୀର୍ଘବର୍ଷ ଧରି ରହି ଆସିଥିବା ଶୁଭେନ୍ଦୁ ଦଳେଇ ଓ ସୁଶାନ୍ତ ଦଳେଇ ଦୁଇ ପରିବାରକୁ…

ଅଣ-ବାସୁମତୀ ଚାଉଳ ରପ୍ତାନୀ ବନ୍ଦ କଲା ଭାରତ: ଆମେରିକା ସୁପର ମାର୍କେଟରେ ଲମ୍ବାଲାଇନ…

ଓ୍ବାଶିଂଟନ,୨୬।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତୀ ଚାଉଳ ବ୍ୟତୀତ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ପାର୍ବଣ ଋତୁରେ…

ସିକନ୍ଦର ରଜାଙ୍କ ରୋମାଞ୍ଚକର ଇନିଂସ: ୬ ଛକା-୫ ଚୌକା…

ହରାରେ,୨୬।୭ : ଜିମ୍ବାୱେ ଆଫ୍ରୋ ଟି ୧୦ ଲିଗ ହରାରେ ଖେଳାଯାଉଛି। ଲିଗର ଦ୍ୱାଦଶ ମ୍ୟାଚ ବୁଲାୱାୟୋ ବ୍ରାଭସ ଏବଂ ହରାରେ ହରିକାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବୁଲାୱାୟୋ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା। ଜିମ୍ବାୱେର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ…

୧୪୬ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଶକିଲ କଲେ ବଡ଼ କାରନାମା

କଲମ୍ବୋ,୨୬।୭: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସାଉଦ ଶକିଲ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ଶକିଲ ବର୍ତ୍ତମାନ ପ୍ରଥମ କ୍ରିକେଟର…

୬ ମାସରେ ୧୮୦୦ରୁ ଅଧିକ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୪୬୦୦ ଟପିଛି: ପଶ୍ଚିମ ଆଫ୍ରିକାରେ ଆତଙ୍କବାଦ ସ୍ଥିତି ନେଇ ଜାତିସଂଘର ଚିନ୍ତା…

ଜେନେଭା,୨୬।୭ : ପଶ୍ଚିମ ଆଫ୍ରିକାରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ୧୮୦୦ ରୁ ଅଧିକ ଆତଙ୍କବାଦୀ ଆକ୍ରମଣ ରେକର୍ଡ କରାଯାଇଛି। ଯେଉଁଥିରେ ଲୋକଙ୍କର ମୃତ୍ୟୁ ସଂଖ୍ୟା ୪୬୦୦ ଟପିଛି। ଏନେଇ ଜଣେ ବରିଷ୍ଠ ଆଞ୍ଚଳିକ ଅଧିକାରୀ ଏହି ସୂଚନା ଦେଇଛନ୍ତି।…

ଏନ୍‌ଡିଏରେ କେବଳ ୩ ମଜଭୁତ ପାର୍ଟି ରହିଛି; ଇଡି, ସିବିଆଇ, ଆଇଟି: ଉଦ୍ଧବ ଠାକରେ

ପୁଣେ,୨୬।୭: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ କେବଳ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଭଳି ତିନିଟି…

ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏଏସ୍‌ଆଇ

ମାଧପୁର,୨୬ା୭(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନାର ଏଏସ୍‌ଆଇ ନବୀନ କୁମାର ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, କିଆକଟା ଥାନା କନ୍ଧପଡ଼ା ପଞ୍ଚାୟତ ଅଧୀନ ବେଲାଦୁଲା ଗ୍ରାମର ପଞ୍ଚାନନ…

ରାଜ୍ୟ ସଭାରେ ରାଗିଗଲେ ସ୍ମୃତି ଇରାନୀ, ବିରୋଧୀଙ୍କୁ ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫।୭: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ବୁଧବାର ମଧ୍ୟ ଜାରି ରହିଛି। ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ ଦେଇଛନ୍ତ। ଏହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri