ଏହି ୪ ନାମର ଯୁବତୀ ଶାଶୁଘର ଲୋକଙ୍କ ପାଇଁ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ହିନ୍ଦୁ ଧର୍ମରେ ଅଧିକାଂଶ ଲୋକଙ୍କ ନାମ ତାଙ୍କର ଜନ୍ମରାଶି ଅନୁସାରେ ରଖାଯାଇଥାଏ। କାରଣଟି ହେଲା ରାଶି ଆଧାରରେ ରଖାଯାଇଥିବା ନାମର ପ୍ରଭାବ ଅଧିକ। କୁହାଯାଏ ନାମର ପ୍ରଥମ ଅକ୍ଷର ଆମ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଏଥିଲାଗି ନା ରଖିବା ସମୟରେ ବିଶେଷ ଧ୍ୟାନ ଦିଆଯାଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଅକ୍ଷର ବିଷୟରେ କହିବୁ ଯେଉଁଥିରେ ନାଁ ଆରମ୍ଭ ହୋଇଥିବା ଯୁବତୀମାନେ ଶାଶୁଘର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଜାଣିରଖନ୍ତୁ:

-ବି ଅକ୍ଷରରୁ ଆରମ୍ଭ ହୋଇଥିବା ନାମ: ଯେଉଁ ଯୁବତୀଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଏମାନେ ଯେଉଁ ଘରେ ପାଦ ରଖନ୍ତି ସେହି ଘରେ କୌଣସି ଜିନିଷର ଅଭାବ ନ ଥାଏ। ଏମାନେ ବହୁତ ପାରିବାରିକ ହୋଇଥାନ୍ତି। ନିଜ ଘର ତଥା ପରିବାରଲୋକଙ୍କୁ ଖୁସି କରିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି।

-ଇ ଅକ୍ଷରରେ ଆରମ୍ଭ ହୋଇଥିବା ନାମ: ଯେଉଁ ଯୁବତୀଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଏମାନେ ସର୍ବଦା ପରିବାରକୁ ସାଙ୍ଗରେ ନେଇ ଚାଲିଥାନ୍ତି। ସେମାନଙ୍କୁ ଖୁସିରେ ରଖିବାକୁ ସମସ୍ତ ପ୍ରଚେଷ୍ଟା କରିଥାନ୍ତି। କୁହାଯାଏ ଯେଉଁ ଯୁବକଙ୍କ ସହ ଏମାନଙ୍କର ବିବାହ ହୋଇଥାଏ ସେମାନଙ୍କ ଭାଗ୍ୟ ଚମକେ।

-ଏଲ୍‌ ଅକ୍ଷରରୁ ଆରମ୍ଭ ହୋଇଥିବା ନାମ: ଯେଉଁ ଯୁବତୀଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି। ବହୁତ ବଡ଼ଲୋକ ଘରେ ଏମାନଙ୍କର ବିବାହ ହୋଇଥାଏ। ଏମାନେ ନିଜର ବ୍ୟବହାରରେ ସମସ୍ତଙ୍କ ହୃଦୟ ଜିତିଥାନ୍ତି। ଶାଶୁଘର ଲୋକଙ୍କ ପାଇଁ ଏମାନେ ଲକ୍ଷ୍ମୀ ସ୍ବରୂପ ଥାନ୍ତି।

-କେ ଅକ୍ଷରରୁ ଆରମ୍ଭ ହୋଇଥିବା ନାମ: ଯେଉଁ ଯୁବତୀଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ ବିଶେଷ କୃପା ଥାଏ। ସେ ନିଜର ଶାଶୁଘରକୁ ଧନଧାନ୍ୟରେ ପୂର୍ଣ୍ଣ କରିଦେଇଥାନ୍ତି।  ସମସ୍ତଙ୍କୁ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି। କୁହାଯାଏ ଯେଉଁ ଯୁବତୀଙ୍କ ସହ ଏହି ଯୁବତୀଙ୍କ ବିବାହ ହୁଏ ସେ ତାଙ୍କ ପାଇଁ ଭାଗ୍ୟଶାଳୀ ପାଲଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri