Posted inଜାତୀୟ

ଏକ ମାସର ଶିଶୁକନ୍ୟାଙ୍କୁ କୋଳରେ ଧରି ଅଫିସରେ କାମ କଲେ ଦେଶର ସର୍ବକନିଷ୍ଠ ମେୟର

ଥିରୁଭାନନ୍ତପୁରମ୍‌,୧୮।୯: ଦେଶର ସର୍ବ କନିଷ୍ଠ ମେୟର ଭାବରେ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ଥିରୁବନନ୍ତପୁରମ ମେୟର ଆର୍ଯ୍ୟା ରାଜେନ୍ଦ୍ରନ ଏକ ମାସର ଶିଶୁକନ୍ୟା ସହିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଆର୍ଯ୍ୟା ତାଙ୍କ ଶିଶୁଙ୍କୁ ଧରି ଫାଇଲଗୁଡ଼ିକୁ ସମୀକ୍ଷା କରୁଥିବା ଦେଖଦେଇଛି। ଏହି ଫଟୋ ଭାଇରାଲ ପରେ ତାଙ୍କୁ ପ୍ରଶଂସା କରାଯାଉଛି।
୨୪ ବର୍ଷୀୟା ଆର୍ଯ୍ୟା ରାଜେନ୍ଦ୍ରନ ଦେଶର ସର୍ବ କନିଷ୍ଠ ମେୟର ଭାବରେ ୨୦୨୦ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେତେବେଳକୁ ତାଙ୍କୁ ୨୧ ବର୍ଷ ହୋଇଥିଲା। ସେ କେରଳ ବିଧାନସଭାର ସର୍ବ କନିଷ୍ଠ ବିଧାୟକ ସିପିଆଇ (ଏମ) ବିଧାୟକ ସଚିନ ଦେବଙ୍କୁ ବିବାହ କରିଛନ୍ତି। ଅଗଷ୍ଟ ୧୦ରେ ଏହି ଦମ୍ପତି ପ୍ରଥମ ଶିଶୁ କନ୍ୟାକୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୂତାଣୁର ମୂଳ ଖୋଜାଯାଉ

ନୂଆଦିଲ୍ଲୀ,୧୯ା୫(ପି.ଟି.): ପ୍ରାଣଘାତୀ କରୋନା ଭୂତାଣୁର ମୂଳ ଖୋଜି ବାହାର କରିବା ସହ ଏହି ସଙ୍କଟର ମୁକାବିଲା ଲାଗି ବିଶ୍ୱସ୍ତରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ନିରପେକ୍ଷ ତଥା ବିସ୍ତୃତ...

ବିହାରରେ ଚାଲିଛି ଚୋରା ମଦ ବେପାର: ନୀତିଶଙ୍କୁ ସବୁ ଜଣା ବୋଲି ଅଭିଯୋଗ କଲେ ଚିରାଗ

ପାଟନା, ୨୪।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚିରାଗ କହିଛନ୍ତି...

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚିରାଗ: କହିଲେ ଦଳ ମା’ ପରି…

ପାଟନା,୧୫।୬: କରୋନା ସଂକ୍ରମଣ ପରେ ଏବେ ବିହାର ରାଜନୀତି ପୁରା ସରଗରମ ରହିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଏହାପରେ...

ଇମ୍ଫାଲର ପଶ୍ଚିମ ଜିଲାରେ ବୋମା ଆକ୍ରମଣ

ଇମ୍ଫାଲ,୧୩।୯: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅଜ୍ଞାତ ବନ୍ଧୁକଧାରୀମାନେ କାଙ୍ଗପୋକପି ଜିଲାର ଆଦିବାସୀ ସମ୍ପ୍ରଦାୟର ତିନି ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର...

୩ ନମ୍ବର ଜେଲକୁ ଦୋଷୀ ସ୍ଥାନାନ୍ତର: ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୭।୧(ପି.ଟି.):ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍‌ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍‌କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ...

ନୂଆ ଗାଇଡ୍‌ଲାଇନ ସହ ରାଜଧାନୀରେ ଖୋଲିବ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ,୩୦ ।୮: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୧ ବର୍ଷ ହେବ ସମସ୍ତ ଶିକ୍ଷାନୁଷ୍ଠାନ ଏକ ପ୍ରକାର ବନ୍ଦ ରହିଛି କହିଲେ ଚଳେ ।...

ପଶ୍ଚିମବଙ୍ଗ ରାମନବମୀ ହିଂସାର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୨୫ା୭: ପଶ୍ଚିମବଙ୍ଗ ରାମନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରିବାକୁ କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ସୋମବାର ଉକ୍ତ...

ଫରେନ୍ସିକ୍‌ ତଦନ୍ତ ବାଧ୍ୟତାମୂଳକ ହେବ

ଗାନ୍ଧୀନଗର,୨୯ା୮: ଯେଉଁ ଅପରାଧ ଘଟାଇଲେ ଦୋଷୀଙ୍କୁ ୬ ବର୍ଷରୁ ଅଧିକ ଅବଧିର ଦଣ୍ଡ ଦିଆଯାଇଥାଏ, ତାହାର ତଦନ୍ତରେ ଫରେନ୍ସିକ୍‌ ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। କେନ୍ଦ୍ର ସରକାର...

Advertisement
Archives

Model This Week