ବିମାନ ଯାତ୍ରା ବାଧାପ୍ରାପ୍ତ
ଲଣ୍ଡନ,୨୯ା୮: ବ୍ରିଟେନ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ବୈଷୟିକ ସମସ୍ୟା ଦେଖାଦେବାରୁ ସୋମବାର ଶତାଧିକ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ବ୍ରିଟେନର ନ୍ୟାଶନାଲ ଏୟାର ଟ୍ରାଫିକ୍ ସର୍ଭିସ (ଏନ୍ଏଟିଏସ୍) ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି। ସୁରକ୍ଷା ସୁନିଶ୍ଚିତ କରିବା ଲାଗି…
ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା.୨୯।୮: ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍ଏସ୍ସି) ସୂଚନା ଦେଇଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫୧୮ କିଲୋମିଟର ଦୂରରେ…
ପାର୍ଟନରଙ୍କୁ ପ୍ରେସର୍ କୁକରରେ ପିଟି ହତ୍ୟା
ବେଙ୍ଗାଲୁରୁ,୨୯।୮: ଲିଭ୍ ଇନ୍ ରିଲେସନ୍ଶିପ୍ରେ ରହୁଥିବା ଯୁବତୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ସନ୍ଦେହ କରି ପ୍ରେସର୍ କୁକରରେ ପିଟି ହତ୍ୟା କରିଛନ୍ତି ପ୍ରେମିକ। ଶନିବାର ରାତିରେ ଏହି ଘଟଣା ଘଟିଥିଲାବେଳେ ପୋଲିସ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ମୃତ…
ସୁଧୁରୁନି ଚାଇନା: ପୁଣି ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଭାବେ ଦର୍ଶାଇଲା
ବେଜିଂ,୨୯।୮: ଚାଇନା ମାନଚିତ୍ରର ଏକ ନୂତନ ସଂସ୍କରଣ ପ୍ରକାଶ କରିଛି। ଚାଇନା ମାନଚିତ୍ର ପ୍ରକାଶ କରିବା ମାତ୍ରେ ବିବାଦ ଉପୁଜିଥିଲା। ଚାଇନା ଭାରତର ଅରୁଣାଚଳ ପ୍ରଦେଶ, ଅକସାଇ ଚାଇନା, ତାଇୱାନ ଏବଂ ଦକ୍ଷିଣ ଚାଇନା ସାଗରକୁ ନିଜ ଅଞ୍ଚଳରେ ଦେଖାଇଥିଲା। ଏହା…
ୟୁରୋପ ଗସ୍ତରେ ଯିବେ ରାହୁଲ
ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁରୋପର ପାଞ୍ଚ ଦିନିଆ ଯାତ୍ରା କରିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀ ତାଙ୍କର ବିଦେଶ ଗସ୍ତ ସମୟରେ ବେଲଜିୟମରେ ୟୁରୋପୀୟ କମିଶନ ସାଂସଦଙ୍କୁ ଭେଟିବେ। ଏଥି ସହିତ…
ଚନ୍ଦ୍ରୟାନ ମିଶନକୁ ପୂରଣ ହେଲା ୧୦ ଦିନ, ସମୟ ସହ ଦୌଡୁଛନ୍ତି ବୈଜ୍ଞାନିକ
ଅହମଦାବାଦ,୨୯।୮: ସ୍ପେସ ଆପ୍ଲିକେଶନ ସେଣ୍ଟର ଅହମଦାବାଦର ନିର୍ଦ୍ଦେଶକ ନୀଲେଶ ଏମ ଦେଶାଇ କହିଛନ୍ତି ଯେ ଚନ୍ଦୟାନ ମିଶନ ୩ଟି ପାର୍ଟ ରହିଛି। ଯାନର ସପ୍ଟ ଲ୍ୟାଣ୍ଡିଂ, ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମଙ୍କ ଠାରୁ ରୋଭର ପ୍ରଜ୍ଞାନର ଆରମ୍ଭ ଏବଂ ମିଶନରେ ଜଡିତ…
ବିଶ୍ୱକପ ପାଇଁ ପାକିସ୍ତାନର ନୂଆ ଜର୍ସି ଉନ୍ମୋଚିତ
ହାଇଦ୍ରାବାଦ,୨୮।୮: ବିଶ୍ୱକପ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ବିଶ୍ୱକପ ସମୟରେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ନୂଆ ଜର୍ସିରେ ନଜର ଆସିବେ। ଲାହୋରର ଗଦାଫି ଷ୍ଟାଡିୟମରେ ପାକିସ୍ତାନ କ୍ରିକେଟ ଦଳର ନୂଆ ଜର୍ସି…
ମାନବାଧିକାର ଆଇନଜୀବୀ ମଜାରି, ପୂର୍ବତନ ସାଂସଦ ଓ୍ବଜିରଙ୍କୁ ଆଶ୍ୱସ୍ତି
ଇସଲାମାବାଦ,୨୮।୮: ସୋମବାର ପାକିସ୍ତାନର ମାନବାଧିକାର ଆଇନଜୀବୀ ଇମାନ ମଜାରୀ ଏବଂ ପୂର୍ବତନ ସାଂସଦ ଅଲି ୱଜିରଙ୍କୁ ଇସଲାମାବାଦ ଆତଙ୍କବାଦ ନିରୋଧୀ କୋର୍ଟ ଏକ ଦେଶଦ୍ରୋହ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସଲାମାବାଦର ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି)…
ଇଂଲଣ୍ଡରେ ଭାରତୀୟ ମୂଳ ବାସିନ୍ଦା ଡେଲିଭରି ଡ୍ରାଇଭରଙ୍କ ମୃତ୍ୟୁ, ହତ୍ୟା ସନ୍ଦେହରେ ୪ ଗିରଫ
ଲଣ୍ଡନ,୨୮।୮: ପଶ୍ଚିମ ଇଂଲଣ୍ଡର ଶୃସ୍ବରୀରେ ଜଣେ ୨୩ ବର୍ଷିୟ ଭାରତୀୟ ମୂଳ ବାସିନ୍ଦା ଡେଲିଭରି ଡ୍ରାଇଭରଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମ ଇଂଲଣ୍ଡର ଶୃସ୍ବରୀରେ ହୋଇଥିବା ଆକ୍ରମଣ ପରେ ୨୩ ବର୍ଷ ବୟସ୍କା ଭାରତୀୟ ଡେଲିଭରି ଡ୍ରାଇଭରଙ୍କୁ…
ସ୍ବର୍ଣ୍ଣ ଜିତିବା ପରେ ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ନୀରଜ ଚ୍ରୋପା
ବୁଦାପେଷ୍ଟ,୨୮।୮: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା ତ୍ରିରଙ୍ଗାକୁ ସମ୍ମାନ ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବୁଦାପେଷ୍ଟରେ ଆୟୋଜିତ ଇଭେଣ୍ଟରେ ନୀରଜ ଚୋପ୍ରା ୮୮.୧୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ…
ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍୧କୁ ନେଇ ବଡ଼ ଘୋଷଣା କଲା ଇସ୍ରୋ
ନୂଆଦିଲ୍ଲୀ,୨୮।୮: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟ ଅଭିଯାନ ଆରମ୍ଭ ଲାଗି ଜୋର୍ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍ ଯୋଗେ କୁହାଯାଇଛି ଯେ, ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଆଦିତ୍ୟ-ଏଲ୍୧…
ବଡ ଚାନ୍ସ ମିସ କଲେ ସଲମାନ!
ମୁମ୍ବାଇ: ୧୯୮୦ରେ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଥିବା ବଲିଉଡ ନାୟିକା ସଙ୍ଗିତା ବିଜଲାନି ନିଜର ଦମଦାର ଆକ୍ଟିଂ ଓ ଗ୍ଲାମରସ ଅନ୍ଦାଜକୁ ନେଇ ବେଶ ପରିଚିତ। ସେ ୧୯୮୭ରେ ଆଦିତ୍ୟ ପାଞ୍ଚୋଲିଙ୍କ ସହ ଫିଲ୍ମ କାତିଲ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ।…
Archives


