ଡିସେମ୍ବର ସୁଦ୍ଧା ସମଗ୍ର ଭାରତରେ ପହଞ୍ଚିବ ୫ଜି ସେବା: ମୁକେଶ ଅମ୍ବାନୀ
ମୁମ୍ବାଇ,୨୮।୮: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୬ତମ ଏଜିଏମ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା ୫ଜି ସେବା ସମଗ୍ର ଭାରତରେ ପହଞ୍ଚିବ ମୁକେଶ ଅମ୍ବାନୀ କହିଛନ୍ତି। ଜିଓର ଗ୍ରାହକଙ୍କ ସଂଖ୍ୟା ୪୫ କୋଟିରୁ ଅଧିକ। ଭାରତରେ ଦ୍ରୁତତମ ୫ଜି…
ଦୁନିଆର ସବୁଠୁ ଦାମୀ କାର୍, ଦାମ୍ ଜାଣିଲେ…
ଯେତେବେଳେ ବି ଜଣେ ବ୍ୟକ୍ତି କାର୍ କିଣିବାକୁ ଯାଆନ୍ତି, ସେ ଅନେକ କଥା ପ୍ରତି ଧ୍ୟାନ ଦିଅନ୍ତି। ସର୍ବପ୍ରଥମେ ଜଣେ ସାଧାରଣ ବ୍ୟକ୍ତି କାରର ମାଇଲେଜକୁ ଗୁରୁତ୍ୱ ଦିଅନ୍ତି। କାର୍ ଦ୍ୱାରା ବ୍ୟବହାର ହେଉଥିବା ଇନ୍ଧନର ପରିମାଣ ଏହାର ସବୁଠାରୁ ବଡ଼…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରୁ ଇସ୍ତଫା ଦେଲେ ନୀତା ଅମ୍ବାନୀ
ମୁମ୍ବାଇ,୨୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ତମ ଏଜିଏମ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ନୀତା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରୁ ଇସ୍ତଫା ଦେଇଛନ୍ତି। ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ବୋର୍ଡ ସୁପାରିଶ…
ଏଲନ ମସ୍କଙ୍କୁ ନିଜର ପରାମର୍ଶଦାତା କରିବାକୁ ଚାହାଁନ୍ତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରାମାସ୍ବାମୀ
ଓ୍ବାଶିଂଟନ,୨୮।୮: ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀଭାବେ ଭାରତୀୟ ମୂଳ ବାସିନ୍ଦା ବିବେକ ରାମାସ୍ବାମୀ ନିଜର ମଜଭୁତ ଦାବିଦାର ଉପସ୍ଥାପନ କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ରରେ ରାମାସ୍ବାମୀ ତାଙ୍କ ଭାଷଣ…
ମହାନଗରର ଗରିବ ପାଇଲେ ଭୂମି ଅଧିକାର, ୬୫ ହଜାର ପରିବାରକୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୮(ଅସମାପିକା ସାହୁ): ଆପଣମାନେ ଖୁସି ତ? ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନରେ ଆନନ୍ଦ, ଉଲ୍ଲାସ, କରତାଳି ଓ ହୁଳହୁଳିରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ। ସୋମବାର କଳିଙ୍ଗ ଷ୍ଟାଡିୟମରେ…
ଜେଲ୍ରେ ଇମ୍ରାନଙ୍କୁ ମିଳୁଛି ଏସବୁ ସୁବିଧା
ଇସଲାମାବାଦ,୨୮ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଅଟକ ଜେଲରେ ରହିଛନ୍ତି। ଜେଲ୍ ନିୟମ ଅନୁଯାୟୀ ତାଙ୍କୁ ଶଯ୍ୟା, ତକିଆ, ଗଦି ଏବଂ ଏୟାର କୁଲର ଦିଆଯାଇଛି। ଏହା ସହିତ ତାଙ୍କୁ ଜଣେ ପ୍ରଶଂସକ, ନମାଜ ପାଇଁ କୋଠରୀ, ମହୁ,…
ଶିବଶକ୍ତି ପଏଣ୍ଟ ନିକଟରେ ଘୂରୁଛି ପ୍ରଜ୍ଞାନ ରୋଭର
ବେଙ୍ଗାଲୁରୁ,୨୮।୮: ଚନ୍ଦ୍ରୟାନ-୩ର ସଫଳତା ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ର ସମ୍ପର୍କିତ ସୂଚନା ଏକତ୍ର କରି ଲଗାତାର ଭାବେ ଇସ୍ରୋ ବୈଜ୍ଞାନିକଙ୍କ ନିକଟକୁ ପଠାଉଛନ୍ତି। ଆଉ ସେହି ସବୁ ତଥ୍ୟକୁ ଇସ୍ରୋ ସାରା ବିଶ୍ୱବାସୀଙ୍କୁ ଜଣାଉଛି। ଅଗଷ୍ଟ ୨୩…
ଗୀତ ମାଧ୍ୟମରେ ସରକାରଙ୍କ ନିକଟରେ ଗୁହାରି କଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ
କଳିଙ୍ଗନଗର,୨୮ା୮(ଶୁଭାଶିଷ ରାଉତ): ୫-ଟି ସଚିବ ଭିକେ ପାଣ୍ଡିଆନ ମଙ୍ଗଳବାର ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ପୂର୍ବରୁ ଗୀତ ମାଧ୍ୟମରେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ରଗଡ଼ି ଅଞ୍ଚଳର ଦିବ୍ୟାଙ୍ଗ ପ୍ରଫୁଲ…
ଟମାଟୋ କିଲୋ ୨୦ ଟଙ୍କା
ବେଙ୍ଗାଲୁରୁ,୨୮।୮: ସାରା ଦେଶରେ ଟମାଟୋ ଦାମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହା ରୋଷେଇ ଘରୁ ଯେମିତି ଉଭାନ ହୋଇ ଯାଇଥିଲା। ଏବେ କିନ୍ତୁ ଏହାର ଦାମ କମ ହୋଇଯାଇଛି। କିଛି ସପ୍ତାହ ପୂର୍ବରୁ ବଜାରରେ ଟମାଟୋ ଦାମ ୧୪୦ ଟଙ୍କାରୁ…
‘ରୋଜଗାର ଦେବା ଆମର ସବୁଠୁ ବଡ଼ ପ୍ରାଥମିକତା’
ନୂଆଦିଲ୍ଲୀ,୨୮ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ଏହି ଅମୃତବେଳାରେ ଦେଶର ସ୍ବାଧୀନତା…
ନାଲ୍କୋରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଦେବଗଡ଼,୨୮ା୮(ଶେଖର ଝାଙ୍କର): ନାଲ୍କୋରେ ଚାକିରି ଦେବାକୁ କହି ଜଣେ ଦୁର୍ବୃତ୍ତ ଦେବଗଡ଼ ଜିଲା ହଦମୁଣ୍ଡା ଗ୍ରାମର ଜଣେ ଯୁବକଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ…
ଶୋଇବା ସମୟରେ ମୋବାଇଲ ଚାର୍ଜ କରୁଥିଲେ ରୁହନ୍ତୁ ସତର୍କ, ନଚେତ୍…
ଆଜିର ସମୟରେ ମୋବାଇଲ ମାନବ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। କାହା ହାତରେ କିଛି ଥାଉ ନ ଥାଉ ସ୍ମାର୍ଟ ଫୋନ ସମସ୍ତଙ୍କ ପାଖରେ ଅଛି। ଲୋକମାନଙ୍କୁ ମୋବାଇଲ ନିଶା ଏତେ ଘାରିଛି ଯେ, ଉଠିବାଠାରୁ ଶୋଇବା ପର୍ଯ୍ୟନ୍ତ ସମସ୍ତ…
Archives


