Home

ନିଜ ବିବାହରେ ମା’ଙ୍କୁ ବି ଡାକି ନ ଥିଲେ ସୈଫ

ବମ୍ବେ: ନବାବ ଘରର ପୁଅ। ହେଲେ ଲୁଚିଲୁଚି କରିଥିଲେ ବିବାହ। ଆମେ କହୁଛି ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ କଥା। ଅଭିନେତ୍ରୀ ଅମୃତା ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସେ। ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି…

ଇଣ୍ଡିଗୋ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୨୮।୭: ବିମାନ ଚଳାଚଳ ନିୟନ୍ତ୍ରକ(ଡିଜିସିଏ) ସୁଲଭ ବିମାନ ସେବା ଯୋଗାଉଥିବା ଘରୋଇ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାଛଡ଼ା ଡିଜିସିଏର ଆବଶ୍ୟକତା ଏବଂ ଓଇଏମ୍‌ର ନିର୍ଦ୍ଦେଶାବଳୀ ଅନୁଯାୟୀ କମ୍ପାନୀକୁ କାଗଜପତ୍ର ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ…

ଅଧ ଘଣ୍ଟାରେ ଫେରି ଆସିଲା ଦିଲ୍ଲୀରୁ ପ୍ୟାରିସ ଯାଉଥିବା ବିମାନ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(ଆଇଜିଆଇ)ରେ ଶୁକ୍ରବାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ଯେତେବେଳେ ଦିଲ୍ଲୀରୁ ପ୍ୟାରିସ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିବାର ସୂଚନା ଦିଆଯାଇଥିଲା। ଏହି ସୂଚନା ମିଳିବା ପରେ ଏୟାରପୋର୍ଟ…

ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ,୨୮।୭: ଛଟେଇ କରିବ ଆମାଜନ। ଆମେରିକାରେ ଫ୍ରେସ୍‌ ଗ୍ରୋସରୀ ଷ୍ଟୋର୍‌ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ଛଟେଇ କରାଯିବ। ଏନେଇ ଓ୍ବାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। ଅର୍ଥବ୍ୟବସ୍ଥା ବିଗୁଡ଼ୁଥିବାରୁ କମ୍ପାନୀ ନିଜର ପୁର୍ନଗଠନ ଉପରେ କାମ କରୁଛି। ଏଣୁ ଶହ ଶହ…

ମଣିପୁର ଘଟଣାକୁ ନେଇ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ମୋଦି: ଗୋୟଲ

ନୂଆଦିଲ୍ଲୀ,୨୮।୭: ମଣିପୁର ଘଟଣାକୁ ନେଇ ଜାରି ରହିଥିବା ହଙ୍ଗାମା ଭିତରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ବିରୋଧୀ ପୁଣିଥରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ହିଂସାକୁ ନେଇ ଜବାବ ମାଗିଛନ୍ତି।…

ଦିଲ୍ଲୀ ଅଧ୍ୟାଦେଶ ସହ ଜଡିତ ବିଧେୟକ ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ସରକାର

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀ ଅଧିକାରୀଙ୍କ ଟ୍ରନ୍ସଫର ଓ ପୋଷ୍ଟିଂ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶ ସ୍ଥାନ ନେବାକୁ ଯାଉଥିବା ବିଧେୟକ ଲୋକ ସଭାରେ ଆସନ୍ତା ସପ୍ତାହରେ ଉପସ୍ଥାପନ କରାଯିବ। ଆସନ୍ତା ସପ୍ତାହରେ ଗୃହରେ ହେବାକୁ ଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଉଥିବା ବେଳେ…

ଅରବିନ୍ଦ କଲେଜ ନିକଟରେ ଯୁବତିଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୨୮।୭: ଦକ୍ଷିଣ ଦିଲ୍ଲିର ଅରବିନ୍ଦ କଲେଜ ନିକଟରେଜଣେ ଯୁବକ ଜଣେ ଯୁବତୀଙ୍କୁ ଲୁହା ରଡରେ ପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ଘଟଣା ପରେ ଅଭିଯୁକ୍ତ ବାଳକ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା। ଯୁବତୀଙ୍କ ହତ୍ୟା ପରେ…

ଭିମା କୋରେଗାଓଁ ମାମଲା: ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୮।୭: ସୁପ୍ରିମକୋର୍ଟ ୨୦୧୮ରେ ଭିମା କୋରୋଗାଓଁ ହିଂସା ସହ ଜଡିତ ଏଲ୍ଗାର ପରିଷଦ ମାମଲାରେ ଅଭିଯୁକ୍ତ ବର୍ନୋନ ଗ୍ୟାସଲିଭସ ଓ ଅରୁଣ ଫେରେରାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଅଭିଯୋଗ ଗୁରୁତର, ହେଲେ ଏମାନେ ୫ ବର୍ଷ ହେବ…

ନୂଆ ସମ୍ଭାବନା

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ରହିଥିଲା। ଯଶସ୍ବୀ ଜୟସ୍ବାଲ ଓ ମୁକେଶ କୁମାର ସବୁଠାରୁ ଅଧିକ ପ୍ରଭାବିତ କରିଥିବା ବେଳେ ଇଶାନ କିଶନ ମଧ୍ୟ…

ଜୁଲାଇରେ ବରଫପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୮ା୭: ଜୁଲାଇ ଶେଷ ହେବାକୁ ଥିବାବେଳେ କାଲିଫର୍ନିଆର ପର୍ବତଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇରହିଛି। ଯାହା ଦେଖି ପାଣିପାଗ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପାଣିପାଗ ବିଜ୍ଞାନୀମାନେ ଜୁନ୍‌ ୧କୁ ଗ୍ରୀଷ୍ମର ପ୍ରଥମ ଦିନ ବୋଲି ବିବେଚନା କରନ୍ତି। କିନ୍ତୁ ଗ୍ରୀଷ୍ମ…

ଦିଗବିଜୟଙ୍କ ଶାସନ କାଳରେ ହେଉ ନ ଥିଲା ଯୁବକଙ୍କ ବିବାହ: ସିନ୍ଧିଆ

ଭୋପାଳ,୨୮।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ନେଇ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯେଉଁ ଟିପ୍ପଣି ଦେଇଥିଲେ, ଏବେ ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ଜୟବର୍ଦ୍ଧନ ସିଂ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି। ଜୟବର୍ଦ୍ଧନ ଜ୍ୟୋତିରାଦିତ୍ୟଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗର କଡା…

ବନ୍ଦେ ଭାରତ ଟ୍ରେନରେ ମିଳୁଥିବା ଖାଦ୍ୟରେ ଅସରପା

ନୂଆଦିଲ୍ଲୀ,୨୮।୭: ବନ୍ଦେ ଭାରତ ଟ୍ରେନରେ ଜଣେ ଯାତ୍ରୀଙ୍କ ଖାଦ୍ୟରୁ ଅସରପା ମିଳିଛି। ଭୋପାଳର ରାଣୀ କମଲାପତି ରେଳ ଷ୍ଟେଶନରୁ ହରଜତ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଜଣେ ଯାତ୍ରୀଙ୍କ ଖାଦ୍ୟରେ ଏକ ଅସରପା ପଡିଥିବା ଦେଖିବାକୁ ମିଳିଥିଲା। ଖାଦ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri