Home

ହିନ୍ଦୁ ପ୍ରତୀକକୁ ଆଘାତ: ସିନ୍ଦୂର,ବିନ୍ଦି,ଚୁଡ଼ି ପିନ୍ଧି ପଢ଼ାଯାଇ ପାରିବନି ପାଠ…

ରାୟବରେଲି,୨୬।୯ : ରାୟବରେଲିରେ ପାରାମେଡିକାଲ ଇନଷ୍ଟିଚ୍ୟୁଟ୍ର ଛାତ୍ରୀମାନେ ପରିଚାଳନା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମୁଶିଂଗଞ୍ଜର କ୍ରିପାଳୁ ଇନଷ୍ଟିଚ୍ୟୁଟ ଅଫ ବାୟୋ ମେଡିକାଲ ସାଇନ୍ସର ଦୁଇ ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି ସେମାନଙ୍କ ହିନ୍ଦୁ ପ୍ରତୀକ ଉପରେ ଟାର୍ଗେଟ କରାଯାଉଛି ।…

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳତ୍କାର ମାମଲା: ମୁଖ୍ୟ ଡାକ୍ତରାଖାନାରେ ପୀଡିତା, ପରିବାର ସଦସ୍ୟଙ୍କୁ ଭେଟିଲେ କୋରାପୁଟ ଏମପି

ରାୟଗଡା,୨୬।୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡା ଜିଲା କାଶୀପୁର ବ୍ଲକର ଡ଼ଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଏକ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ପିଅନ ବଳାତ୍କାର କରିଥିଲେ। ଯାହା ସାରା ଜିଲାରେ ଏକ ଚର୍ଚ୍ଚିତ ବିଷୟ ପାଲଟି ଯାଇଛି l ଏଭଳି ଜଘନ୍ୟ…

ଦେଶରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ନାହିଁ, ରହିଛି ୬ ମାସର ଷ୍ଟକ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୬।୯ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦାବି କରିଛି ଦେଶରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ନାହିଁ। ସମସ୍ତ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଏବଂ ପ୍ରାୟ ୬ମାସ କିମ୍ବା ଅଧିକ ସମୟ ପାଇଁ ଷ୍ଟକ ରହିଛି। କେତେକ ଗଣମାଧ୍ୟମ…

ପୁଟିନଙ୍କୁ ଗିରଫ ଓ୍ବାରେଣ୍ଟ ଜାରି କରିବାରୁ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରଖିଲା ଋଷିଆ

ମସ୍କୋ,୨୬।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିବା ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ(ଆଇସିସି)ର ମୁଖ୍ୟ ବିଚାରପତି ପିଓଟର ହୋଫମାନସ୍କିଙ୍କୁ ଋଷିଆ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରଖିଛି। ଋଷିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଡାଟାବେସରେ ଅପଲୋଡ ହୋଇଥିବା ଏକ ବିଜ୍ଞପ୍ତିରେ…

କେତେ ମହିଳାଙ୍କୁ ଦେଇଛ ଟିକଟ: ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବା ନେଇ ତେଜସ୍ବୀଙ୍କୁ ପିକେଙ୍କ ପ୍ରଶ୍ନ…

ପାଟନା,୨୬।୯ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କେନ୍ଦ୍ର ସରକାର ଆଣିଥିବା ମହିଳା ସଂରକ୍ଷଣକୁ ବିରୋଧ କରିବା ସହିତ ଏଥିରେ ଓବିସିଙ୍କ ସଂରକ୍ଷଣ ପାଇଁ ଦେଶରେ ଆନ୍ଦୋଳନ ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପ୍ରସଙ୍ଗରେ…

ମା‘ ଝିଅଙ୍କ ଯତ୍ନ ନେବା ପାଇଁ ଆଶିଷଙ୍କୁ ସର୍ତ୍ତ ମୂଳକ ଜାମିନ…

ନୂଆଦିଲ୍ଲୀ,୨୬।୯ : ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଆଠ ଜଣ ଚାଷୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ସୁପ୍ରିମକୋର୍ଟଙ୍କଠାରୁ କିଛି ମାତ୍ରାରେ ଆଶସ୍ତି ପାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦିଆଯାଇଛି। ତାଙ୍କର…

ଘୋଡ଼ାଚଢ଼ାରେ ଭାରତକୁ ସ୍ବର୍ଣ୍ଣ ପଦକ, ୪୧ ବର୍ଷର ପ୍ରତୀକ୍ଷା ଶେଷ…

ହାଙ୍ଗଝୋ,୨୬।୯ : ଭାରତୀୟ ଖେଳାଳିଙ୍କ ଶକ୍ତିଶାଳୀ ପ୍ରଦର୍ଶନ ଏସିଆନ ଗେମ୍ସ ୨୦୨୩ ରେ ତୃତୀୟ ଦିନ ପାଇଁ ଜାରି ରହିଛି। ଘୋଡା ଚଢ଼ା ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଇତିହାସ ସୃଷ୍ଟି କରିଛନ୍ତି। ୪୧ ବର୍ଷ ପରେ ଘୋଡା ଚଢ଼ା…

ଋଷିଆ ମିଲିଟାରିକୁ ସାହାଯ୍ୟ କରୁଥିବା ଋଷିଆ-ଚାଇନା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ,୨୬।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୧୧ଟି ଚାଇନିଜ ଏବଂ ୫ଟି ଋଷିଆ କମ୍ପାନୀ ଉପରେ ବାଣିଜ୍ୟ କଟକଣା ଲାଗୁ କରିଛନ୍ତି। କମ୍ପାନୀ ମଧ୍ୟରୁ କେତେକ ଋଷିଆ ପାଇଁ ଡ୍ରୋନ ତିଆରି ଲାଗି ଆବଶ୍ୟକ ସାମଗ୍ରୀ ଯୋଗାଉଥିବା ଅଭିଯୋଗ ହୋଇଥିଲା। ଆମେରିକା,…

ଛତିଶଗଡ଼ରେ ୬୦୦କୋଟି ଟଙ୍କାର ଦୁର୍ନୀତି, ଜନସାଧାରଣଙ୍କ ପ୍ରତି ଏକ ଛଳନା: ଭାଜପା…

ନୂଆଦିଲ୍ଲୀ,୨୬।୯ : ଚଳିତ ବର୍ଷର ଶେଷରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଛତିଶଗଡ ଏବଂ ରାଜସ୍ଥାନ ଭଳି ରାଜ୍ୟରେ କଂଗ୍ରେସକୁ କ୍ଷମତାରୁ ହଟାଇବାକୁ ଭାଜପା ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରିଛି। ମଙ୍ଗଳବାର ଭାଜପାର ଜାତୀୟ…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ୩ୟ ପ୍ରାର୍ଥୀ ତାଲିକା

ଭୋପାଳ,୨୬।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ପ୍ରକାଶିତ ତୃତୀୟ ତାଲିକାରେ କେବଳ ଜଣେ ପ୍ରାର୍ଥୀଙ୍କ ନାମ ରହିଛି। ଏହି ତାଲିକାରେ ଭାଜପା ମୋନିକା ବଟ୍ଟୀଙ୍କୁ ମଧ୍ୟପ୍ରଦେଶର…

ମୁଁ ଶିକ୍ଷା ବିଭାଗରେ ଘୁରି ବୁଲୁଛି ଆପଣଙ୍କର ଖୋଜ ଖବର ନାହିଁ: ଶିକ୍ଷାମନ୍ତ୍ରୀଙ୍କୁ ନୀତୀଶଙ୍କ ଫୋନ…

ପାଟନା,୨୬।୯ : ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ ମୁଖ୍ୟ ସଚିବାଳୟ ପରିବର୍ତ୍ତେ ବିକାଶ ଭବନରେ ପହଞ୍ଚି ଶିକ୍ଷା ବିଭାଗର ହାଲଚାଲ ବୁଝିଥିଲେ। ଏହା ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଲୋଡ଼ନ…

ଆଫଗାନିସ୍ତାନର ସହରଗୁଡିକରେ ସିସିଟିଭି କ୍ୟାମେରା ଲଗାଇବେ ତାଲବାନ ସରକାର

କାବୁଲ,୨୬।୯: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ତାଲିବାନ ଏପରି କିଛି ନିଷ୍ପତ୍ତି ନେଇଛି ଯାହା ଆଫଗାନିସ୍ତାନ ନାଗରିକଙ୍କୁ ସିଧାସଳଖ ଭାବେ ପ୍ରଭାବିତ କରିଛି। ତେବେ ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନର ସହରଗୁଡିକ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗେଇବାକୁ ଯାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?