ପରିତ୍ୟକ୍ତ ସରନାଳକୁ ନେଇ ଚିନ୍ତା
ଖଣ୍ଡପଡ଼ା,୩ା୭(ଅଜୟ କୁମାର ମହାରଣା): ଦୀର୍ଘବର୍ଷରୁ ଅକୁରାବନ୍ଧ ଗାଁ ମୁଣ୍ଡରେ ଥିବା ସରନାଳ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ପାଣି ଉପରେ ଦଳ, ଘାସ ଓ ମେଘଡ଼ମ୍ବରୁ ଗଛର ଏକ ଆସ୍ତରଣ ଜମି ଏହା ଏକ ଖେଳ ପଡ଼ିଆର ଭ୍ରମ…
ଦୂଷିତ ପାନୀୟଜଳ ଯୋଗାଣ ନେଇ ଅସନ୍ତୋଷ
ପୋଲସରା,୩ା୭(ସୁବ୍ରତ ବେହେରା): ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ଦୂଷିତ ପାନୀୟଜଳ ଯୋଗାଣକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ପକ୍ଷରୁ ବସୁଧା ଯୋଜନାରେ ଗ୍ରାମ ମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କାର୍ଯ୍ୟ କରୁଛନ୍ତି। ହେଲେ ଢୁଙ୍କାପଡ଼ା ଗ୍ରାମରେ…
ଜ୍ୟାକ ମା‘ଙ୍କ ହଠାତ୍ ପାକିସ୍ତାନ ଯାତ୍ରା ନେଇ ଚର୍ଚ୍ଚା ଆରମ୍ଭ…
ବେଜିଂ,୩।୭ : ଚାଇନାର ବିଲିୟନେୟାର ତଥା ଆଲିବାବା ଗ୍ରୁପର ସହ-ପ୍ରତିଷ୍ଠାତା ଜ୍ୟାକ ମାଙ୍କର ଅପ୍ରତ୍ୟାଶିତ ପାକିସ୍ତାନ ଗସ୍ତ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ଏହି ସୂଚନା ଦେଇଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଗସ୍ତକୁ ନିଶ୍ଚିତ କରି ଇନଭେଷ୍ଟମେଣ୍ଟ…
ଗୁମ୍ମା ମିନି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ନିମ୍ନମାନର
ପାରଳାଖେମୁଣ୍ଡି,୩ା୭(ଗିରିଧାରୀ ପରିଚ୍ଛା): ସରକାର ଉପାନ୍ତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ଅଞ୍ଚଳର ବିକାଶ ନାଁରେ ହରିଲୁଟ ଚାଲିଛି। ଗଜପତି ଜିଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ।…
ଚାଇନାରେ ମହିଳା ନିର୍ଯାତନାରେ ବୃଦ୍ଧି, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…
ବେଜିଂ,୩।୭ : ପାରିବାରିକ ହିଂସା ମାମଲା ଚାଇନାର ଯୁବବର୍ଗମାନଙ୍କ ମଧ୍ୟରେ ବିବାହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ହାଇ ପ୍ରୋଫାଇଲ ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି, ଯେଉଁ କାରଣରୁ ଚାଇନା ଯୁବବର୍ଗମାନେ ବିବାହକୁ ଏଡ଼ାଉଛନ୍ତି। ସମ୍ପ୍ରତି…
୫ ବର୍ଷ ହେଲା ଅଧାପନ୍ତରିଆ ଯାତ୍ରୀ ବିଶ୍ରାମାଗାର
ଦାରିଙ୍ଗବାଡି/ ବ୍ରାହ୍ମଣିଗାଁ, ୩/୭: (ଅରୁଣ ସାହୁ /ମନୋରଞ୍ଜନ ରଣା)ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡ ପଞ୍ଚାୟତ ପୀଡିକାରିପି ଗ୍ରାମରେ ଥିବା ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଉକ୍ତ ଗ୍ରାମଟି ଦୁର୍ଗମ ଅଞ୍ଚଳରେ ରହିଥିବା…
ସରକାରୀ ଜମିରେ ଚାଲିଛି ଇଟା କାରଖାନା
ଜେନାପୁର,୩ା୭(ଅଶୋକ ଦାସ): ଧର୍ମଶାଳା ତହସିଲ ଅଧୀନ ପୁରୁଣା ବୋଉଳମାଳ ପଞ୍ଚାୟତର ସୁକୁଟିଝର ମୌଜାରେ ଥିବା ସରକାରୀ ଜମିରେ ବେଆଇନ ଭାବେ ଚାଲୁଛି ୨ ଇଟା କାରଖାନା। କାରଖାନା ହୋଇଥିବା ସ୍ଥାନ ଜଙ୍ଗଲ ଜମି, ଦାଣ୍ଡି, ସର୍ବସାଧାରଣ ଜାଗା ବୋଲି ସରକାରୀ ରେକର୍ଡରେ…
ନୂତନ ପିଢ଼ିଙ୍କୁ ପୁସ୍ତକ ସହ ଯୋଡ଼ିବା ପାଇଁ, ମଲରେ ଲକ୍ଷ ଲକ୍ଷ ପୁସ୍ତକର ଲାଇବ୍ରେରୀ…
ସିଓଲ,୩।୭ : ଇଣ୍ଟରନେଟର ଯୁଗରେ, ଲୋକଙ୍କ ମଧ୍ୟରେ ବହି ପ୍ରତି ଆଗ୍ରହ ଦ୍ରୁତ ଗତିରେ କମିଯାଉଛି। ଲାଇବ୍ରେରୀଗୁଡ଼ିକ ଅଦରକାରୀ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଦକ୍ଷିଣ କୋରିଆ ନିଜ ଲୋକଙ୍କୁ ପୁସ୍ତକ ସହିତ ଯୋଡିବା ଏବଂ ଏହାର ସାହିତ୍ୟ ଶିକ୍ଷା ଦେବା…
ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତତା
ପ୍ରୀତିପୁର,୩ା୭(ସୁଶାନ୍ତ ବେହୁରିଆ): ଯାଜପୁର ବିରଜା ମନ୍ଦିରଠାରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଉକ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ବିରଜା ମନ୍ଦିରଠାରୁ ୪ କି.ମି. ରାସ୍ତା ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବାବେଳେ…
୯ ବର୍ଷରେ ୨୬ ହରିଣ ମୃତ
ଜଗତ୍ସିଂହପୁର,୩ା୭(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ସହରରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍ଏଫ୍)। ଏହା ଭିତରେ ରହୁଛନ୍ତି ପାଖାପାଖି ୩୦୦ଟି ହରିଣ (ସ୍ପଟେଡ୍ ଡିୟର) । ଏହି ହରିଣମାନଙ୍କ ଯୋଗୁ ପ୍ରତିବର୍ଷ ଶୀତଦିନେ ଧଳତଙ୍ଗଗଡ଼କୁ…
୧୨ ଦିନ ପରେ କିଭ୍ ଉପରେ ଆକ୍ରମଣ କଲା ରୁଷିଆ…
ମସ୍କୋ,୩।୭ : ୧୨ ଦିନ ପରେ ରୁଷିଆ ସେନା ୟୁକ୍ରେନର ରାଜଧାନୀ କିଭ ଉପରେ ଏୟାର ଷ୍ଟ୍ରାଇକ କରିଛି। ରୁଷିଆର ସୈନ୍ୟବାହିନୀ ଗୋଟିଏ ପରେ ଗୋଟିଏ ଡ୍ରୋନ ପଠାଇଥିଲେ। କିନ୍ତୁ ସମସ୍ତଙ୍କୁ ଗୁଳି କରି ଖସାଇ ଦିଆଯାଇଥିଲା। କିଭର ରାଜ୍ୟପାଳ ରୁସଲାନ…
କେନ୍ଦ୍ରାପଡ଼ା ସହର ମାଷ୍ଟର ପ୍ଲାନ୍କୁ ଅପେକ୍ଷା କରିଛି
କେନ୍ଦ୍ରାପଡ଼ା,୩ା୭ (ଜଗନ୍ନାଥ ଧଳ): ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଶାସକ ଦଳ ପକ୍ଷରୁ ବିଳମ୍ବିତ ହୋଇଥିବା ପ୍ରକଳ୍ପକୁ ସାରିବାକୁ ତତ୍ପରତା ପ୍ରକାଶ ପାଉଛି। ଏହିକ୍ରମରେ ସହରର ମୁଖ୍ୟସ୍ଥଳ ତିନିମୁହାଣୀ ଛକରେ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ଗସ୍ତର ସ୍ମୃତି ପାଇଁ ପ୍ରତିମୂର୍ତ୍ତି ସ୍ଥାପନ…
Archives


