ରାଜସ୍ଥାନରେ ଭାଜପାର ଚେହେରା ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଗେହଲୋଟ କହିଲେ, ‘ଏମାନଙ୍କ ନେତା ଏତେ ନାବାଳିକ ଯେ…’
ଜୟପୁର,୪।୮: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଭାରତୀୟ ଜନତା ପାର୍ଟି(ଭାଜପା)ର ସ୍ଥାନୀୟ ନେତାଙ୍କୁ ଇସାରା କରି କହିଛନ୍ତି, ତୁମେମାନେ ଲଢେଇ କରିପାରୁନ, ଆଉ କହୁଛ ମୋଦି ଆମର ଚେହେରା ହେବେ। ମୋଦି ତ ପ୍ରଧାନମନ୍ତ୍ରୀ, ନିର୍ବାଚନ ରାଜସ୍ଥାନ ବିଧାନସଭାର ହେଲେ ଆପଣ…
‘ଯୁବପିଢ଼ି ସଚେତନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ’
ଖୋର୍ଦ୍ଧା,୪ା୮(ପ୍ରଭାତ ପାଣିଗ୍ରାହୀ): ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଯୁବସମାଜ ଏକ ପ୍ରମୁଖ ଅଙ୍ଗ। ତେଣୁ ଯୁବପିଢ଼ି ନିଜ ଦାୟିତ୍ୱକୁ ହୃଦୟଙ୍ଗମ କରିବା ସହ ସଚେତନ ହେଲେ ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ ପଥରେ ଆଗେଇପାରିବ। ଗଣମାଧ୍ୟମ ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ…
ଅବ୍ୟବସ୍ଥା ଘେରରେ ୬୦ ବର୍ଷର ବିଦ୍ୟାଳୟ
କୋଦଳା,୪ା୮(ଅମିତ କୁମାର ପଟ୍ଟନାୟକ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ଜରିଆରେ ବହୁ କାର୍ଯ୍ୟ କରୁଥିବା ବେଳେ ୬୦ ବର୍ଷ ପୁରୁଣା କୋଦଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। କୋଦଳା ସହରର ବହୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ…
ପାଣି ଘେରରୁ ୫ ଶହ ସ୍ଥାନାନ୍ତର
ଅନୁଗୋଳ,୪ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ବର୍ଷା ବିପତ୍ତି ପରେ ବଢ଼ିଯାଇଛି ବିପନ୍ନଙ୍କ ଦୁଃଖ। ବିଶେଷକରି ଆଠମଲ୍ଲିକ ଓ ଟିକରପଡ଼ାର ବନ୍ୟା ବିପନ୍ନଙ୍କୁ ଉଦ୍ଧାର, ଥଇଥାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ପାଣି ଘେରରେ…
ଅସୁରକ୍ଷିତ ଅହିରାଜ
ଢେଙ୍କାନାଳ,୪ା୮(ରତନ ନାୟାର): ଢେଙ୍କାନାଳର ବିସ୍ତୀର୍ଣ୍ଣ ସଂରକ୍ଷିତ ଜଙ୍ଗଲରେ କ୍ରମାଗତ ଭାବେ ଅହିରାଜଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଶୀତଳ ପରିବେଶ ଏହି ପ୍ରଜାତିର ସର୍ପଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ହେଲେ ଏମାନଙ୍କ ସଂରକ୍ଷଣ ଲାଗି ରାଜ୍ୟସ୍ତରରେ ଅଦ୍ୟାବଧି ସ୍ବତନ୍ତ୍ର…
ଏନଡିଏ ଏମପିଙ୍କୁ ସାକ୍ଷାତ୍ କରି ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଟାର୍ଗେଟ କଲେ ମୋଦି
ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିହାରର ଏନଡିଏ ବା ରାଷ୍ଟ୍ରୀୟ ଡେମୋକ୍ରାଟିକ ଆଲାଏନ ଏମପିଙ୍କ ସହ ସାକ୍ଷାତ୍ କରିଛନ୍ତି। ଏହି ସମୟରେ ସେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ସାମ୍ନା କରିବାକୁ ଏକ ନୂତନ ରଣନୀତିର ପରାମର୍ଶ ଦେଇଛନ୍ତି। ସେ ଭାରତ…
ଡେଙ୍ଗୁ ରୋଗୀ ଚିହ୍ନଟ ପରେ ବଢ଼ିଲା ଚିନ୍ତା
ଅନୁଗୋଳ,୪ା୮(ଅମିତ କୁମାର ସାମଲ): ଅନୁଗୋଳରେ ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସହରର ଅନେକ ଲୋକ ଚିନ୍ତାରେ ପଡ଼ିଛନ୍ତି। ଅତୀତରେ ସେମାନେ ଡେଙ୍ଗୁର ଭୟାବହତା ଦେଖିଥିବାରୁ କିପରି ଏହା କବଳରୁ ସୁରକ୍ଷିତ ରହିବେ ସେ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି।…
କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି
ସିମୁଳିଆ,୪ା୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ପ୍ରବାହିତ କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଚଳିତବର୍ଷ ପ୍ରଥମ ବନ୍ୟା ଆସିଛି। ଫଳରେ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଜମି ରହିଛି। ଖଇରା ଓ କୁପାରୀ…
ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ‘ଜୋରାମ’ ପାଇଁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ପାଇଲେ ମନୋଜ ବାଜପେୟୀ
ମୁମ୍ବାଇ,୪।୮: ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ୨୦୨୩ରେ ଫିଲ୍ମ ‘ଜୋରାମ’ ପାଇଁ ଅଭିନେତା ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ମିଳିଛି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ମନୋଜ ବାଜପେୟୀ ଓ ପ୍ରଡକଶନ ହାଉସ ଜି ଷ୍ଟିଡିଓଜ ଜଏଣ୍ଟଲି ଖୁସି…
ପରୀକ୍ଷାଖାତା ଦେଖାରେ ଅନିୟମିତତା
ଘଟଗାଁ,୪ା୮(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପରୀକ୍ଷା ଖାତା ଦେଖାରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର +୩ ପରୀକ୍ଷା ଖାତା ମୂଲ୍ୟାଙ୍କନ ଜୋନ୍କୁ ପ୍ରତ୍ୟାହାର କରାଯାଇଛି। ପରୀକ୍ଷା…
ଦେଢ଼ ଲକ୍ଷ ଲୋକ ପ୍ରଭାବିତ
ଧାମନଗର,୪ା୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗରଠାରେ ବୈତରଣୀ ଓ ତାର ଶାଖା କୋଚିଳା, ଗେଙ୍ଗୁଟି ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସି ୨୬ ପଞ୍ଚାୟତ ଅନ୍ତର୍ଗତ ୧୦୮ ରାଜସ୍ବ ଗ୍ରାମର ପାଖାପାଖି ଦେଢ଼ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବୁଧବାର ସାରେ ବୈତରଣୀ…
୯ ପଞ୍ଚାୟତର ୮୬ ଗାଁ ଜଳବନ୍ଦୀ
ଆରଡ଼ି/ଧୂଷୁରୀ, ୪ା୮(ଦୀପ୍ତି ରଞ୍ଜନ ନାୟକ/କପିଲଦେବ ବିଶ୍ୱାଳ): ବୈତରଣୀ ନଦୀର ବନ୍ୟାଜଳ ଭଦ୍ରକ ଜିଲାର ଧୂଷୁରୀ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନ୧୧ଟାରେ ପହଁଚିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ୯ ପଞ୍ଚାୟତର ୮୬ ଗାଁ ପ୍ରଭାବିତ ହୋଇଥିବା ବେଳେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ…
Archives


