ଖାଲି ପ୍ରେମ ନୁହେଁ; ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ ଦେଖନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଯେପରିକି:

ନମ୍ରତା: ମହିଳାମାନେ ସାଥୀଙ୍କ ଭିତରେ ନମ୍ରତା ଗୁଣ ଖୋଜିଥାନ୍ତି। ସାଥୀ ସରଳ ପ୍ରକୃତିର ହୁଅନ୍ତୁ ଏବଂ ତାଙ୍କଠାରେ ଦୟା ଭାବ ଥାଉ ବୋଲି ମହିଳା ଚାହାନ୍ତି।

ବୁଦ୍ଧି: ମହିଳାମାନେ ପୁରୁଷଙ୍କଠାରେ ଖୋଜୁଥିବା ଅନ୍ୟ ଜିନିଷ ହେଉଛି ବୁଦ୍ଧି। ବୁଦ୍ଧିମାନର ଅର୍ଥ କେବଳ ଶିକ୍ଷା ଅଥବା ଡିଗ୍ରୀ ଥିବା ନୁହେଁ। ଅନେକ ପୁରୁଷ ଭଲ ଡିଗ୍ରୀ ବିନା ବୁଦ୍ଧିମାନ ହୋଇଥାନ୍ତି। ମହିଳାମାନେ ଏଭଳି ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି।

ଉଦାରତା: ଉଦାରତା ହେଉଛି ଅନ୍ୟ ଏକ ଗୁଣ ଯାହା ବହୁତ କମ୍‌ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ। ଯେଉଁ ପୁରୁଷଙ୍କର ଉଦାର ଭାବନା ଥାଏ ସେମାନଙ୍କୁ ମହିଳାମାନେ ଶୀଘ୍ର ପସନ୍ଦ କରନ୍ତି। ସହଜରେ ମହିଳାମାନେ ଏଭଳି ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।

ଆତ୍ମବିଶ୍ୱାସ- ଆତ୍ମବିଶ୍ୱାସ ହେଉଛି ଏକ ଗୁଣ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ମହିଳାମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ପୁରୁଷମାନଙ୍କୁ ପସନ୍ଦ କରନ୍ତି।

ବାସ୍ତବବାଦୀ: କୃତ୍ରିମତା ବା ଛଳନା ନ ଥିବା ପୁରୁଷଙ୍କୁ ଅଧିକାଂଶ ମହିଳା ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଘଣ୍ଟାରୁ କମ୍‌ ଶୋଉଛନ୍ତି କି, ହୁଅନ୍ତୁ ସାବଧାନ…

ଦିନକୁ ୫ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ନିଦ୍ରାହୀନତା ହୋଇଛି ବୋଲି କୁହାଯାଇଥାଏ। ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ, ତେବେ...

ମେଦ ବୃଦ୍ଧି କରେ ମୃଦୁ ପାନୀୟ

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ପ୍ରାୟ ଅନେକଙ୍କର ଚିନ୍ତାର କାରଣ ସାଜିଛି। ସାଧାରଣତଃ ଆବଶ୍ୟକତାଠାରୁ ଅଧିକ ଖାଇବା ଏବଂ କୌଣସି କାମ ନ କରି ବସି ରହିବା...

ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି କରୁଥିଲେ ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ ଅଛନ୍ତି ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି କରିଥାନ୍ତି। ଫଳରେ ଗାଡ଼ିରେ ଯିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ତେବେ ଏପରି ସମସ୍ୟାରୁ ମୁକ୍ତି...

ଉପକାରୀ ସାଲାଡ

ତଟକା ଫଳମୂଳରେ ପ୍ରସ୍ତୁତ ସାଲାଡ ଖାଇବାକୁ କିଏ ବା ଭଲ ନ ପାଏ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଏହା ବହୁ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ ଶଣ୍ଢା ରସ...

ତାରବିହୀନ ବିଦ୍ୟୁତ୍‌

ସାଧାରଣତଃ ବିଦ୍ୟୁତ ସଞ୍ଚାରଣ ପାଇଁ ତାରର ଆବଶ୍ୟକତା ପଡ଼ିଥାଏ। ହେଲେ ଏଣିକି ଏଥିପାଇଁ ତାର ଆବଶ୍ୟକ ପଡିବ ନାହିଁ। ଏ କ୍ଷେତ୍ରରେ ଗବେଷଣା କରି ସଫଳତା...

ଜିନ୍ସ ଶାଢ଼ି ଫ୍ୟାଶନ୍‌

ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ରେ ଜିନ୍ସର ଫ୍ୟାଶନ ଯେମିତି କେବେବି ଆଉଟ୍‌ ଡେଟେଡ୍‌ ହୁଏନାହିଁ ସେହିଭଳି ଇଣ୍ଡିଆନ୍‌ ଓ୍ବେର୍‌ରେ ଶାଢ଼ିର ଫ୍ୟାଶନ୍‌ ବି ସବୁବେଳେ ରହିଛି ଓ ରହିଥିବ।...

ମଧୁମେହ ନିୟନ୍ତ୍ରଣ କରେ ସେଓ ଚା’

ଫିଟ୍‌ ରହିବାକୁ ଏପର୍ଯ୍ୟନ୍ତ ସମସ୍ତେ ଗ୍ରୀନ୍‌ ଟି ଏବଂ କଫି ପିଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣନ୍ତି ଆପଲ୍‌ ବା ସେଓ ଚା’ ସ୍ବାସ୍ଥ୍ୟ ପାଇଁ...

Advertisement
Archives

Model This Week