Home

ରାସ୍ତା ପାର୍ଶ୍ୱକୁ ଖସିଲା ମୋ ବସ୍‌

ସାକ୍ଷୀଗୋପାଳ,୧୦।୯(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)- ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋଠାରୁ ଭୁବନେଶ୍ୱର ଯାଉଥିବା ଏକ ମୋ ବସ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୧୦ଜଣ ଯାତ୍ରୀ ଥିବାବେଳେ ସୁଆଣ୍ଡୋ ଗ୍ରାମର ଭବାନୀ ଶଙ୍କର ଦାସ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ…

ଯୁବତୀଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ୩୪ ଲକ୍ଷ ଠକେଇ, ଯୁବ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୧୦ା୯(ସୂର୍ଯ୍ୟକାନ୍ତ ବେହେରା)ଜଣେ ଯୁବତୀଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ବିଭିନ୍ନ ଆଳରେ ଯୁବକଙ୍କୁ ୩୪ ଲକ୍ଷ ଠକି ନେଇଛନ୍ତି ଜଣେ ଯୁବ ଇଞ୍ଜିନିୟର। ଏନେଇ ଅଭିଯୋଗ ହେବାପରେ ସାଇବର ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ…

ହସ୍ପିଟାଲ ଲାଟ୍ରିନ୍‌ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ମହିଳା ମେଡିସିନ୍‌ ୱାର୍ଡ ଲାଟ୍ରିନ୍‌ରେ ପଡିଥିବା ଏକ ନବଜାତ ଶିଶୁକନ୍ୟାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ।…

ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ କିନ୍ନର

ବାଲେଶ୍ୱର, ୧୦ା୯(ମାନସ ବିଶ୍ୱାଳ)ଟ୍ରେନରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଟଙ୍କା ନ ଦେବାରୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଅଭିଯୋଗରେ ଜଣେ କିନ୍ନରଙ୍କୁ ବାଲେଶ୍ୱର ଜିଆରପି ଗିରଫ କରିଛି। ସେ ହେଲେ ଜଳେଶ୍ୱରର ସଲମା ବେଗମ(୨୦)। ଶନିବାର ସକାଳେ ସାନ୍ତାରାଗାଛିରୁ ହାଇଦ୍ରାବାଦ ଯାଉଥିବା…

ସାପକାମୁଡ଼ା ମୃତ୍ୟୁ ପାଇଁ ୬ ଲକ୍ଷ ଟଙ୍କା ଅନୁକମ୍ପା ମିଳୁ

ଭୁବନେଶ୍ୱର,୧୦ା୯(ଅସମାପିକା ସାହୁ)ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏପରିସ୍ଥିତିରେ ସାପ କାମୁଡ଼ାରେ ମୃତ୍ୟୁ ହେଲେ ମିଳୁଥିବା ଅନୁକମ୍ପା ରାଶିରେ ମଧ୍ୟ ଦ୍ୱନ୍ଦ୍ୱ ଦେଖାଦେଇଛି। ପୂର୍ବରୁ ବାଘ, ଭାଲୁ, ହାତୀ ଆଦି ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତ୍ୟୁ ଘଟିଲେ…

୧୨ କେରାଣ୍ଡି ପାଇଁ କଙ୍ଗାରୁ କୋର୍ଟରେ ମାଡ଼: ବିଷପିଇ ଯୁବକଙ୍କ ଆତ୍ମହତ୍ୟା

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଠାକୁରମୁଣ୍ଡା (ତାରାକାନ୍ତ ପଟ୍ଟନାୟକ),୧୦ା୯ସାମାନ୍ୟ ମାଛ ଚୋରି ପାଇଁ କଙ୍ଗାରୁକୋର୍ଟରେ ମାଡ଼ ମାରି ଦଣ୍ଡିତ କରିଥିବାରୁ ଲୋକଲଜ୍ୟା ସହି ନ ପାରି ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଠାକୁରମୁଣ୍ଡା ଥାନା ଅଧୀନ…

ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ

ପାରାଦୀପ,୧୦ା୯(ଶରତ ରାଉତ)ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ପର୍ଯ୍ୟନ୍ତ ବେଳାଭୂମିରେ ଶନିବାର ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ ଦେଖାଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପାରାଦୀପ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ…

୬ ଶିକାରୀ ଗିରଫ, ୫୦ ପକ୍ଷୀ ଉଦ୍ଧାର

ଭୋଗରାଇ , ୧୦ା୯( ପ୍ରଦୀପ ଦାସ)ବାଲେଶ୍ୱର ଜିଲା ଜଳେଶ୍ବର ରେଞ୍ଜ ଅନ୍ତର୍ଗତ ଭୋଗରାଇ ଉଦୟପୁର ବନପାଳ କାର୍ଯ୍ୟାଳୟ ଅଧୀନ ଏନଏମ ପଡ଼ିଆ ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ୬ ପକ୍ଷୀ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ସେମାନଙ୍କ ନିକଟରୁ ଜାଲ, ଫାଶ…

ଅନନ୍ତ ମହାପାତ୍ର ପାଇଲେ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’

ଭୁବନେଶ୍ୱର,୧୦।୯(ଶର୍ମିଷ୍ଠା ପାଣିଗ୍ରାହୀ)ସୃଜନ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ୨୯ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଅନନ୍ତ ମହାପାତ୍ରଙ୍କୁ ‘ଗୁରୁ…

ଜି-୨୦ ନୈଶ ଭୋଜିରେ ଯୋଗ ଦେଲେନି ନବୀନ

ଭୁବନେଶ୍ୱର,୧୦ା୯(ଅନିଲ ଦାସ)ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଡାକିଥିବା ଜି-୨୦ ନୈଶ ଭୋଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟବ୍ୟସ୍ତତା ଯୋଗୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ଭୋଜିରେ ଯୋଗଦେଇ ନ ଥିବା କୁହାଯାଉଛି। ଆଉ କିଛିମାସ ପରେ ସାଧାରଣ…

ହରିକେନ ଲି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ…

ଓ୍ବାଶିଂଟନ,୯।୯ : ହରିକେନ ଲି ଚତୁର୍ଥ ବିପଜ୍ଜନକ ମାନ୍ୟତା ହାସଲ କରି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ ହୋଇଛି। ଆଟଲାଣ୍ଟିକ ମହାସାଗରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ୫୦୦ ମାଇଲ ଦୂରରେ ରହିଛି। ଏହାଯୋଗୁ ଘଣ୍ଟାପ୍ରତି ୧୫୦ ମାଇଲ ବେଗରେ ପବନ ବହିବାର…

ଅତିଥିଙ୍କୁ ସତ୍ୟ ଲୁଚାଇବାର ଆବଶ୍ୟକତା ନାହିଁ: ରାହୁଲ…

ନୂଆଦିଲ୍ଲୀ,୯।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜି-୨୦ ଶିଖର ସମ୍ମିଳନୀରେ ବିଦେଶରୁ ଭାରତ ଆଦିଥିବା ଅତିଥିଙ୍କୁ ସରକାର ସତ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri