Home

ହରିକେନ ଲି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ…

ଓ୍ବାଶିଂଟନ,୯।୯ : ହରିକେନ ଲି ଚତୁର୍ଥ ବିପଜ୍ଜନକ ମାନ୍ୟତା ହାସଲ କରି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ ହୋଇଛି। ଆଟଲାଣ୍ଟିକ ମହାସାଗରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ୫୦୦ ମାଇଲ ଦୂରରେ ରହିଛି। ଏହାଯୋଗୁ ଘଣ୍ଟାପ୍ରତି ୧୫୦ ମାଇଲ ବେଗରେ ପବନ ବହିବାର…

ଅତିଥିଙ୍କୁ ସତ୍ୟ ଲୁଚାଇବାର ଆବଶ୍ୟକତା ନାହିଁ: ରାହୁଲ…

ନୂଆଦିଲ୍ଲୀ,୯।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜି-୨୦ ଶିଖର ସମ୍ମିଳନୀରେ ବିଦେଶରୁ ଭାରତ ଆଦିଥିବା ଅତିଥିଙ୍କୁ ସରକାର ସତ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଏହି…

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଟ୍ରମା କେୟାର

ଭୁବନେଶ୍ୱର,୯ା୯(ଅଭିଜିତ ଦାସ): କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଚର ଆଣ୍ଡ୍‌ ସର୍ଜରୀ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଟ୍ରମା କେୟାର ସେଣ୍ଟର ଆଣ୍ଡ୍‌ ସର୍ଜରୀ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସାରିବାକୁ…

ଜିତେନ୍ଦ୍ର ରଣସିଂହ ନୟାଗଡ଼ ଜିଲା ବିଜେଡି କମିଟି ସମ୍ପାଦକ

ଭୁବନେଶ୍ୱର,୯ା୯(ଅନିଲ ଦାସ): ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲାରେ ବିଜେଡି କର୍ମକର୍ତ୍ତା ନିଯୁକ୍ତି କରିଛନ୍ତି। ଜିତେନ୍ଦ୍ର କୁମାର ରଣସିଂହଙ୍କୁ ବିଜେଡି ଜିଲା କମିଟି ସମ୍ପାଦକ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଭାପୁର ବ୍ଲକ ବିଜେଡି…

ଆଖିରେ ଲୁହ ମନରେ କୋହ: ମୋରୋକୋ ମୃତ୍ୟୁ ସଂଖ୍ୟା ଟପିଲା ୧୦୦୦, ଆହତଙ୍କ ସଂଖ୍ୟା ୧୨ ୦୦ ଉପରେ…

ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି। ସେହିପରି ଆହତଙ୍କ ସଂଖ୍ୟା ୧୨୦୦ ଟପିଛି।…

ଜି-୨୦ରେ ବିଦେଶୀ ଅତିଥିଙ୍କ ପାଇଁ ଦେଶୀ ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ମେନୁ…

ନୂଆଦିଲ୍ଲୀ,୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଅନେକ ଦେଶର ମୁଖ୍ୟମାନେ ଯୋଗଦେଇଛନ୍ତି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ପ୍ରତିନିଧିଙ୍କ ସ୍ବାଗତ, ରହିବା ଏବଂ ଖାଦ୍ୟ ପାଇଁ ବିଶେଷ ଯତ୍ନ ନିଆଯାଇଛି। ବିଦେଶୀ…

ପୁଣି ଏହି ୨୫ ବର୍ଷୀୟା ମଡେଲଙ୍କ ପ୍ରେମରେ ଟାଇଟାନିକ୍‌ ଅଭିନେତା

ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ହଲିଉଡ୍‌ର ଆଇକନିକ ଫିଲ୍ମ ‘ଟାଇଟାନିକ୍‌’ର ଅଭିନେତା ଲିଓନାର୍ଡୋ ଡିକାର୍ପିଓ। ଏବେ ଜଣେ ୨୫ ବର୍ଷୀୟ ଇଟାଲିଆନ ମଡେଲଙ୍କ ନାମ ସହ ଏହି ୪୮ ବର୍ଷୀୟ ଅଭିନେତାଙ୍କ ନାମ ଯୋଡାଯାଉଛି। ମଡେଲଜଣଙ୍କ ହେଉଛନ୍ତି ଭିଟୋରିଆ ସେରେଟି। ପୂର୍ବରୁ…

ମୋରୋକୋ ପରେ ତ୍ରିପୁରାରେ ଭୂକମ୍ପ ଝଟ୍‌କା, ତୀବ୍ରତା ୪.୪

ଅଗରତାଲା,୯।୯: ମୋରୋକୋରେ ଭୟଙ୍କର ଭୂକମ୍ପ ପରେ ଶନିବାର ଭାରତର ତ୍ରିପୁରାରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଛି। ରାଜ୍ୟର ଧର୍ମନଗରର ୭୨ କିମି ଉତ୍ତରପୂର୍ବରେ ଅପରାହ୍ନ ୩.୩୮ରେ ଲୋକେ ଭୂକମ୍ପ ଝଟ୍‌କା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବା…

ଟାଇଗର-୩କୁ ଟକ୍କର ଦେବ ଜିଗର ଥଣ୍ଡା ଡବଲ ଏକ୍ସ, ୧୧ ସେପ୍ଟେମ୍ବରରେ ଟିଜର ଜାରି…

ମୁମ୍ବାଇ : ଏସଜେ ସୂର୍ଯ୍ୟ ଏବଂ ରାଘବ ଲରେନ୍ସଙ୍କ ଫିଲ୍ମ ଜିଗର ଥଣ୍ଡା ଡବଲ ଏକ୍ସ ସମ୍ପର୍କରେ ଘୋଷଣା ହେବା ଦିନଠାରୁ ଏହା ଚର୍ଚ୍ଚାରେ ରହି ଆସିଛି। କାର୍ତ୍ତିକ ସୁବରାଜଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଜିଗର ଥଣ୍ଡା ଡବଲ ଏକ୍ସର…

ଭାରତ ମଣ୍ଡପମ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି, ଆଉ କିଛି ସମୟ ପରେ ଆରମ୍ଭ ହେବ ଡିନର ପ୍ରୋଗ୍ରାମ

ନୂଆଦିଲ୍ଲୀ,୯ା୯: ଜି -୨୦ ଶିଖର ସମ୍ମିଳନୀରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ପ୍ରସ୍ତାବ ଉପରେ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶ ନେତାଙ୍କ ଘୋଷଣାରେ ସହମତ ହୋଇଛନ୍ତି। ଏହା ଭାରତ ପାଇଁ ଏକ ପ୍ରମୁଖ…

ବହୁଛି ପରିବର୍ତ୍ତନର ହାଓ୍ବା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ ଆଉ କିଛିଦିନ ରହିଲା। ତେବେ ଏହା ମଧ୍ୟରେ ହାଇକୋର୍ଟଙ୍କ ଏକ ନିର୍ବାଚନ ସଂକ୍ରାନ୍ତୀୟ ଶୁଣାଣି ଆସନ୍ତା ୧୨ ତାରିଖକୁ ଘୁଞ୍ଚିଥିବାରୁ ନିର୍ବାଚନକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି।…

ମଣିଷ-ପ୍ରାଣୀ ସମ୍ପର୍କ: ଚାଷୀଙ୍କ ମୃତ୍ୟୁରେ ପହଞ୍ଚିଲା ମାଙ୍କଡ, ପରିବାରର ମହିଳାମାନଙ୍କ କୋଳରେ ମୁଣ୍ଡ ରଖି କାନ୍ଦିଲା…

ଲଖିମପୁର ଖେରୀ,୯।୯ : ଲକ୍ଷ୍ମୀପୁର ଖେରୀର ଗୋନ୍ଧିୟା ଗ୍ରାମରେ ମଣିଷ ଏବଂ ମାଙ୍କଡଙ୍କ ମଧ୍ୟରେ ବନ୍ଧୁତ୍ୱର ଏକ ହୃଦୟସ୍ପର୍ଶୀ ମାମଲା ସାମ୍ନାକୁ ଆସିଛି। ଚାଷୀଙ୍କ ମୃତ୍ୟୁ ପରେ ମାଙ୍କଡ ଜଙ୍ଗଲରୁ ବାହାରି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଘରେ ମାଙ୍କଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri