Home

ଅକ୍ଟୋବରରେ ଶେଷ ହେବ ନଓ୍ବାଜଙ୍କ ବନବାସ: ଫେରିବେ ସ୍ବଦେଶ, ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ…

ଲାହୋର,୯।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଖୁବ ଶୀଘ୍ର ରାଜନୀତିରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନୱାଜ ସରିଫ ଆସନ୍ତା ମାସରେ ଅର୍ଥାତ ଅକ୍ଟୋବରରେ ପାକିସ୍ତାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ନୱାଜ ସରିଫ ଗତ ଚାରି ବର୍ଷ ଧରି ଲଣ୍ଡନରେ…

ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନିଖୋଜ

ଚିତ୍ରକୋଣ୍ଡା,୯ା୯(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦେଇ ଯାଇଥିବା ବାଲିମେଳା ଜଳଭଣ୍ଡାରର ସୱାଭିମାନ ଅଞ୍ଚଳ ପଲସିପଦର ଘାଟରେ ବୁଡ଼ି ଜଣେ ନିଖୋଜ। ମିଳିଥିବା ସୂଚନାନୁଯାୟୀ, ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାମଗୁଡ଼ା ଗ୍ରାମର ବାସିନ୍ଦା ରାମଚନ୍ଦ୍ର ମୁଦୁଲ(୪୭) ନିକଟସ୍ଥ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଡା…

ରାତାରାତି ମିଳିଛି ଫେମ୍‌: ‘ତେଲଗି’ ଚରିତ୍ର ପାଇଁ ୧୯ କିଲୋ ଓଜନ ବଢ଼ାଇଥିବା କହିଲେ ଗଗନ

ବମ୍ବେ: ‘ସ୍କାମ୍‌ ୨୦୨୩’ରେ ଦମ୍‌ଦାର ଅଭିନୟକୁ ନେଇ ରାତାରାତି ଖ୍ୟାତି ଅର୍ଜନ କରିଛନ୍ତି ଅଭିନେତା ଗଗନ ଦେବ ରିଆର୍‌। ଚାରିଆଡେ ତାଙ୍କ ‘ତେଲିଗି’ ଚରିତ୍ରକୁ ନେଇ ଚର୍ଚ୍ଚା। ସୋସିଆଲ ମିଡିଆରେ ଭଳିକି ଭଳି ମେମେ ଭାଇରାଲ ହେଉଛି। ଅଭିନେତା ଭାବେ ନିଜର…

ସାପକାମୁଡ଼ାରେ ମା’-ଝିଅଙ୍କ ଜୀବନ ଗଲା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ବାଂଶପାଳ ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମର ରୁଗୁଡି ସାହିରେ ସାପକାମୁଡ଼ାରେ ମା’ ଓ ଦୁଇ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରକାଶ…

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ…

କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।…

ଇଷ୍ଟର ସଣ୍ଡେ ଆକ୍ରମଣ ମାମଲା: ବ୍ରିଟେନ ଚ୍ୟାନେଲର ତଥ୍ୟକୁ ମନଗଢ଼ା କହିଲା ଶ୍ରୀଲଙ୍କା…

କଲମ୍ବୋ,୯।୯ : ୨୦୧୯ରେ ଶ୍ରୀଲଙ୍କାରେ ଇଷ୍ଟର ସଣ୍ଡେ ଆକ୍ରମଣ ଉପରେ ବ୍ରିଟେନ ଚ୍ୟାନେଲ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା ଯେଉଁଥିରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଏବଂ ମେଜର ଜେନେରାଲ ସୁରେଶ ସାଲେଙ୍କୁ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଏଥି…

ଭଙ୍ଗାକୋଠାର ଆର୍ବଜନା ତଳୁ ଜୀବନ ସନ୍ଧାନ ଜାରି: ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୮୨୦ ଛୁଇଁଲା,ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୮୨୦ କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ ସଂଖ୍ୟା…

ରବିବାର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ପତ୍ନୀ ଅକ୍ଷତା ବି କରିବେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ,୯।୯: ଜି୨୦ ଶିଖର ସମ୍ମିଳନୀ ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଗସ୍ତରେ ଅଛନ୍ତି। ଶନିବାର ସେ ସମ୍ମିଳନୀର ପ୍ରଥମ ଅଧିବେଶନ ଏବଂ ଦ୍ୱିତୀୟ ଅଧିବେଶନ ବୈଠକରେ ଭାଗ ନେଇଛନ୍ତି। ତେବେ ରବିବାର ସେ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ…

ଦକ୍ଷିଣ ଆଫ୍ରିକା ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ…

ଜୋହାନ୍ସବର୍ଗ,୯।୯ : ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ ଘଟିଛି ହୋଇଛି ବୋଲି ରାଷ୍ଟ୍ରପତି ରାମାଫୋସା ନିଶ୍ଚିତ କରିଛନ୍ତି। ଭେଟେରାନ ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜୀଙ୍କ ଶନିବାର ସକାଳେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଇଙ୍କଥା ଫ୍ରିଡମ ପାର୍ଟିର…

ଶୀଘ୍ର ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍‌! ବାକି ଅଛି ଏତିକି ଦିନ, ଜାଣନ୍ତୁ କ’ଣ କୁହେ ଆର୍‌ବିଆଇ ନିୟମ…

ନୂଆଦିଲ୍ଲୀ,୯।୯: ଆପଣଙ୍କ ପାଖରେ ଏଯାଏ ଅଛି କି ୨୦୦୦ ଟଙ୍କିଆ ନୋଟ୍‌। ଯଦି ହଁ ତେବେ ତୁରନ୍ତ ଏହାକୁ ବ୍ୟାଙ୍କରେ ଯାଇ ବଦଳାଇ ନିଅନ୍ତୁ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଘୋଷଣାନୁଯାୟୀ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବାର ଅନ୍ତିମ ତାରିଖ ସେପ୍ଟେମ୍ବର…

ଏହି ୮ଟି ଫିଲ୍ମରେ ଡବଲ ରୋଲ୍‌ କରିଛନ୍ତି ଶାହାରୁଖ

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ତାଙ୍କ ପ୍ରତିଭା ଏବଂ ବହୁ ପରିଶ୍ରମ ବଳରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଶାହରୁଖଙ୍କ ସଦ୍ୟତମ ଫିଲ୍ମ ‘ଯବାନ’ ବହୁ ଚର୍ଚ୍ଚାରେ ରହିଛି। ପ୍ରଶଂସକମାନେ ‘ଯବାନ’ ଦେଖିବା ପରେ ଏହି ଫିଲ୍ମରେ…

ମା’ ସମଲେଇଙ୍କ ପୀଠରେ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ଅପରାହ୍ନ ୪ଟାରେ ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି। ପୂର୍ବ ଘୋଷଣା ଅନୁଯାୟୀ, ଆଜି ନିର୍ଦ୍ଧାରିତ ସମୟରେ ପଣ୍ଡିତମାନେ ଏକତ୍ରିତ ହୋଇ ଏହି ଲଗ୍ନ ନିର୍ଘଣ୍ଟ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri