Home

ସଚେତନତା ପ୍ଲେଟ୍‌ ନାଁରେ ୩୦ଟଙ୍କା ଆଦାୟ

ଯାଜପୁର,୧୦ା୯(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ, ଝିଅଙ୍କୁ ବଞ୍ଚାନ୍ତୁ ଓ ଝିଅଙ୍କୁ ପଢ଼ାନ୍ତୁ, ସ୍ବଚ୍ଛ ଗ୍ରାମ ସମୃଦ୍ଧ ଭାରତ ଆଦି ସଚେତନତାର ବାର୍ତ୍ତା ଦେଉଥିବା ଏକ ପ୍ଲେଟ ଲଗାଇବାକୁ ଲୋକଙ୍କଠାରୁ ୩୦ ଟଙ୍କା ଲେଖାଏ ଆଦାୟ କରାଯାଉଛି।…

ମନା ସତ୍ତ୍ୱେ ଟ୍ରେକରରେ ଯାତ୍ରୀ ପରିବହନ

ପଟ୍ଟାମୁଣ୍ଡାଇ,୧୦ା୯(କଳ୍ପତରୁ ନାୟକ)ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଅଁା ଯୋଗୁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ରାଜ୍ୟରେ ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରାଯାଉଛି।…

କ୍ୱାର୍ଟର୍ସରେ ରହୁଛନ୍ତି ବାହାର ଲୋକ

ରାଜକନିକା, ୧୦ା୯(ସଞ୍ଜୟ କୁମାର ଦାଶ)କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଉପଯୁକ୍ତ ସେବା ମଳୁ ନ ଥିବା ଅଭିଯୋଗ ହେଉଛି। ସରକାରୀ ନିୟମକୁ ଅନୁସାରେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ ଲାଗି କ୍ୱାର୍ଟର୍ସ ନିର୍ମାଣ ହୋଇଛି। ହେଲେ ଏହି କ୍ୱାର୍ଟର୍ସ ସେମାନଙ୍କ ଦିଆ…

ବିପଦ ସଙ୍କୁଳ ଅବସ୍ଥାରେ ହରିଅଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର

ଡେରାବିଶ,୧୦ା୯ (ବେବର୍ତ୍ତା ଅଜୟ ଦାସ)ତିନି ତିନି ବର୍ଷରୁ ୬ ବର୍ଷ ଯାଏ ଶିଶୁଙ୍କ ମାନସିକ ଓ ଶାରିରୀକ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ସମନ୍ବିତ ବିକାଶ ବିଭାଗ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ରରେ ସେମାନଙ୍କୁ ବିଭିନ୍ନ ଖେଳ କୌତୁକ…

୫ ବର୍ଷ ହେଲା ଅଟକିଛି ସମ୍ପ୍ରସାରଣ ପ୍ରସ୍ତାବ

ଯାଜପୁର,୧୦ା୯(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଞ୍ଚିଚୁଅଁା ଅଞ୍ଚଳବାସୀଙ୍କ ବିରୋଧ ଯୋଗୁ ରାମକୀ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ପ୍ରସ୍ତାବିତ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ହୋଇ ପଡ଼ିଛି। ପାରିପାର୍ଶ୍ୱିକ ବିକାଶ ଏବଂ ଜଳ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ବିଫଳତା ଯୋଗୁ ଲୋକେ ୫…

ବିଜୁ ସେତୁ କାମ ଅଧାପନ୍ତରିଆ

ନୟାଗଡ଼,୧୦।୯(ଲୋକନାଥ ମିଶ୍ର)ନୟାଗଡ଼ ବ୍ଲକର ଗମ୍ଭାରିଡିହି ଟିପୁରା ରାସ୍ତାର ଦୁଆଣ୍ଟ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ ଅଧାପନ୍ତରିଆ ଅବସ୍ଥାରେ ଗତ ୩ ବର୍ଷ ହେଲା ପଡି ରହିଛି । କିନ୍ତୁ ନାମ ଫଳକ ଦେଖିଲେ ୨ବର୍ଷ ହେଲା କାମ ଶେଷ ହୋଇଗଲାଣି…

ସମ୍ପୂର୍ଣ୍ଣ ହେବା ଆଗରୁ ଫାଟିଲାଣି ମିଶନ ଶକ୍ତି ଘର

ନୂଆଗାଁ,୧୦।୯(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର ଅସମ୍ପୂର୍ଣ୍ଣ ମିଶନ ଶକ୍ତି ଗୃହକୁ ମିଶନ ଶକ୍ତି ବିଭାଗକୁ ହସ୍ତାନ୍ତର କରାଯାଇଛି ା ସେଥିମଧ୍ୟରୁ କୌଣସି ଗୃହ ବ୍ୟବହାର ହେଉନାହିଁ । ଫଳରେ ମହିଳାମାନେ କେଉଁଠି ପଞ୍ଚାୟତ ଘରେ ତ ଆଉ କେଉଁଠି କାହା…

ନୟାଗଡ଼ରୁ ନିଶ୍ଚିହ୍ନ ହେବାକୁ ବସିଛି ଚିନିକଳ

ନୟାଗଡ଼ ଅଫିସ,୧୦।୯ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳକୁ ଜାଣିଶୁଣି ଚୋର ହାତକୁ ଟେକି ଦେଲା ପ୍ରଶାସନ। ଚିନିକଳରୁ ବିଭିନ୍ନ ଯନ୍ତ୍ରାଂଶ ବାରମ୍ବାର ଚୋରି ହେଉଥିବାବେଳେ ପ୍ରଶାସନ ଆଖି ବୁଜି ଦେଇଥିଲା । ୪ ବର୍ଷ ଧରି ଏପରି ଚୋରି ଲାଗି ରହିଛି। ଚିନିକଳର ସୁରକ୍ଷା…

ହସ୍ତଶିଳ୍ପ ସାମଗ୍ରୀକୁ ଶିଳ୍ପ ବିଭାଗର ସ୍ବୀକୃତି ମିଳୁନି

ଖଣ୍ଡପଡ଼ା,୧୦ା୯(ଅଜୟ କୁମାର ମହାରଣା)ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ୍‌ ପରିଚାଳନା ନିର୍ଦ୍ଦେଶିକା, ନିର୍ଦ୍ଦେଶକ କଣ୍ଟିଲୋ ଅଞ୍ଚଳକୁ ବିଭିନ୍ନ ସମୟରେ ପରିଦର୍ଶନରେ ଆସି କଂସା ପିତ୍ତଳ କାରିଗରମାନଙ୍କ ଶାଳ ଓ ସେମାନଙ୍କ କାର୍ଯ୍ୟଶୈଳୀ ବୁଲି ଦେଖିଛନ୍ତି। ତମ୍ବା ଓ ପିତ୍ତଳ ଚଦର(ସିଟ୍‌)ରେ ପ୍ରସ୍ତୁତ…

ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ : ମାନସିକ ଅବସାଦ ଦୂର କରୁଛି ସୋସିଆଲ ମିଡିଆ

ଭୁବନେଶ୍ୱର,୧୦।୯(ଅନୁରାଧା ମହାରଣା)ମାନସିକ ଅବସାଦ କାରଣରୁ ଯୁବପିଢ଼ି ଅନେକ ସମୟରେ ଆମତ୍ହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି। ତେବେ ଏହି ମାନସିକ ଅବସାଦ ପଛରେ ବିଭିନ୍ନ କାରଣ ରହୁଛି। ଆର୍ଥିକ, ପାରିବାରିକ ଓ ସାମାଜିକ ସମସ୍ୟା, ପ୍ରେମ ବା ବିବାହଜନିତ ସମସ୍ୟା, ଲୋକଲଜ୍ଜା…

ମାର୍କେଟ ବିଲ୍ଡିଂରେ ପୁଣି ସ୍ଥାୟୀ, ଅସ୍ଥାୟୀ ଦୋକାନୀ ମୁହାଁମୁହିଁ

ଭୁବନେଶ୍ୱର, ୧୦।୯ (ବନ୍ଦନା ସେଠୀ)କିଛିଦିନର ବ୍ୟବଧାନ ପରେ ପୁଣି ମାର୍କେଟ ବିଲ୍ଡିଂରେ ବ୍ୟବସାୟ କରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ଅପରାହ୍ନରେ ୧୦ରୁ ଅଧିକ ଉଠାଦୋକାନୀ ମାର୍କେଟ ଭିତରେ ବ୍ୟବସାୟ କରିବାକୁ ଯାଇଥିବାବେଳେ ମାର୍କେଟ ଆସୋସିଏଶନ୍‌ ପକ୍ଷରୁ ଏହାକୁ…

ସିଙ୍ଗଲ ଓ୍ବିଣ୍ଡୋରେ ମିଳିବ ଗଣେଶ ପୂଜା ଅନୁମତି

ଜଟଣୀ,୧୦ା୯(ରବୀନ୍ଦ୍ର ନାଥ ମହାକୁଡ଼)ଆସନ୍ତା ୧୯ତାରିଖରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଗଣେଶ ପୂଜା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri