ହୁକୁମ ଚଳାଇବାରେ ଓସ୍ତାଦ ଏହି ରାଶିର ଯୁବତୀ; ନିଜ ହିସାବରେ ଜୀବନ ଜିଅଁନ୍ତି…
ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ନବଗ୍ରହମାନଙ୍କ ମଧ୍ୟରେ ରାଜା ହେଉଛନ୍ତି ସେ। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ଏହି ରାଶିର ବ୍ୟକ୍ତିବିଶେଷ ରାଜାଙ୍କ ଭଳି ଜୀବନ ଜିଇଁବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ଯୁବତୀଙ୍କ ବିଷୟରେ କଥା…
‘ମୁଁ କଙ୍ଗନାଙ୍କୁ ଦୁଇ ଚାପୁଡ଼ା ମାରିବାକୁ ଚାହୁଁଛି’
ମୁମ୍ବାଇ: କଙ୍ଗନାଙ୍କ ମନ୍ତବ୍ୟରେ ଜଣେ ଅଭିନେତ୍ରୀ ତାଙ୍କୁ ଚାପୁଡ଼ା ମାରିବା ପାଇଁ କହିଛନ୍ତି। ଅଭିନେତ୍ରୀ ଜଣକ କହିଛନ୍ତି, ମୁଁ କଙ୍ଗନା ରାଣାଓ୍ବତଙ୍କୁ ଭେଟିବାକୁ ଚାହୁଁଛି। କାରଣ ତାଙ୍କୁ ଦୁଇ ଚାପୁଡ଼ା ମାରିବି। ଏପରି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ନୌଶିନ ଶା।…
ବଢ଼ିଲା ବିଧାୟକଙ୍କ ଦରମା
କୋଲକାତା,୭ା୯: ପଶ୍ଚିମବଙ୍ଗର ବିଧାୟକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀଙ୍କ ଦରମାକୁ ମାସକୁ ୪୦…
ଚାକିରି ମାଗୁଥିବା ମହିଳାଙ୍କୁ ଅଜବ ଉତ୍ତର ଦେଇ ବିବାଦରେ ହରିୟାଣା ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୭ା୯: ଚାକିରି ମାଗୁଥିବା ଜଣେ ମହିଳାଙ୍କୁ ଦେଇଥିବା ଅଜବ ଉତ୍ତରକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ଦଳ (ଭାଜପା) ନେତା ମନୋହର ଲାଲ ଖଟ୍ଟର ବିରୋଧର ସମ୍ମୁଖୀନ ହୋଇଛନ୍ତି। ମନୋହରଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି।…
ସ୍କୁଲ ଫାଟକରେ ତାଲା ପକାଇଲେ ଠିକାଦାର, ବାହାରେ ପଢ଼ିଲେ ପିଲା
ବାଲିଗୁଡ଼ା,୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ପକାରୀରେ ୫-ଟି ଯୋଜନାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାମ କରି ଦୀର୍ଘ ଦିନ ପରେ ବି ଠିକାଦାରଙ୍କୁ ବିଲ୍ ମିଳିପାରିନାହିଁ। ଏ ନେଇ ଠିକାଦାର ବାରମ୍ବାର…
ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ଜବତ, ୪ ଗିରଫ
ବଡ଼ବିଲ,୭ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ବୁଧବାର ବିଳମ୍ବିତ ରାତିରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଦାଉଲି ସହ କାର ଓ ୬ଟି ମୋବାଇଲ ଜବତ କରି ଏକ ବଡ ଧରଣର ଡକାୟତି ଯୋଜନାକୁ…
ଏ.ରାଜାଙ୍କ ବିରୋଧରେ ମାମଲା ରୁଜୁ
ଚେନ୍ନାଇ,୭।୯: ତାମିଲନାଡୁର ଶାସକ ଦଳ ଡିଏମକେ ଏମ୍ପି ଏ. ରାଜା ସନାତନ ଧର୍ମକୁ ଏଚଆଇଭି ଏବଂ କୁଷ୍ଠରୋଗ ସହିତ ତୁଳନା କରିଛନ୍ତି। ଗୁରୁବାର ରାଜାଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ତଥା ଓକିଲ ଭିନେଟ…
ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ପାଇଁ ନାହିଁ ରିଜର୍ଭ ଡେ’: ବର୍ଷା ହେଲେ କିଏ ହେବ ବିଜେତା ଜାଣନ୍ତୁ
କଲମ୍ବୋ,୭।୯: ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ ମ୍ୟାଚ ଖେଳ ଅପେକ୍ଷା ଅଧିକ ବର୍ଷା ହେତୁ ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ପ୍ରତ୍ୟେକ ମ୍ୟାଚ୍ରେ ବର୍ଷା ବାଧା ଦେଇଛି। ଏସିଆ କପ ଫାଇନାଲ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି। ଏସିଆନ କ୍ରିକେଟ…
ଶ୍ୱଶୁର ଘରକୁ ବୁଲିବାକୁ ଆସି ନଦୀକୁ ଖସିପଡ଼ିଲେ ଜ୍ୱାଇଁ
ବାଲିଗୁଡ଼ା/କୋଟଗଡ଼,୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ/ ସରୋଜ ବଳିୟାରସିଂ): ପୋଲରୁ ନଦୀ ଗର୍ଭରେ ଖସିପଡ଼ି ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରେ ଘଟିଛି। ନିଖୋଜ ବ୍ୟକ୍ତି କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ(୪୮)…
ବ୍ରାଜିଲ୍କୁ ‘ହାତୁଡି’ ଦେବେ ପ୍ରଧାନମନ୍ତ୍ରୀ ମୋଦି: ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ,୭।୯: ଭାରତ ଏଥର ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଠାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବହୁ ରାଷ୍ଟ୍ର ମୁଖ୍ୟଙ୍କ ଆଗମନ…
ଛେଳି ପାଇଁ ଟିକେଟ କିଣି ଟ୍ରେନ୍ରେ ଯାତ୍ରା କରୁଥିଲେ ମହିଳା, ଟିଟିଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଉତ୍ତର…
ଜଣେ ମହିଳା ଯାତ୍ରୀ ଛେଳି ସହିତ ଟ୍ରେନରେ ଯାତ୍ରା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ‘X’ (ପୂର୍ବରୁ ଟୁଇଟର)ରେ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍ରେ ସେ ଟିଟିଇଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳିଛି। ଟିଟିଇ ଛେଳିକୁ ଦେଖି…
ସଫେଇ ଦେଲା କଂଗ୍ରେସ: ଆମେ ସବୁ ଧର୍ମକୁ ଏକାଠି ନେଇ ଚାଲୁ
ନୂଆଦିଲ୍ଲୀ,୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ଧର୍ମ ମନ୍ତବ୍ୟରେ କଂଗ୍ରେସ ସହମତ ନୁହେଁ ବୋଲି ଦଳର ମୁଖପାତ୍ର ପୱନ ଖେରା ଗୁରୁବାର କହିଛନ୍ତି। ସେ କହିଛନ୍ତି ଯେ, ଆମ ଦଳ…
Archives


