‘ପୁରୁଷ ପ୍ରାଧାନ୍ୟ’ ମେକ୍ସିକୋରେ ବର୍ତ୍ତମାନ ଜଣେ ମହିଳା ଦେଶରେ ରାଷ୍ଟ୍ରପତି ହୋଇପାରିବେ, ମହିଳାଙ୍କ ଜନସଂଖ୍ୟାର ୫୨ ପ୍ରତିଶତ ପରେ ମଧ୍ୟ ଭେଦଭାବ…
ଓ୍ବାଶିଂଟନ,୧୦।୯ : ସମଗ୍ର ପୃଥିବୀରେ ମହିଳାମାନେ ପ୍ରତ୍ୟେକ ଦିଗରେ ଅଗ୍ରଗତି କରୁଛନ୍ତି। ସମଗ୍ର ବିଶ୍ୱ ପରି, ମେକ୍ସିକୋରେ ମଧ୍ୟ ମହିଳାମାନଙ୍କର ପ୍ରାଧାନ୍ୟତା ବୃଦ୍ଧି ପାଉଛି, ତାହା ରାଜନୀତି ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ର। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ମେକ୍ସିକୋ ମହିଳାମାନେ…
ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦିଙ୍କ ସମେତ ଜି-୨୦ଦେଶର ରାଷ୍ଟ୍ର ମୁଖ୍ୟ
ନୂଆଦିଲ୍ଲୀ,୧୦।୯: ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ବିଭିନ୍ନ ଦେଶର ରାଷ୍ଟ୍ରନେତାମାନେ ବୈଠକରେ ଯୋଗ ଦେଇଛନ୍ତି। ଶନିବାର ଏହାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଛି। ଦ୍ୱିତୀୟ ଦିନରେ ସମସ୍ତ ରାଜନେତା ଦିଲ୍ଲୀର ରାଜଘାଟରେ ଏକାଠି…
ତାଇଓ୍ବାନ ନେଇ ପୁଣି ଉତ୍ତେଜନା: ଆମେରିକା-କାନାଡ଼ାର ଯୁଦ୍ଧପୋତ ନେଇ ଚାଇନାର ଆପତ୍ତି…
ତାଇପେ,୧୦।୯ : ତାଇୱାନ ଷ୍ଟ୍ରାଇଟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଏବଂ କାନାଡା ଦୁଇଟି ଯୁଦ୍ଧ ଜାହାଜ ପଠାଇବା ପରେ ଏହି ଉତ୍ତେଜନା ଦେଖାଦେଇଛି। ଏହି କ୍ଷେତ୍ରରେ ଚାଇନା ଦାବିକୁ ଉଭୟ ଦେଶ ଚ୍ୟାଲେଞ୍ଜ କରିଛନ୍ତି। ଫଳରେ ଏହାକୁ ନେଇ…
ପରିଚୟ ଦେଇଛି ୟୁଟ୍ୟୁବ୍
ବର୍ତ୍ତମାନ ଡିଜିଟାଲ୍ ଯୁଗରେ ୟୁଟ୍ୟୁବ୍ ଏକ ଏମିତି ପ୍ଲାଟଫର୍ମ ଯେଉଁଠି ନା କେବଳ ରହିଛି ଶିଖିବାକୁ ବିଭିନ୍ନ ଭିଡିଓର ଗନ୍ତାଘର ବରଂ ଏହା ମଧ୍ୟ ପାଲଟିଛି ଅନେକଙ୍କ ପାଇଁ ବେଷ୍ଟ କ୍ୟାରିୟର ଅପ୍ସନ। ନିଷ୍ଠା, ଉଦ୍ୟମ ବଳରେ ଏହି ଫିଲ୍ଡରେ ନିଜର…
ୟୁକ୍ରେନ ଉପରେ ରୁଷିଆର ଏୟାର ଷ୍ଟ୍ରାଇକ…
କିଭ,୧୦।୯: ରୁଷିଆ ରବିବାର ଭୋର ସମୟରେ ୟୁକ୍ରେନ ରାଜଧାନୀ କିଭ ଉପରେ ଏୟାର ଷ୍ଟ୍ରାଇକ କରିଛି। ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣା ପଡି ନାହିଁ। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ କିଭରେ ଅତି କମରେ ପାଞ୍ଚଟି ବିସ୍ଫୋରଣ ଶବ୍ଦ ଶୁଣାଯାଇଛି…
ପ୍ରାଥମିକରେ ୨୦୩୦, ହାଇସ୍କୁଲରେ ୩୨୨ ଶିକ୍ଷକ ପଦବୀ ଖାଲି
ଭବାନୀପାଟଣା,୧୦।୯(ଉତ୍ତମ କୁମାର ଦାଶ)ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କରୁଛନ୍ତି। ଏବେ ୫-ଟି ସ୍କୁଲ ରୂପାନ୍ତରିତ କରି କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ସ୍କୁଲଗୁଡିକରେ ଖାଲି ପଡିଥିବା ଶିକ୍ଷକ ପୁରଣ କରାଯାଉ ନ ଥିବାରୁ…
ସ୍ମାର୍ଟସିଟି ବସ୍ତିରେ କୁଢ଼ କୁଢ଼ ଅଳିଆ
ରାଉରକେଲା,୧୦।୯(ଦିନେଶ ମିଶ୍ର)ରାଉରକେଲା ସହରକୁ ସ୍ବଚ୍ଛ ଓ ସବୁଜ କରିବା ପାଇଁ ପ୍ରତିଦିନ ବିଭିନ୍ନ କଲୋନୀ ଓ ବସ୍ତି ଅଞ୍ଚଳରେ ଆରଏମ୍ସି ପକ୍ଷରୁ ଅଳିଆ ଗାଡି ବୁଲୁଛି। ସକାଳ ହେଲେ ସହରର ଜନସାଧାରଣଙ୍କୁ ସଚେତନ କରିବା କରିବା ପାଇଁ ଅଳିଆ ଗାଡିଗୁଡିକରେ ସଚେତନତା…
ସରକାରୀ ଅର୍ଥରେ ଆବାସ କାମ ସାରିବା କଷ୍ଟକର
ତେନ୍ତୁଳିଖୁଣ୍ଟି, ୧୦।୯(ଚିଦାନନ୍ଦ ସାହୁ)ଦୀର୍ଘ ଦିନର ବ୍ୟବଧାନ ପରେ ଚଳିତ ବର୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ କାର୍ଯ୍ୟାଦେଶ ମିଳିଛି। ୪ ବର୍ଷର ଅପେକ୍ଷା ପରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ୧୫ ପଞ୍ଚାୟତରେ ୩୯୦୦ରୁ ଊଦ୍ଧର୍ବ ହିତାଧିକାରୀ ଏହି କାର୍ଯ୍ୟାଦେଶ ପାଇଛନ୍ତି।…
ରାୟଗଡ଼ା ଜିଲା: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ବାଟବଣା
ରାୟଗଡ଼ା,୧୦।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ଗ୍ରାମାଞ୍ଚଳରେ ପିଲା ଇଂଲିଶରେ ପାଠ ପଢ଼ିବେ ା ଓଡ଼ିଶା ମାଧ୍ୟମିକ ବୋର୍ଡ଼ ପରିବର୍ତ୍ତେ ସିବିଏସଇ ପାଟର୍ନରେ ପାଠ ପଢ଼ାଯିବ ା ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨୦୧୮ରେ ଜିଲାରେ ଓଡ଼ିଶା…
ସହରର ସୌନ୍ଦର୍ଯ୍ୟ ବିଗାଡ଼ୁଛି ବେଆଇନ ହୋର୍ଡିଂ
କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝରଗଡ଼ ଜିଲା ମୁଖ୍ୟାଳୟ ପ୍ରମୁଖ ସ୍ଥାନରେ ମାଳ ମାଳ ବେଆଇନ ହୋର୍ଡିଂ ଲଗାଯାଇଛି। ହୋର୍ଡିଂ ଆଢ଼ୁଆଳରେ ସହରର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଏହାଦ୍ୱାରା ପୌରପାଳିକାର ବ୍ୟାପକ ରାଜସ୍ବହାନି ଘଟିବା ସହ ଦୁର୍ଘଟଣାର କାରଣ ମଧ୍ୟ ସାଜୁଛି। ପୌରପାଳିକାର କେତେଜଣ…
ସରକାରୀ ହାଇସ୍କୁଲରେ ଖାଲି ପଡ଼ିଛି ୬୨୫ ଶିକ୍ଷକ ପଦବୀ
ବ୍ରହ୍ମପୁର,୧୦ା୯(ସ୍ମୃତିରଞ୍ଜନ ମହାଲିକ)ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ବାତାବରଣ ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ମାଧ୍ୟମରେ ହାଇସ୍କୁଲ ରୂପାନ୍ତୀକରଣ କରାଯାଉଛି। ଯାହାଦ୍ୱାରା ହାଇସ୍କୁଲଗୁଡିକରେ ଇ-ଲାଇବ୍ରେରୀ, ସ୍ମାର୍ଟ…
ସଚେତନତା ପ୍ଲେଟ୍ ନାଁରେ ୩୦ଟଙ୍କା ଆଦାୟ
ଯାଜପୁର,୧୦ା୯(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ, ଝିଅଙ୍କୁ ବଞ୍ଚାନ୍ତୁ ଓ ଝିଅଙ୍କୁ ପଢ଼ାନ୍ତୁ, ସ୍ବଚ୍ଛ ଗ୍ରାମ ସମୃଦ୍ଧ ଭାରତ ଆଦି ସଚେତନତାର ବାର୍ତ୍ତା ଦେଉଥିବା ଏକ ପ୍ଲେଟ ଲଗାଇବାକୁ ଲୋକଙ୍କଠାରୁ ୩୦ ଟଙ୍କା ଲେଖାଏ ଆଦାୟ କରାଯାଉଛି।…
Archives


