Home

‘ଯବାନ ଲାଗି ଟଙ୍କାଟିଏ ବି ନେଇନାହିଁ’

ବମ୍ବେ: ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ସହ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଦୀପିକା ପାଦ୍ୟୁକୋନ। ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକଙ୍କ ମନ ଜିଣିବା ସହ ହିଟ୍‌ ହୋଇଥିଲା। ସେବେଠାରୁ ଦୁହେଁ ଦୁହିଁଙ୍କୁ ‘ଲକି ଚାର୍ମ’ ବୋଲି…

୧.୬୫ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ: ଜଣେ ଗିରଫ

ଆଇଜଲ,୧୫।୯:ମିଜୋରାମର ଚମ୍ପାଇ ଜିଲାର ଜୋଖୱାଥର୍‌ ଅଞ୍ଚଳରୁ ଆସାମ ରାଇଫଲ୍ସ ଅଧିକାରୀ ପ୍ରାୟ ୧.୬୫ କୋଟି ଟଙ୍କା ମୂଲ୍ୟର ୨୩୭ ଗ୍ରାମ ହେରୋଇନ୍‌ ଜବତ କରିଛନ୍ତି। ଏହାସହ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ନିଷିଦ୍ଧ ପଦାର୍ଥ ନିଜ ପାଖରେ ରଖିବା ଅଭିଯୋଗରେ ଗିରଫ…

ବାପା ଚାହୁଁଥିଲେ ଆଇଏଏସ୍‌ ହୁଅନ୍ତୁ, ପୁଅ ବାର୍‌ ଶୈଳୀରେ ଚା’ ବିକି କମାଇଲେ ୧୦୦ କୋଟି…

ବାପା ଚାହୁଁଥିଲେ ପୁଅ ଆଇଏଏସ୍‌ ହେଉ। ହେଲେ ପୁଅଙ୍କର ଚିନ୍ତା ଭିନ୍ନ ଥିଲା। ସେ ବ୍ୟବସାୟରେ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲେ। ସେ ତାହା କରିଦେଖାଇଲେ ମଧ୍ୟ। ଏବେ ସେ ୧୦୦ କୋଟିର ମାଲିକ। କାହାଣୀଟି ହେଉଛି ମଧ୍ୟପ୍ରଦେଶର ରିବାରେ ରହୁଥିବା…

ବିଦ୍ୟୁତଖୁଣ୍ଟରେ ପିଟିହେଲା ସ୍କୁଟି: ଜଣେ ଛାତ୍ର ମୃତ, ଦୁଇ ଗୁରୁତର

ଚାନ୍ଦବାଲି,୧୫ା୯(ଅଶୋକ କୁମାର ପଣ୍ଡା): ଚାନ୍ଦବାଲି କଲେଜ ଇଣ୍ଡୋର ଷ୍ଟାଡିୟମ ରୋଡ୍‌ରେ ଶୁକ୍ରବାର ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ, ତିନି…

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି: ୟୁପିରେ ୯୮ ଜିଲା ଅଧ୍ୟକ୍ଷ ପରିବର୍ତ୍ତନ କଲା ଭାଜପା

ଲକ୍ଷ୍ନୌ,୧୫।୯: ୟୁପି ଭାଜପା ସଂଗଠନରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ୟୁପିରେ ୭୫ ପ୍ରତିଶତରୁ ଅଧିକ ଜିଲାର ଜିଲାମୁଖ୍ୟଙ୍କୁ ପରିବର୍ତ୍ତନ କରାଯାଇଛି। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି ବୋଲି କୁହାଯାଉଛି। ଦୀର୍ଘ ଦିନ ଧରି…

ଏମାନେ ହେଉଛନ୍ତି ଭାରତର ସବୁଠୁ ଧନୀ ଇଞ୍ଜିନିୟର, ପାଠପଢ଼ି ମଧ୍ୟବିତ୍ତରୁ ହୋଇଛନ୍ତି କୋଟିପତି

ଆଜି ହେଉଛି ଇଞ୍ଜିନିୟର୍ସ ଡେ’। ଆଧୁନିକ ଭାରତର ବିଶ୍ୱକର୍ମା ସାର୍‌ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କ ଜନ୍ମବାର୍ଷିକକୁ ଇଞ୍ଜିନିୟର୍ସ ଡେ’ ଭାବେ ପାଳନ କରାଯାଏ। ଦେଶର ଉନ୍ନତି ଲାଗି ଇଞ୍ଜିନିୟର୍ସମାନଙ୍କ ଅବଦାନ ଅତୁଳନୀୟ। ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ଦେଶର ସବୁଠାରୁ ଧନୀ…

‘ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ’

ଭୋପାଳ,୧୫।୯: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିବାକୁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନା କରି ଦେଇଛନ୍ତି। ମୁଁ ୨୦୧୮ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ନ ଥିଲି କି ଆଜି ନାହିଁ ବୋଲି ସିନ୍ଧିଆ ସ୍ପଷ୍ଟ କରିଛନ୍ତି। ୨୦୧୮ରେ ସିନ୍ଧିଆ କଂଗ୍ରେସରେ…

ସେନା ପୋଷକ ପିନ୍ଧି ପିତାଙ୍କୁ ସାଲ୍ୟୁଟ କଲେ ଶହୀଦ କର୍ଣ୍ଣେଲ ମନପ୍ରୀତ ସିଂଙ୍କ ପୁଅ

ମୋହାଲି,୧୫।୯: ଅନନ୍ତନାଗରେ ଶହୀଦ ହୋଇଥିବା କର୍ଣ୍ଣେଲ ମନପ୍ରୀତ ସିଂଙ୍କ ମୃତଦେହ ତାଙ୍କ ଜନ୍ମ ସ୍ଥାନ ଭଡୁଜିଆନରେ ପହଞ୍ଚିଛି। କର୍ଣ୍ଣେଲଙ୍କ ଭାଇ ସନ୍ଦୀପ ସିଂ କହିଛନ୍ତି ଯେ ତାଙ୍କର ଶେଷ ରୀତିନୀତି ଶୁକ୍ରବାର ଅପରାହ୍ନରେ କରାଯିବ। ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି…

ଭାରତର ପ୍ରଥମ ଇଞ୍ଜିନିୟର କିଏ ଥିଲେ? ଜାଣି ନ ଥିବେ ନାମ…

ଭାରତରେ ପ୍ରତି ବର୍ଷ ସେପ୍ଟେମ୍ବର ୧୫କୁ ୟ‘ଇଞ୍ଜିନିୟର୍ସ ଡେ’ ଭାବେ ପାଳନ କରାଯାଏ। ୧୯୬୮ରେ କେନ୍ଦ୍ର ସରକାର ଏହି ଦିନଟିକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କ’ଣ ଆପଣ ଜାଣନ୍ତି ଭାରତର ପ୍ରଥମ ଇଞ୍ଜିନିୟର କିଏ ଥିଲେ? ହୁଏତ ନା।…

ପୁଟିନଙ୍କ ସଫଳତା ପଛରେ ରହିଛି ଏହି ମ୍ୟାଜିକ ନମ୍ବର!

ମସ୍କୋ,୧୫।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ସବୁଠାରୁ ଶକ୍ତିଶାଳି ନେତାଙ୍କ ମଧ୍ୟରେ ଜଣେ। ଏବେ ପୁଟିନ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନଙ୍କ ସହ ସାକ୍ଷାତକାରକୁ ନେଇ ଅଛନ୍ତି ଚର୍ଚ୍ଚାରେ। ଅଙ୍କ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପୁଟିନଙ୍କ ମୂଳ ସଂଖ୍ୟା…

କୋରାପୁଟରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ

କୋରାପୁଟ,୧୫ା୯(ଅମିତାଭ ବେହେରା): ଭୁବନେଶ୍ୱର ଏମ୍‌ପି ତଥା ଭାଜପାର ଉପସଭାପତି ଅପରାଜିତା ଷଡ଼ଙ୍ଗୀଙ୍କୁ ଶୁକ୍ରବାର କୋରାପୁଟ ରେଳ ଷ୍ଟେଶନଠାରେ ଭାଜପା ନେତା ଏବଂ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମାଲକାନଗିରି ଗସ୍ତରେ ଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ…

୯ ଦିନ ପରେ ଖୋଲିଲା ଆଫଗାନିସ୍ତାନ-ପାକିସ୍ତାନ ସୀମା

କାବୁଲ,୧୫ା୯: ଦୀର୍ଘ ୯ ଦିନ ବନ୍ଦ ରହିବା ପରେ ଶୁକ୍ରବାର ଆଫଗାନିସ୍ତାନ-ପାକିସ୍ତାନର ମୁଖ୍ୟ ସୀମା ପୁଣି ଥରେ ଖୋଲାଯାଇଛି। ଦୁଇ ସପ୍ତାହର ସୈନ୍ୟବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ଗତ ସପ୍ତାହରୁ ପଡ଼ୋଶୀ ଦେଶ ମଧ୍ୟରେ ଥିବା ଟୋର୍କହମ ସୀମା ବନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri