Home

ଆଫଗାନିସ୍ତାନରେ ଭୂକମ୍ପ: ୨ହଜାରରୁ ଅଧିକ ମୃତ

କାବୁଲ,୮।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଗୋଟିଏ ପରେ ଗୋଟିଏ ହୋଇ ୭ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨ହଜାରକୁ ବୃଦ୍ଧି ପାଇଛି। ତାଲିବାନ ମୁଖପାତ୍ର ଏପ୍ରସଙ୍ଗରେ କହିଛନ୍ତି, ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ଏହା ସବୁଠାରୁ…

ଡାକ୍ତରମାନେ ଲୋକଙ୍କୁ ସାଇନ ବୋର୍ଡ ଲଗାଇ ବିଭ୍ରାନ୍ତ କରିବା ଉଚିତ ନୁହେଁ: ଜାତୀୟ ମେଡିକାଲ ଆୟୋଗ…

ନୂଆଦିଲ୍ଲୀ,୮।୧୦ : ଡାକ୍ତରମାନେ ବଡ଼ ସାଇନବୋର୍ଡ ଲଗାଇବା ଉଚିତ ନୁହେଁ। ସେମାନଙ୍କୁ ଔଷଧ ଦୋକାନରେ କିମ୍ବା ବାସଭବନ ଅବା କାର୍ଯ୍ୟସ୍ଥଳରେ ଏଭଳି କରିବା ଅନୁଚିତ। ଭିଜିଟିଂ କାର୍ଡ ଏବଂ ଘୋଷଣା ପତ୍ର ମାଧ୍ୟମରେ ଡାକ୍ତରମାନେ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ ନୁହେଁ।…

ଇସ୍ରାଏଲ୍‌ରୁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ନୁଶ୍‌ରତ

ମୁମ୍ବାଇ: ଇସ୍ରାଏଲ୍‌ ଉପରେ ହମାସ୍‌ ଆତଙ୍କବାଦୀ ଆକ୍ରମଣ କରିବାରୁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲରେ ଫସି ରହିଥିବା ବଲିଉଡ୍‌ ଅଭିନେତ୍ରୀ ନୁଶ୍‌ରତ ଭାରୁଚା ଇସ୍ରାଏଲ୍‌ ଛାଡ଼ିଛନ୍ତି। ଖୁବ୍‌ଶୀଘ୍ର ସେ ଭାରତରେ ପହଞ୍ଚିବେ ବୋଲି ତାଙ୍କ ମା’…

ଗାଜା ଉପରେ ଏବେ ପର୍ଯ୍ୟନ୍ତ ୪୨୬ ଏୟାର ଷ୍ଟ୍ରାଇକ କଲାଣି ଇସ୍ରାଏଲ

ଜେରୁଜେଲମ,୮।୧୦: ଶନିବାର ଗାଜା ଷ୍ଟ୍ରିପରେ ଆରମ୍ଭ ହୋଇଥିବା ଏୟାର ଷ୍ଟ୍ରାଇକ ରବିବାର ମଧ୍ୟ ଜାରି ରହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜା ଅଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ସ୍ଥାନାନ୍ତର କରିଛି। ଆଇଡିଏଫ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଉପରେ ୪୨୬ ଟି…

ହିନ୍ଦୁ ଅବିଭାଜିତ ପରିବାର ମୁଖ୍ୟଙ୍କର ନିଜ ସମ୍ପତ୍ତି ବିକ୍ରି କରିବାର ରହିଛି ଅଧିକାର: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୮।୧୦ : ସୁପ୍ରିମକୋର୍ଟ କହିଛନ୍ତି ଯେ ଏକ ହିନ୍ଦୁ ଅବିଭକ୍ତ ପରିବାରର ମୁଖ୍ୟଙ୍କର ନିଜ ପରିବାରର ସମ୍ପତ୍ତି ବିକ୍ରୟ କରିବାର ଅଧିକାର ଅଛି, ଯଦିଓ ଏହା ପରିବାରର ଜଣେ ନାବାଳକଙ୍କର ଅବିଭକ୍ତ ମାମଲା ହୋଇଥାଉ ପଛେ। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି…

ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର

ନୟାଗଡ଼,୮ା୧୦(ଲୋକନାଥ ମିଶ୍ର): ଶିକାର ସମୟରେ ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଶିକାରୀ ଗୁରୁତର ହୋଇଛନ୍ତି। ଶିକାରୀ ଜଣକ ହେଲେ ସନ୍ନ୍ୟାସୀ ଜାନି(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଣୀଗୋଛା ଓ ପରେ ଦଶପଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଉନ୍ନତି…

ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ବାଇଡେନଙ୍କୁ ଦାୟୀ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହମାସ୍‌ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ବାଇଡେନଙ୍କୁ ଦୁର୍ବଳତା ଯୋଗୁ ହିଂସା ଆରମ୍ଭ ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଏକ ରାଲିରେ ଟ୍ରମ୍ପ…

ଇସ୍ରାଏଲ ଯୁଦ୍ଧ କ୍ଷେତ୍ରରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

ଜେରୁଜେଲମ୍‌,୮ା୧୦: ଇସ୍ରାଏଲ ଉପରେ ହମାସ୍‌ ଆତଙ୍କବାଦୀ ଆକ୍ରମଣ ପରେ ରାମଲାଲାସ୍ଥିତ ପାଲେଷ୍ଟାଇନରେ ଥିବା ଭାରତର ପ୍ରତିନିଧି କାର୍ଯ୍ୟାଳୟ ସମସ୍ତ ଭାରତୀୟ ନାଗରିକଙ୍କୁ ଜରୁରୀକାଳିନ ପରିସ୍ଥିତିରେ କିମ୍ବା କୌଣସି ସାହାଯ୍ୟ ଆବଶ୍ୟକ ହେଲେ ସିଧାସଳଖ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ କହିଛନ୍ତି। ପ୍ରତିନିଧି…

ଏହି ୧୧ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍‌! ଜାଣନ୍ତୁ କିଏ ନେବ ଗିଲଙ୍କ ସ୍ଥାନ

ଚେନ୍ନାଇ,୮।୧୦: ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଚେନ୍ନାଇର ଏମ୍‌ ଚିଦାମ୍ବରମ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ତେବେ ବିଜୟରୁ ଟୁର୍ନାମେଣ୍ଟରେ ନିଜର ଯାତ୍ରା ଆରମ୍ଭ କରିବାକୁ…

ଭାରତରେ ଋତୁକାଳୀନ ବିପର୍ଯ୍ୟୟ : ୬୭ ଲକ୍ଷ ପିଲା ବେଘର, ୩୦୫୯ ପିଲା ହେଉଛନ୍ତି ପ୍ରତିଦିନ ବିସ୍ଥାପନ…

ନୂଆଦିଲ୍ଲୀ,୮।୧୦ : ଭାରତରେ ବନ୍ୟା, ମରୁଡ଼ି ଏବଂ ଝଡ ଭଳି ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁ ପ୍ରତିଦିନ ହାରାହାରି ୩,୦୫୯ ପିଲା ବିସ୍ଥାପନର ସମ୍ମୁଖୀନ ହେଉଛନ୍ତି। ୟୁନିସେଫ ଅନୁଯାୟୀ, ୨୦୧୬ ରୁ ୨୦୨୧ ମଧ୍ୟରେ ଦେଶର ୬୭ ଲକ୍ଷ ପିଲା ନିଜ…

ଇସ୍ରାଏଲରେ ଫସିଛନ୍ତି ଅଭିନେତ୍ରୀ ନୁଶରତ, ଯୋଗାଯୋଗ କରିପାରୁନି ଟିମ୍‌

ବମ୍ବେ: ବର୍ତ୍ତମାନ ଇସ୍ରାଏଲରେ ଯୁଦ୍ଧ ଚାଲିଛି। ପାଲେଷ୍ଟାଇନ୍‌ ସମର୍ଥକ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ବେଳେ ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏସବୁ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ନୁଶରତ ଭାରୁଚା ମଧ୍ୟ ଇସ୍ରାଏଲରେ ଫସିଥିବା ନେଇ ଖବର…

ଚାଇନା ସୈନ୍ୟଙ୍କ କଥା ବୁଝିବା ପାଇଁ, ଭାରତୀୟ ଯବାନ ଶିଖିବେ ମାନ୍ଦାରିନ ଭାଷା…

ନୂଆଦିଲ୍ଲୀ,୮।୧୦: ଯୁଦ୍ଧ ଏବଂ ଶାନ୍ତି ସମୟରେ ଦେଶର ସେବା କରୁଥିବା ଭାରତର ଟେରିଟେରାଲ ଆର୍ମି ଚଳିତ ବର୍ଷ ଏହାର ୭୫ ତମ ଉତ୍ସବ ପାଳନ କରୁଛି। ଏହି ଅବଧି ମଧ୍ୟରେ ଟେରିଟେରାଲ ଆର୍ମିରେ ଚାଇନାର ମାନ୍ଦାରିନ ଭାଷା ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?