ଅନ୍ତନଳୀରେ ମଇଳା ଜମିଲେ ବୃଦ୍ଧି ପାଏ ପେଟ ରୋଗ; ଜାଣିରଖନ୍ତୁ ସଫା କରିବା ଲାଗି ୪ ଟିପ୍ସ
ଶରୀରର ଅଧାରୁ ଅଧିକ ରୋଗ ପେଟ ସହିତ ଜଡିତ। ପେଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇବା ପାଇଁ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି। ହଜମ ପ୍ରକ୍ରିୟା ଠିକ ସେତେବେଳେ ରହିଥାଏ ଯେତେବେଳେ କୋଲନ ଅର୍ଥାତ…
ଉର୍ଫିଙ୍କୁ ‘ରାଜ କୁନ୍ଦ୍ରାଙ୍କ ଭଉଣୀ’ କହିଲେ ପ୍ରଶଂସକ
ବମ୍ବେ: ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଟେଲି ଅଭିନେତ୍ରୀ ଉର୍ଫି ଜାଭେଦ। କେତେବେଳେ ଅଖା ତ କେତେବେଳେ ବ୍ଲେଡ, ଆଉ କେତେବେଳେ କାର୍, ସର୍ବଦା ତାଙ୍କୁ ଭିନ୍ନ ଜିନିଷ ବ୍ୟବହାର କରି ପୋଷାକ ପ୍ରସ୍ତୁତ କରିଥିବା ଦେଖାଯାଏ। ଏବେ ସେଭଳି…
୧୦ ମିନିଟରେ ହଠାତ୍ ୨୮ ହଜାର ଫୁଟ ତଳକୁ ଖସିଲା ବିମାନ, ରାସ୍ତା ବଦଳାଇ ପହଞ୍ଚିଲା ବିମାନବନ୍ଦରରେ
ନଓ୍ବୋର୍କ,୧୫।୯: ଆମେରିକାର ଏକ ବିମାନ ସହ ନିକଟରେ ଏକ ଭୟାନକ ଘଟଣା ଘଟିଥିଲା। ନ୍ୟୁ ଜର୍ସିର ନଓ୍ବୋର୍କ ବିମାନବନ୍ଦରରୁ ଏକ ୟୁନାଇଟେଡ ଏୟାରଲାଇନ୍ସର ବିମାନ ମାତ୍ର ୧୦ ମିନିଟରେ ୨୮,୦୦୦ ଫୁଟ ତଳକୁ ଖସିଗଲା। କେବଳ ଏତିକି ନୁହେଁ, ଶହ ଶହ…
ଟସ୍ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ତିଳକ ବର୍ମା
କଲମ୍ବୋ,୧୫।୯: ଏସିଆ କପ୍ର ଶେଷ ସୁପର-୪ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଭାରତ ୫ଟି ପରିବର୍ତ୍ତନ…
ଝିଅ ଆଶାରେ ୯ ପୁଅ ଜନ୍ମ
ଅଷ୍ଟିନ: ଝିଅ ଜନ୍ମକୁ ଲୋକେ ଘରେ ଲକ୍ଷ୍ମୀଙ୍କ ଆଗମନ ବୋଲି ମଣିଥାନ୍ତି। ହେଲେ ବର୍ତ୍ତମାନ ବହୁତ କମ୍ ଲୋକ ଏହା ବିଶ୍ୱାସ କରନ୍ତି। ଅଧିକାଂଶ ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଖବର ଶୁଣିବାକୁ ମିଳିଥାଏ। ହେଲେ ଏକ ଦମ୍ପତି କନ୍ୟାସନ୍ତାନ ପାଇଁ ଆଶା…
ତାମିଲନାଡ଼ୁରେ ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି ୩ ମହିଳା
ହାଇଦ୍ରାବାଦ,୧୫।୯: ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ମହିଳାମାନେ ହେଲେ କ୍ରିଷ୍ଣାଭେନୀ, ଏସ୍ ରାମ୍ୟା ଏବଂ…
୨୦୨୫ସୁଦ୍ଧା ପାକିସ୍ତାନର ପରମାଣୁ ବୋମା ସଂଖ୍ୟା ୨୦୦ଟପିବ, ଆମେରିକା ବୈଜ୍ଞାନିକଙ୍କ ଦାବି
ଇସଲାମବାଦ,୧୫।୯: ପଡୋଶୀ ଦେଶ ପାକିସ୍ତାନ ପାଖରେ ରହିଛି ୧୭୦ଟି ପରମାଣୁ ବୋମା ଯାହା ୨୦୨୫ ସୁଦ୍ଧା ୨୦୦ଟପିବ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ ‘ବୁଲେଟିନ ଅଫ୍ ଦ ଆଟୋମିକ ସାଇଣ୍ଟିଷ୍ଟ’ରେ ପ୍ରକାଶିତ ‘ନ୍ୟୁକ୍ଲିଅର ନୋଟବୁକ୍’ ସ୍ତମ୍ଭରେ ୧୧ସେପ୍ଟେମ୍ବରରେ ଆଲେଖ୍ୟ ପ୍ରକାଶ ପାଇଛି।…
ବାପା ହେଲେ ମାକ୍ସଓ୍ବେଲ୍
ସିଡନୀ,୧୫।୯: ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଖେଳାଳି ଗ୍ଲେନ ମ୍ୟାକ୍ସୱେଲ ବାପା ହୋଇଛନ୍ତି। ମ୍ୟାକ୍ସୱେଲଙ୍କ ସ୍ତ୍ରୀ ଭିନି ରମଣ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଭିନି ସୋସିଆଲ ମିଡିଆରେ ଶିଶୁର ଅଧା ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କର ଏବଂ ମ୍ୟାକ୍ସୱେଲଙ୍କ ହାତ…
ଥମୁନି ସନାତନ ଧର୍ମ ବିବାଦ, ସୁପ୍ରିମକୋର୍ଟରେ ପିଟିଶନ ଦାଖଲ
ନୂଆଦିଲ୍ଲୀ,୧୫।୯: ସନାତନ ଧର୍ମକୁ ନେଇ ତାମିଲନାଡୁ ସରକାରରେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେ ଏମ୍ପି ଏ ରାଜାଙ୍କ ବୟାନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଚେନ୍ନାଇର ଜଣେ ଓକିଲ ଏହି ଆବେଦନ କରିଛନ୍ତି। ଡିଏମକେ ନେତା ତଥା…
ପୁରୀ ପୌରପାଳିକା ଲିଜ୍ ଜମି ହେବ ନିୟମିତ, ସେପ୍ଟେମ୍ବର ଶେଷସୁଦ୍ଧା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର
ଭୁବନେଶ୍ୱର,୧୫ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ଼ ଜିଲା ଗସ୍ତ ସମୟରେ ଜନସାଧାରଣଙ୍କଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସମ୍ପର୍କରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଶୁକ୍ରବାର…
୭୦ ବର୍ଷ ହେବ ‘ହିନ୍ଦୁ ବିରୋଧୀ’ ଅଭିଯାନ ଚଳାଉଛି ଡିଏମ୍କେ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧୫।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଏମକେ ସମେତ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ହିନ୍ଦୁ ଏବଂ ସନାତନ ଧର୍ମ ବିରୋଧୀ ବୋଲି କହିଛନ୍ତି। ଶୁକ୍ରବାର ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ, ଡିଏମକେ ନେତା ତଥା ମନ୍ତ୍ରୀ (ତାମିଲନାଡୁ)…
କୌଣସି ପୁରସ୍କାର ଉତ୍ସବରେ ଯୋଗ ଦିଅନ୍ତିନି ଅମୀର, କାରଣ…
ମୁମ୍ବାଇ: ବଲିଉଡ୍ରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ମିଷ୍ଟର ପର୍ଫେକ୍ଟନିଷ୍ଟ ଅମୀର ଖାନ୍ କୌଣସି ପୁରସ୍କାର ଉତ୍ସବରେ ଭାଗ ନିଅନ୍ତି ନାହିଁ। କାରଣ ୩୧ ବର୍ଷ ପୂର୍ବେ ତାଙ୍କ ସହ ଏମିତି କିଛି ଘଟିଥିଲା, ଯାହା…
Archives


