Home

ଅଣ୍ଡର-୧୯ ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କଲା ଆମେରିକା

ନୂଆଦିଲ୍ଲୀ,୧୯।୮: ଆସନ୍ତା ବର୍ଷ ଶ୍ରୀଲଙ୍କାରେ ହେବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍‌ ଲାଗି ଆମେରିକା ଯୋଗ୍ୟତା ହାସଲ କରିଛି। ଯୋଗ୍ୟତା ପ୍ରତିଯୋଗିତାର ୬ ମ୍ୟାଚ୍‌ରୁ ୫ ମ୍ୟାଚ୍‌ରେ ବିଜେତା ହୋଇ ଦଳ ଶୀର୍ଷ ସ୍ଥାନ ହାସଲ କରିଥିଲା। ତେବେ କାନାଡାର ଆମେରିକା…

ଉଦୟପୁର-ଖଜୁରାହୋ ଇଣ୍ଟରସିଟି ଇଞ୍ଜିନରେ ଅଗ୍ନିକାଣ୍ଡ…

ଗ୍ବାଲିୟର,୧୯।୮ : ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା ଘଟିଛି। ଶନିବାର ଗ୍ବାଲିୟର ଏକ୍ସପ୍ରେସ ଟ୍ରେନର ଇଞ୍ଜିନରେ ହଠାତ ଅଗ୍ନିକାଣ୍ଡ ଘଟି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯାତ୍ରୀମାନେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଆତଙ୍କିତ ହୋଇ ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ସୂଚନା…

ବାଇକ ଚଳାଇଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ…

ଲେହ,୧୯।୮ : ଲଦାଖ ଗସ୍ତରେ ଯାଇଥିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି। ରାହୁଲ ପାଙ୍ଗୋଙ୍ଗ ହ୍ରଦ ନିକଟରେ ସେ ବାଇକ ଚଳାଉଥିବାର ନଜର ଆସିଥିଲେ। ରାହୁଲ ଗାନ୍ଧୀ ନିଜର ଅଫିସିଆଲ ଏକ୍ସ (ଟୱିଟର)…

ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ…

ନୂଆଦିଲ୍ଲୀ,୧୯।୮ : କେନ୍ଦ୍ର ସରକାର ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଘରୋଇ ବଜାରରେ ପିଆଜ ଦାମ ନିୟନ୍ତ୍ରଣ କରିବା ଲାଗି ଏଭଳି କରାଯିବା ପାଇଁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି…

ପଞ୍ଚାୟତ ସଦସ୍ୟଙ୍କ ପାଇଁ ଦୁଇ ସନ୍ତାନ ସୀମା ମଧ୍ୟରେ କେବଳ ଜନ୍ମିତ ସନ୍ତାନ ହେବେ ସାମିଲ: ହାଇକୋର୍ଟଙ୍କ ବଡ ନିଷ୍ପତ୍ତି…

ମୁମ୍ବାଇ,୧୯।୮ : ଶନିବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ନିଷ୍ପତ୍ତି ନେଇଛି ମହାରାଷ୍ଟ୍ରର ପଞ୍ଚାୟତ ସଦସ୍ୟଙ୍କ ପାଇଁ ନିର୍ଦ୍ଧାରିତ ଦୁଇ ସନ୍ତାନଙ୍କ ସୀମାରେ କେବଳ ଜନ୍ମିତ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। କିନ୍ତୁ ପୋଷ୍ୟ ସନ୍ତାନ ନୁହେଁ। ମହାରାଷ୍ଟ୍ର ଜିଲା ପରିଷଦ ଏବଂ…

ଭାରତ ମହାସାଗରରେ ବୃଦ୍ଧି ପାଉଛି ବୁଡ଼ା ଜାହାଜ ବ୍ୟବହାର: ବିକ୍ରମ ସିଙ୍ଘେ…

କଲମ୍ବୋ,୧୯।୮ : ଜାତୀୟ ସୁରକ୍ଷା ରଣନୀତିର ବିସ୍ତୃତ ସମୀକ୍ଷା ଆବଶ୍ୟକତା ଉପରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମ ସିଙ୍ଘେ ଶନିବାର ଜୋର ଦେଇଛନ୍ତି। ଗାଲେ ପ୍ରଦେଶର ଦକ୍ଷିଣ ଜିଲାରେ ନୌସେନାର ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଏହି ସମୀକ୍ଷାରେ…

ହୃଦଘାତରେ ତାମିଲ ଅଭିନେତା ପଓ୍ବନଙ୍କ ପରଲୋକ…

ମୁମ୍ବାଇ : ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସିଛି। ଟିଭି ଦୁନିଆର ଜଣାଶୁଣା ଅଭିନେତା ପୱନଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ଏହି ଖବର ମନୋରଞ୍ଜନ ଶିଳ୍ପ ସହିତ ଜଡିତ…

ମିଶନ ଅମୃତ ସରୋବରରେ ପଛୁଆ ୮ ରାଜ୍ୟ: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୯।୮ : ଜାତୀୟ ଲକ୍ଷ୍ୟ ହାସଲ କରିବା ସତ୍ତ୍ୱେ ମିଶନ ଅମୃତ ସରୋବର ଅନ୍ତର୍ଗତ ଥିବା ଲକ୍ଷ୍ୟ ପୂରଣ କରିବାରେ ଦେଶର ଆଠଟି ରାଜ୍ୟ ପଛରେ ପଡିଛନ୍ତି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଶନିବାର ଏକ ବିବୃତ୍ତିରେ କହିଛି। ଏଥିରେ କୁହାଯାଇଛି…

ହିନ୍ଦୁ ଧର୍ମ ସର୍ବ ପୁରାତନ, ଏଠାକୁ ଇସଲାମ ହାତରେ ଖଣ୍ଡା ଧରି ଆସି ନ ଥିଲା: ଗୁଲାମ ନବୀ ଆଜାଦ…

ଶ୍ରୀନଗର,୧୯।୮ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗତ ଦିନରେ ଡୋଡାଠାରେ ଏକ ବିବୃତ୍ତି ଦେଇଥିଲେ। ଉକ୍ତ ବିବୃତ୍ତିର ସ୍ପଷ୍ଟୀକରଣ ସେ ଶନିବାର ଏକ ନ୍ୟୁଜ ଏଜେନ୍ସି ସହ ବାର୍ତ୍ତାଳାପରେ ଦେଇଛନ୍ତି। ସେ ଦୋହରାଇଛନ୍ତି ହିନ୍ଦୁ ଧର୍ମ ହେଉଛି…

ମଣିପୁର ହିଂସାରେ ଭାଜପା ସରକାର ବିଫଳ ହୋଇଛନ୍ତି, ବିରେନ ସିଂଙ୍କୁ ଶୀଘ୍ର ହଟାନ୍ତୁ: ସିପିଆଇଏମର ଦାବି…

ଇମ୍ଫାଲ,୧୯।୮ : ବରିଷ୍ଠ ସିପିଆଇ (ଏମ) ନେତା ଜିତେନ୍ଦ୍ର ଚୌଧୁରୀ ମଣିପୁରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାରେ ଭାଜପା ସରକାର ବିଫଳ ହୋଇଥିବା କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ହଟାଇବାକୁ ସେ ଦାବି କରିଛନ୍ତି। ତ୍ରିପୁରା ୟୁନିଟର ସାଧାରଣ…

ନିଖୋଜ ନାହାନ୍ତି ଆଫଗାନିସ୍ତାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୯।୮: ଭାରତରେ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜଇ ନିଖୋଜ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛି। ତେବେ ତାଙ୍କର କିଛି ଦିନ ହେବ ଖୋଜ ଖବର ମିଳିପାରୁ ନାହିଁ। କିନ୍ତୁ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଖେଶଦ୍‌ ଫାରୁଦ। ସେ…

ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ

ମୁମ୍ବାଇ,୧୯।୮: ମହାରାଷ୍ଟ୍ରର ତାଡୋବା-ଅନ୍ଧାରି ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ ହୋଇଛି। ପୋଲିସର ସୂଚନାନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ତାଡୋବା ଅନ୍ଧାରି ଟାଇଗର ରିଜର୍ଭ (ଟିଏଟିଆର)ର ଅନଲାଇନ ବୁକିଂ ପାଇଁ ଚୁକ୍ତିନାମା ପାଇଥିବା ଦୁଇ ଭାଇଙ୍କ ବିରୋଧରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri