Home

ଅଷ୍ଟ୍ରେଲିଆ ପ୍ଲେଇଙ୍ଗ-୧୧ରେ ୨ ପରିବର୍ତ୍ତନ,ଦକ୍ଷିଣ ଆଫ୍ରିକାର ଜଣେ ନୂଆ ଖେଳାଳି…

ଲକ୍ଷ୍ନୌ,୧୨।୧୦ : ବିଶ୍ୱକପ ୨୦୨୩ର ଦଶମ ମ୍ୟାଚ ଆଜି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌର ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀଏକାନା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି…

ପ୍ରଧାନଶିକ୍ଷକ ନିଲମ୍ବନ ଘଟଣା: ବିଇଓ ଅଫିସ ସମ୍ମୁଖରେ ବସିଲେ ଛାତ୍ରୀଛାତ୍ର

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କାରଣରୁ ନିଲମ୍ବନ କରିଛନ୍ତି ବିଇଓ ଭାଗୀରଥି ବେହେରା। ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର…

ଫର୍ଜି-୨: ପୁଣି ନକଲି ନୋଟ କାରବାର କରିବେ ଶାହିଦ…

ମୁମ୍ବାଇ : ଚଳିତ ବର୍ଷ ଚଳଚ୍ଚିତ୍ର ସହିତ ଅନେକ ୱେବ ସିରିଜ ଓଟିଟି ରେ ମଧ୍ୟ ରିଲିଜ ହେଉଛି। ଓଟିଟି ରେ ଅନେକ ୱେବ ସିରିଜ ଅଛି କିନ୍ତୁ କିଛି ୱେବ ସିରିଜ ଅଛି ଯାହା ସମସ୍ତଙ୍କ ହୃଦୟ ଏବଂ ମନରେ…

ଆଇଏସଆଇ-ତାଲିବାନ ସମ୍ପର୍କକୁ ଅଣଦେଖା ନ କରୁ ଭାରତ: ଆଫଗାନିସ୍ତାନର ନିର୍ବାସିତ ରାଷ୍ଟ୍ରପତି ଅମରୁଲ୍ଲା

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନର ନିର୍ବାସିତ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପାକିସ୍ତାନ ଓ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ସମ୍ପର୍କକୁ ନେଇ ଭାରତକୁ ସତର୍କ କରାଇଛନ୍ତି। ସେ କହିଛନ୍ତି, ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଭାରତ ଅଣଦେଖା କରିବା ଉଚିତ ନୁହେଁ। ଆଇଏସଆଇ…

ତିନି ବର୍ଷରେ ୧୦ ଦେଶକୁ ୧୧୨ ବିଲିୟନ ଡଲାରର ରପ୍ତାନି କରିବ ଭାରତ…

ନୂଆଦିଲ୍ଲୀ,୧୨।୧୦ : ସରକାରୀ ସମର୍ଥନ ଏବଂ ଉପଯୁକ୍ତ ରଣନୀତି ତଥା ମାର୍କେଟିଂ କୌଶଳ ଆଧାରରେ ଭାରତ ତିନି ବର୍ଷ ମଧ୍ୟରେ ଆମେରିକା ସମେତ ୧୦ ଟି ଦେଶକୁ ୧୧୨ ବିଲିୟନ ଡ଼ଲାରର ରପ୍ତାନି କରିବ। ଏହି ଦେଶଗୁଡିକରେ ଭାରତୀୟ ମିଶନଗୁଡିକ ବଜାର…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଯବାନ୍‌’

ଅଭିନେତା ଶାହାରୁଖ ଖାନଙ୍କ ସୁପରହିଟ୍‌ ଫିଲ୍ମ ‘ଯବାନ୍‌’ ବକ୍ସ ଅଫିସରେ ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହି ଫିଲ୍ମ ବକ୍ସ ଅଫିସରେ ୧୧୦୦ କୋଟିରୁ ଅଧିକ ଆୟ କରିଛି। ଏବେ ଏହି ଫିଲ୍ମଟି ଓଟିଟିରେ ରିଲିଜ୍‌ ହେବାକୁ…

ଆମ୍‌ଲେଟ୍‌ ଖାଇଲେ ୧ ଲକ୍ଷ ଟଙ୍କା ପୁରସ୍କାର

ଦିଲ୍ଲୀର ଜଣେ ଷ୍ଟ୍ରିଟ ବିକ୍ରେତା ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଚ୍ୟାଲେଞ୍ଜ ଦେଇଛନ୍ତି। ତାଙ୍କ ଆମଲେଟ ଚ୍ୟାଲେଞ୍ଜରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗ୍ରାହକଙ୍କୁ ଏକ ବିରାଟ ନଗଦ ପୁରସ୍କାର ଜିତିବାର ସୁଯୋଗ ଦେଇଛନ୍ତି। ୩୧ ଅଣ୍ଡାରେ ପ୍ରସ୍ତୁତ ଆମ୍‌ଲେଟ୍‌କୁ ଯିଏ ମାତ୍ର ୩୦…

ପିଲା କ‘ଣ ପଢ଼ିବେ ତାହାର ନିଷ୍ପତ୍ତି ନେବ କଂଗ୍ରେସ: ଜାତୀୟ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ କର୍ନାଟକ ସରକାରଙ୍କ ୧୫ ଜଣିଆ କମିଟି…

ବେଙ୍ଗାଲୁରୁ,୧୨।୧୦ : କର୍ନାଟକରେ କଂଗ୍ରେସ ସରକାର ଜାତୀୟ ଶିକ୍ଷା ନୀତିକୁ ପରିବର୍ତ୍ତନ କରିବା ଏବଂ କର୍ନାଟକ ରାଜ୍ୟ ଶିକ୍ଷା ନୀତି ପ୍ରସ୍ତୁତ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ବିଶେଷଜ୍ଞଙ୍କ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ସରକାର…

୧୬ ବର୍ଷ ବୟସରେ ୧୦୦ କୋଟି ଟଙ୍କାର କମ୍ପାନୀ ଛିଡା କଲେ ଝିଅ: ଜାଣନ୍ତୁ କେମିତି

ପ୍ରାଞ୍ଜଲୀ ଅବସ୍ଥି, ବୟସ ମାତ୍ର ୧୬ ବର୍ଷ। ଏତେ କମ୍‌ ବୟସରେ ୧୦୦ କୋଟିଏ ଟଙ୍କାର କମ୍ପାନୀ ଛିଡା କରିଛନ୍ତି ସେ। ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଜାନୁଆରୀ ୨୦୨୨ରେ ପ୍ରାଞ୍ଜଲୀ ତାଙ୍କର ଷ୍ଟାର୍ଟଅପ ଆରମ୍ଭ କରିଥିଲେ, ଯାହାର ମୂଲ୍ୟ…

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ଜି.ଉଦୟଗିରି,୧୨।୧୦(ଶିଶିର ପଟ୍ଟନାୟକ) ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ କଳିଙ୍ଗା ଘାଟିରେ ବ୍ରେକ ଫେଲ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହା ଫଳରେ ଡ୍ରାଇଭର ସୋନୁ ବିଶ୍ୱକର୍ମା (୨୮ ବର୍ଷ) ଟ୍ରକରେ ଚାପି ହୋଇ ରହିଯାଇଥିଲେ । ପୋଲିସ ଓ…

ଭାଜପା ନେତା ସରତାଜ ସିଂଙ୍କ ପରଲୋକ…

ଭୋପାଳ,୧୨।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସରତାଜ ସିଂଙ୍କର ଆଜି ଅର୍ଥାତ ଗୁରୁବାର ସକାଳେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ୮୩ ବର୍ଷ ବୟସରେ ଭୋପାଳରେ…

ଇସ୍ରାଏଲ କୃଷି ପଦ୍ଧତିରେ ଭାରତରେ ବଢୁଛି ଫଳ, ପନିପରିବା ଉତ୍ପାଦନ

ନୂଆଦିଲ୍ଲୀ,୧୨।୧୦: ଯୁଦ୍ଧରେ ଧିରେ ଧିରେ ଶ୍ମଶାନ ପାଲଟିଥିବା ଦେଶ ଇସ୍ରାଏଲ ପ୍ରତିରକ୍ଷା କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ସେଥିପାଇଁ ଭାରତ ଇସ୍ରାଏଲରୁ ନୂଆ ଟେକ୍ନୋଲଜିର ଅସ୍ତ୍ରଶସ୍ତ୍ର କିଣିଥାଏ। ତେବେ କେବଳ ଅସ୍ତ୍ରଶସ୍ତ୍ର ଚୁକ୍ତି ନୁହେଁ ଭାରତ ଇସ୍ରାଏଲର ନୂଆ କୃଷି ପ୍ରଯୁକ୍ତିବିଦ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?