Home

ତ୍ୱଚା ପାଇଁ ବରଦାନ ସଜନାଶାଗ

ସଜନାଶାଗରେ ଭରିରହିଛି ଅନେକ ପୋଷକ ତତ୍ତ୍ୱ, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ… ସଜନାଶାଗକୁ ଶୁଖାଇ ଭଲ…

ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକିଲା ପାକିସ୍ତାନ…

ଇସଲାମାବାଦ/ଓ୍ବାଶିଂଟନ,୧୯।୯: ଏକ ରିପୋର୍ଟ ଦାବି କରାଯାଇଛି ପାକିସ୍ତାନ ୟୁକ୍ରେନକୁ ଯୋଗାଇବା ପାଇଁ ଗୁପ୍ତଚର ଚୁକ୍ତି ଅନୁଯାୟୀ ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିଛି। ଏହାର ପ୍ରତିବଦଳରେ ଅର୍ଥନୈତିକ ସଙ୍କଟରେ ଘେରି ରହିଥିବା ପାକିସ୍ତାନକୁ ଆଇଏମଏଫ ଏକ ବେଲ ଆଉଟ ପ୍ୟାକେଜ ପ୍ରଦାନ କରିଛି।…

ଅଳ୍ପ ବୟସରୁ…

ଜଣେ ନାରୀ ପାଇଁ ଜରାୟୁ ବା ଗର୍ଭାଶୟ ଏକ ଅମୂଲ୍ୟ ଅଙ୍ଗ। ଏହା ଗର୍ଭରେ ଏକ ଶିଶୁକୁ ଧାରଣକରି ନାରୀକୁ ମା’ ହେବାର ପୂର୍ଣ୍ଣତା ପ୍ରଦାନ କରେ। ହେଲେ କେବେ କେବେ ବିଭିନ୍ନ ଜଟିଳ ପରିସ୍ଥିତିରେ କେତେଜଣ ମହିଳାଙ୍କ ଶରୀରରୁ ଏହି…

ଭୁଲ୍‌ରେ ବି କାହାକୁ କୁହନ୍ତୁ ନାହିଁ ଏହି ୫ କଥା, ନଚେତ ପସ୍ତାଇବେ ସାରା ଜୀବନ !

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ଉପରେ ବର୍ଣ୍ଣନା କରିଛନ୍ତି। ସେସବୁକୁ ଯଦି ଜୀବନରେ ପ୍ରୟୋଗ କରାଯାଏ ତେବେ ଜଣେ ସୁଖୀ ଜୀବନ ବିତାଇପାରିବ। ସେ ତାଙ୍କର ନୀତିରେ କିଛି…

ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କଲେ ମାୟାବତୀ, କିନ୍ତୁ…

ନୂଆଦିଲ୍ଲୀ,୧୯।୯: ଦେଶର ନୂତନ ସଂସଦ ଏବଂ ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ବହୁଜନ ସମାଜ ପାର୍ଟି ସଭାପତି ମାୟାବତୀ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ବିଏସପି ସୁପ୍ରିମୋ ନୂତନ ସଂସଦ ଭବନକୁ ସ୍ବାଗତ କରିଛନ୍ତି। ଏହା ସହିତ ମହିଳା ସଂରକ୍ଷଣ ବିଲ…

ନୂତନ ସଂସଦ ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସମସ୍ତ ଏମ୍‌ପି

ନୂଆଦିଲ୍ଲୀ,୧୯।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଆଜିଠାରୁ ନୂତନ ସଂସଦ ଗୃହରେ ସଂସଦର ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ଏମ୍‌ପି ନୂତନ ସଂସଦ ଗୃହରେ ପହଞ୍ଚି ନିଜ ନିଜ ଆସନ ଗ୍ରହଣ କରିଛନ୍ତି।ଲୋକ…

କେବେ ବି ଦାନରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; କାଙ୍ଗାଳ ହୋଇଯିବେ…

ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି ଯାହାକୁ…

୨୦୦ କୋଟି ଟଙ୍କାର ସମ୍ପତ୍ତି; ୩ କୋଟିର କାର୍‌; ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି ରୋହିତ ଶର୍ମା…

ନୂଆଦିଲ୍ଲୀ,୧୯।୯: ୨୦୦୭ରେ ଭାରତୀୟ ଟିମ୍‌ ପକ୍ଷରୁ ଡେବ୍ୟୁ କରିଥିଲେ ରୋହିତ ଶର୍ମା। ଏହାପରଠାରୁ ସେ ଜଣେ କ୍ରିକେଟରରୁ ଅଧିନାୟକ ହେବାରେ ସଫଳ ହୋଇଛନ୍ତି। ତେବେ ଏହି ଯାତ୍ରା ସେତେଟା ସହଜ ନ ଥିଲା। କ୍ରିକେଟର ଭାବେ ସବୁ କ୍ଷେତ୍ରରେ ସେ ନିଜକୁ…

‘ଗଣପଥ’ର ଫାଷ୍ଟ ଲୁକ ରିଲିଜ, ଆକ୍ସନ ଅବତାରରେ ଟାଇଗର

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ଆକ୍ଟର ଟାଇଗର ଶ୍ରଫ ଖୁବଶୀଘ୍ର ସିନେମାରେ ତାଙ୍କର ଯାଦୁ ଦେଖାଇବାକୁ ଆସୁଛନ୍ତି। ଅଭିନେତା ଖୁବଶୀଘ୍ର ରିଲିଜ ହେବାକୁ ଯାଉଥିବା ତାଙ୍କ ଆଗାମୀ ମୁଭିର ଫାଷ୍ଟ ଲୁକ ସେୟାର କରିଛନ୍ତି। ଟାଇଗରଙ୍କ ଆଗାମୀ ମୁଭିର ନାମ ହେଉଛି…

ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ ନେଇ ସୋନିଆଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ସଂସଦୀୟ ପାର୍ଟି (ସିପିପି) ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟ୍‌ ମଞ୍ଜୁରୀକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଙ୍ଗଳବାର ସକାଳେ ସଂସଦରେ ପହଞ୍ଚିବା ପରେ ସୋନିଆ ଗାନ୍ଧୀ କହିଛନ୍ତି, ଏହା ଆମର,…

ଏହି ଭାରତୀୟ କୋଟିପତିଙ୍କ ପାଖରେ ରହିଛି ବିଦେଶରେ ସବୁଠୁ ମହଙ୍ଗା ଘର, ଅମ୍ବାନୀ ବି ରହିଗଲେ ପଛରେ…

ଭାରତର ଅଧିକାଂଶ କୋଟିପତି ଅନ୍ୟ ଦେଶରେ ଘର କିଣିବାକୁ ପସନ୍ଦ କରନ୍ତି। ଲଣ୍ଡନ, ଦୁବାଇ, ସିଙ୍ଗାପୁର ଆଦି ସ୍ଥାନରେ ସେମାନଙ୍କର ମହଙ୍ଗା ଘର ରହିଛି। ତେବେ ସ୍ବିଜରଲ୍ୟାଣ୍ଡରେ ପଙ୍କଜ ଓସଓ୍ବାଲଙ୍କ ଭିଲା ଦୁନିଆର ସବୁଠୁ ମହଙ୍ଗା ଘର ମଧ୍ୟରୁ ଗୋଟିଏ। ସେ…

‘ଯୁବ କ୍ରିକେଟର ସତ୍ତ୍ୱେ ପନ୍ତ ଦେଇଛନ୍ତି ପ୍ରେରଣା’

ନୂଆଦିଲ୍ଲୀ,୧୯।୯: ଆସନ୍ତା ବିଶ୍ୱକପ୍‌ରେ ଖେଳିବା ଲାଗି ଫିଟ୍‌ ନାହାନ୍ତି ଋଷଭ ପନ୍ତ। କାର ଦୁର୍ଘଟଣାରେ ଆହତ ହେବା ପରେ ସେ ଏବେ ଏନ୍‌ସିଏରେ ରିହାବିଲିଟେଶନରେ ଅଛନ୍ତି। ଏଣୁ ଆସନ୍ତା ବର୍ଷ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି। ଏସବୁ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri