ଇସ୍ରାଏଲ-ହମାସ ଯୁଦ୍ଧ: କ୍ଷତି ସହିବେ ଭାରତୀୟ ରପ୍ତାନିକାରୀ…
ନୂଆଦିଲ୍ଲୀ,୯।୧୦ : ଭାରତୀୟ ରପ୍ତାନିକାରୀମାନଙ୍କୁ ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ କ୍ଷତି ସହିବାକୁ ପଡ଼ିବ। ଭାରତ ଇସ୍ରାଏଲକୁ ବହୁ ପରିମାଣର ସାମଗ୍ରୀ ରପ୍ତାନି କରେ। ବିଶେଷଜ୍ଞମାନେ କହିଛନ୍ତି ଯୁଦ୍ଧ ଯୋଗୁ ରପ୍ତାନିକାରୀମାନଙ୍କୁ ଅଧିକ ବୀମା ପ୍ରିମିୟମ ଏବଂ ପରିବହନ ଖର୍ଚ୍ଚର ସାମ୍ନା…
‘ଧକ ଧକ’ର ଟ୍ରେଲର ରିଲିଜ୍
ଡ୍ରାମା ଭିତ୍ତିକ ଫିଲ୍ମ ‘ଧକ ଧକ’ର ଟ୍ରେଲର ରିଲିଜ୍ ହୋଇଛି। ବଲିଉଡର ଦକ୍ଷ ଅଭିନେତ୍ରୀ ଫାତିମା ସାନା ଶେଖ, ଦିଆ ମିର୍ଜା, ରତ୍ନା ପାଠକ ଶାହା ଏବଂ ସଞ୍ଜନା ସାଙ୍ଗୀ ପ୍ରମୁଖ ଏଫିଲ୍ମରେ ଅଭିନୟ କରିଛନ୍ତି। ତିନି ମିନିଟର ଲମ୍ବା ଟ୍ରେଲରରେ…
ଟ୍ରେନ୍ ଭିତରେ ଏମିତି ଡ୍ୟାନ୍ସ କଲେ ଝିଅ, ରାତାରାତି ହେଲେ ଭାଇରାଲ, ଭିଡିଓ ଦେଖିଲେ..
ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ କିଛି କରିବାକୁ ପ୍ରସ୍ତୁତ। ସେମାନେ ଯେକୌଣସି ସ୍ତରକୁ ବି ଯିବାକୁ ପ୍ରସ୍ତୁତ। ଆପଣ ଲୋକମାନଙ୍କୁ ରିଲ୍ରେ ଡ୍ୟାନ୍ସ ଏବଂ ଗୀତ ଗାଉଥିବାର ଦେଖିଥିବେ। ଯଦି ସେମାନେ ଘର ଭିତରେ ଏହା କରନ୍ତି,…
ନ୍ୟୁଜିଲାଣ୍ଡ ନେଦରଲାଣ୍ଡ ଲଢ଼େଇ: ବଡ଼ ବିଜୟ ଲକ୍ଷ୍ୟରେ ଉଭୟ ଦଳ…
ହାଇଦ୍ରାବାଦ,୯।୧୦ : ବିଶ୍ୱକପ ୨୦୨୩ର ଷଷ୍ଠ ମ୍ୟାଚ ସୋମବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ବିଶ୍ୱକପରେ ଏହା ନ୍ୟୁଜିଲାଣ୍ଡର ଦ୍ୱିତୀୟ ମ୍ୟାଚ ହେବ। କିୱି ଦଳ ଏହାର ଉଦଘାଟନୀ ମ୍ୟାଚରେ…
ପାଞ୍ଚ ରାଜ୍ୟର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ନଭେମ୍ବର ୭ରେ ମିଜୋରାମରେ ଭୋଟ, ଡିସେମ୍ବର ୩ରେ ଗଣତି
ନୂଆଦିଲ୍ଲୀ,୯।୧୦: ପାଞ୍ଚଟି ରାଜ୍ୟରେ ୬୭୯ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ନଭେମ୍ବରରେ ହେବ ନିର୍ବାଚନ। ମିଜୋରାମରେ ୭ ନଭେମ୍ବର, ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ନଭେମ୍ବର ୭ ଓ ୧୭ରେ ହେବ ନିର୍ବାଚନ। ସେହିପରି…
ସିଙ୍ଘମ-୩ରେ ଅଜୟ, କରିନାଙ୍କ ପରେ ଏବେ ଅକ୍ଷୟଙ୍କ ଏଣ୍ଟ୍ରି…
ମୁମ୍ବାଇ : ପ୍ରଶଂସକମାନେ ଅଜୟ ଦେବଗାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସିଙ୍ଘମ-୩ କୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ସବୁଥର ପରି ଏଥର ମଧ୍ୟ ଏହି ଚଳଚ୍ଚିତ୍ରଟିକୁ ରୋହିତ ଶେଟ୍ଟି ନିର୍ଦ୍ଦେଶନା ଦେଉଛନ୍ତି। ଖବର ଅଛି କରୀନା କପୁର…
ପାଞ୍ଚ ରାଜ୍ୟର ବିଧାନ ସଭା ନିର୍ବାଚନ, ଏଥର ୬୦ ଲକ୍ଷ ନୂଆ ଯୁବ ଭୋଟର ଦେବେ ଭୋଟ
ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେଉଁ ରାଜ୍ୟରେ କେତେ ଲୋକ ଭୋଟ ଦେବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ଏଥର ୬୦ ଲକ୍ଷ ଯୁବ ଭୋଟର ପ୍ରଥମ ଥର ପାଇଁ…
ଆମେ ଇସ୍ରାଏଲ ସହ ଅଛୁ, ହମାସ ଆକ୍ରମଣ ବିରୋଧରେ ଏକାଠି ହେଲେ ଆମେରିକାରେ ଥିବା ଭାରତୀୟ
ଓ୍ବାାଇଂଟନ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଲାଗିି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସଙ୍କ ଆକ୍ରମଣ ପରେ ଭାରତୀୟ ଆମେରିକୀୟମାନେ ଇସ୍ରାଏଲକୁ ସମର୍ଥନ କରିବାକୁ ବାହାରିଛନ୍ତି। ରାଷ୍ଟ୍ରପତି…
ଆମେ ହସ୍ତକ୍ଷେପ କଲେ ନିର୍ବାଚନରେ ହେବ ବିଳମ୍ବ, କଂଗ୍ରେସର ଆବେଦନ ନେଇ ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୯।୧୦ : ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ର ପ୍ରଥମ ସ୍ତରୀୟ ଯାଞ୍ଚ’ ପାଇଁ ଦିଲ୍ଲୀ କଂଗ୍ରେସର ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ଦଳ ଇଭିଏମ ଏବଂ ଭୋଟର ଭେରିଫାଏଡ ପେପର…
ବଦଳିଲେ ୩ ଅଧିକାରୀ
ଗଞ୍ଜାମ,୯ା୧୦(ବିଦ୍ୟାଧର ସାହୁ): ଗଞ୍ଜାମରୁ ଏନ୍ଏସି ଇଓ ଅବିନାଶ ମିଶ୍ର, ବିଡିଓ ଜସ୍ମିନ ପ୍ରଧାନ ଏବଂ ତହସିଲଦାର ଅରୁଣ କୁମାର ନାୟକ ତିନି ପ୍ରମୁଖ ଅଧିକାରୀଙ୍କ ବଦଳି ହୋଇଛି। ଇଓ ମିଶ୍ର ନଗର ଉନ୍ନୟନ ବିଭାଗକୁ ବଦଳି ହୋଇଥିବା ବେଳେ ତହସିଲଦାର ନାୟକ…
ଭାଜପା ମୁସଲମାନମାନଙ୍କ ବିରୋଧୀ ନୁହେଁ , ମୌଳବାଦୀ ମାନସିକତା ବିରୋଧୀ: ସୁଧାଶୁଂ ତ୍ରିବେଦୀ…
ବୁରହାନପୁର,୯।୧୦ : ଭାଜପା ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ସୁଧାଶୁଂ ତ୍ରିବେଦୀ ମଧ୍ୟପ୍ରଦେଶର ନିମାଡ ଅଞ୍ଚଳ ଗସ୍ତରେ ଯାଇ ବୁରହାନପୁରରେ ଦଳର ସମ୍ମିଳନୀରେ ସେ କହିଛନ୍ତି କିଛି ଲୋକ କହୁଛନ୍ତି ଆମେ ମୁସଲମାନମାନଙ୍କ ବିରୁଦ୍ଧରେ କହୁଛୁ। ମୁଁ କହିବାକୁ ଚାହେଁ ଭାଜପା…
ଇସ୍ରାଏଲରେ ହମାସ ଆକ୍ରମଣରେ ଜଣେ ଭାରତୀୟ ମହିଳା ଆହତ, ୧୦ ନେପାଳି ନାଗରିକଙ୍କର ମୃତ୍ୟୁ
ତେଲ ଆଭିବ,୯।୧୦: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ମଧ୍ୟ ଅଛନ୍ତି। ଏହି ମହିଳା ଭାରତର କେରଳର ବାସିନ୍ଦା ଏବଂ ଗତ କିଛି ବର୍ଷ ଧରି ଇସ୍ରାଏଲରେ ରହୁଥିଲେ ଏବଂ କାର୍ଯ୍ୟ…

