କାହା ପାଖକୁ ଯିବ ମାୟାବତୀଙ୍କ ହାତୀ…
ଲକ୍ଷ୍ନୌ,୧୯।୭ : ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନିଜର ଫାଇଦା ସ୍ଥିର କରିବା ଆରମ୍ଭ କରିଛନ୍ତି। ଉଭୟ ପାର୍ଶ୍ୱର ରାଜନୈତିକ ଦଳ ସ୍ଥିର କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦେଶର ରାଜନୀତିରେ…
ଦୁଇ କାର୍ରେ କନ୍ଧମାଳରୁ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ: ୪ ଗିରଫ
ନୟାଗଡ଼,୧୯ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଅବକାରୀ ଥାନାକୁ ମିଳିଛି ବଡ଼ ସଫଳତା। ଦଶପଲା ଓ ନୂଆଗାଁର ଦୁଇ ସ୍ଥାନରେ ଚଢ଼ାଉ କରି ୬୧ କେଜି ଗଞ୍ଜେଇ ଜବତ କରିବା ସହ ୨ଟି କାର୍କୁ ଜବତ କରିଛି। ଦୁଇ ଡ୍ରାଇଭର ବୌଦ୍ଧ ଜିଲା…
ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା, ବଢୁଛି ଜଳସ୍ତର
ଚିତ୍ରକୋଣ୍ଡା,୧୯ା୭(କ୍ଷୀରୋଦ କୁମାର ବେହେରା): ମାଲକାନଗିରି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ୪ଦିନ ହେଲା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡାରେ ଆଶାନୁରୂପ ଭାବରେ ମଧ୍ୟମ ଧରଣର ବର୍ଷା ଲାଗିରହିଥିଲା। ମାତ୍ର ମଙ୍ଗଳବାର ରାତିରୁ ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବେହାଲ…
ବସରେ କରେଣ୍ଟ ଲାଗି ୧୫ ମୃତ…
ଚାମୋଲି,୧୯।୭ : ଉତ୍ତରାଖଣ୍ଡର ଚାମୋଲି ଜିଲାରୁ ହୃଦୟ ବିଦାରକ ଖବର ମିଳିଛି। ଏଠାରେ ଯାତ୍ରୀବାହୀ ବସରେ ବିଦ୍ୟୁତ ସଂଯୋଗ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣାର ସୂଚନା ପାଇ ପୋଲିସ ପ୍ରଶାସନ ଟିମ…
କଂଗ୍ରେସ ବିରୋଧରେ କିଛି ନ ଲେଖିବାକୁ ଏଏପି ସୋସିଆଲ ଟିମ୍କୁ କେଜରିଓ୍ବାଲଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୯।୭ : ବେଙ୍ଗାଲୁରୁରେ ୨୬ ଟି ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହେବାପରେ ଏଏପି କଂଗ୍ରେସ ପ୍ରତି ନିଜର ଆଭିମୁଖ୍ୟରେ କେତେକ ପରିବର୍ତ୍ତନ ଆଣିଛି। ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଦଳର ସୋସିଆଲ ମିଡିଆ ଟିମ୍କୁ…
‘ଏଲିଅନ୍’କୁ ନେଇ ଉତ୍ସାହିତ ତାପସୀ
ତାପସୀ ପନ୍ନୁ ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ବ୍ୟତୀତ ତାପସୀ ସାଉଥ ସିନେମାରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଓଟିଟିରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ଆନ୍ନାବେଲ ସେଥୁପତି’ରେ ଦେଖିବାକୁ ମିଳିଥିଲା। ସେ…
ମମତା ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଟିଏମସି ନେତା…
କୋଲକାତା,୧୯।୭ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ଦାବିରୁ କଂଗ୍ରେସ ପଛଘୁଞ୍ଚା ଦେବା ମାତ୍ରେ ଟିଏମସି ଏହାର ଦାବି ରଖିଛି। ଟିଏମସି ଏମପି ଶତାବ୍ଦୀ ରାୟ କହିଛନ୍ତି ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନାହିଁ, ତେବେ ମମତା ବାନାର୍ଜୀ…
ଭାରତ ଏ ବନାମ ପାକିସ୍ତାନ ଏ: ଟସ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…
କଲମ୍ବୋ,୧୯।୭ : ବୁଧବାର ଭାରତୀୟ ଏ ଦଳ ଏମର୍ଜିଙ୍ଗ ଏସିଆ କପରେ ପାକିସ୍ତାନ ଏ ଦଳ ସହ ମୁହାଁମୁହିଁ ହୋଇଛି। ୟଶ ଧୁଲଙ୍କ ଅଧିନାୟକତ୍ୱରେ ଯୁବ ଇଣ୍ଡିଆ ଏ ଦଳ କ୍ରମାଗତ ପାଞ୍ଚଟି ମ୍ୟାଚ ଜିତି ଷଷ୍ଠ ସ୍ଥାନ ହାସଲ କରିବାକୁ…
ଭାଜପାକୁ ‘ନା’: ଏକୁଟିଆ ନିର୍ବାଚନ ଲଢିବ ଶିରୋମଣି ଅକାଳୀ ଦଳ
ଚଣ୍ଡିଗଡ,୧୯।୭: ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ଭାଜପା ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି। ଅକାଳୀ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ…
ଏଠାରେ ୨୪ ଘଣ୍ଟା ପାଇଁ ହୁଏ ବିବାହ, ପୁରୁଷଙ୍କୁ ଦେବାକୁ ପଡ଼େ ଏତିକି ଟଙ୍କା…
ଦୁନିଆରେ ବିଭିନ୍ନ ପ୍ରକାରର ସଂସ୍କୃତି ରହିଛି। ଜୀବନ ଏବଂ ବିବାହ ସମ୍ବନ୍ଧରେ ଯେକୌଣସି ସ୍ଥାନରେ ଲୋକଙ୍କର ସ୍ବତନ୍ତ୍ର ପ୍ରଥା ରହିଛି। କେଉଁଠି ବିବାହ କିଛି ଦିନ ପାଇଁ ହୋଇଥାଏ ଆଉ କେଉଁଠି ଅନେକ ଦିନ ଧରି ଏକାଠି ରହିଥାନ୍ତି। କିଛି ସ୍ଥାନରେ…
ବୈବାହିକ ବଳାତ୍କାର ମାମଲା: ବିଚାର କରିବେ ୩ ଜଣିଆ ଖଣ୍ଡପୀଠ …
ନୂଆଦିଲ୍ଲୀ,୧୯।୭ : ବୈବାହିକ ବଳାତ୍କାରକୁ ଅପରାଧ ବୋଲି ଘୋଷଣା କରିବା ସମ୍ବନ୍ଧୀୟ ଆବେଦନଗୁଡ଼ିକର ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଶୁଣାଣି ହେବ। ବୁଧବାର ସର୍ବୋଚ୍ଚ ଅଦାଲତ କହିଛନ୍ତି ସାମ୍ବିଧାନିକ ବେଞ୍ଚ କେତେକ ତାଲିକାଭୁକ୍ତ ଆବେଦନ ଉପରେ ସମ୍ପୂର୍ଣ୍ଣ ଶୁଣାଣି ପରେ ବୈବାହିକ ବଳାତ୍କାରର…
‘ଆମେ ସେମାନଙ୍କ ପାଇଁ ରାଜନୈତିକ ଅଛୁଆଁ’
ନୂଆଦିଲ୍ଲୀ,୧୯।୭: ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ବୈଠକକୁ ଅସାଦୁଦ୍ଦିନ ଓୱାଇସିଙ୍କ ନେନୃତ୍ୱାଧୀନ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ଟାର୍ଗେଟ କରିଛି। ଧର୍ମନିରପେକ୍ଷ ଦଳଗୁଡିକ ଏଆଇଏମଆଇଏମକୁ ରାଜନୈତିକ ଅଛୁଆଁ ପରି ବ୍ୟବହାର କରୁଛନ୍ତି ବୋଲି ଏଆଇଏମଆଇଏମ ଅଭିଯୋଗ କରିଛି। ବିରୋଧୀ ବୈଠକକୁ ଏଆଇଏମଆଇଏମ…
Archives


