ଆମେରିକାର ଯୁଦ୍ଧ ବିମାନ ଏଫ-୩୫ର ମିଳିଲା ଧ୍ୱଂସାବଶେଷ, ପାଇଲଟ ସୁରକ୍ଷିତ
ଓ୍ବାଶିଂଟନ,୧୯।୯: ରବିବାର ଆମେରିକାରେ ନିଖୋଜ ହୋଇଯାଇଥିବା ଏଫ-୩୫ ଯୁଦ୍ଧ ବିମାନର ଆବର୍ଜନା ଦେଖିବାକୁ ମିଳିଛି। ମେରାଇନ କର୍ପସର ମିଳିତ ବେସ ଚାର୍ଲଷ୍ଟନ କହିଛନ୍ତି ଯେ ଦକ୍ଷିଣ କାରୋଲିନାର ୱିଲିୟମ୍ସବର୍ଗ କାଉଣ୍ଟିରେ ଏଫ-୩୫ ଯୁଦ୍ଧ ବିମାନର ଧ୍ୱଂସାବଶେଷ ମିଳିଛି। ନ୍ୟୁଜ ଏଜେନ୍ସି ଏପି…
ପାକିସ୍ତାନ: ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ କ୍ଷମତାକୁ ହ୍ରାସ କରିବାକୁ ଆବେଦନ ଉପରେ ବିଚାର କରିବେ ପୂର୍ଣ୍ଣ ଖଣ୍ଡପୀଠ, ୧୫ ଜଜ ସାମିଲ
ଇସଲାମାବାଦ,୧୯।୯: ପାକିସ୍ତାନର ନୂତନ ପ୍ରଧାନ ବିଚାରପତି (ସିଜେପି) କାଜି ଫାଏଜ ଇସା ସୋମବାର କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ସେ ସୁପ୍ରିମକୋର୍ଟ (ଅଭ୍ୟାସ ଏବଂ ପ୍ରକ୍ରିୟା) ଅଧିନିୟମ ୨୦୨୩ କୁ ଚ୍ୟାଲେଞ୍ଜ କରୁଥିବା ୯ଟି ଆବେଦନ ଉପରେ ଶୁଣାଣି କରିବା ପାଇଁ…
ମିଳିତ ମେଣ୍ଟ ‘ଇଣ୍ଡିଆ’ର ଅଂଶ ହୋଇଥିଲେ ଶ୍ୱାସରୁଦ୍ଧ ହୋଇଯାଇଥାନ୍ତି: ଓଓ୍ବାଇସି
ନୂଆଦିଲ୍ଲୀ,୧୯।୯: ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ତଥା ହାଇଦ୍ରାବାଦ ଏମ୍ପି ଅସଦୁଦ୍ଦିନ ଓୱାଇସି ପୁଣି ଥରେ ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ଟାର୍ଗେଟ୍ କରିଛନ୍ତି। ଯଦି ମୁଁ ଏହି ମିଳିତ ମେଣ୍ଟର ଅଂଶ ହୋଇଥାନ୍ତେ ତେବେ ସେ ଶ୍ୱାସରୁଦ୍ଧ ହୋଇଯାଇଥାନ୍ତି…
ଚାଇନାର ଡେଙ୍ଗ ଭଳି ଭାରତକୁ ଆର୍ଥିକ ମହାଶକ୍ତି ଭାବେ ପ୍ରସ୍ତୁତ କରୁଛନ୍ତି ମୋଦି, ଆମେରିକା ନିବେଶକ ତଥା ଲେଖକ ଡାଲିଓଙ୍କ ଦାବି
ଓ୍ବାଶିଂଟନ,୧୯।୯: ଆମେରିକାର ପ୍ରସିଦ୍ଧ ନିବେଶକ ତଥା ଲେଖକ ରାଇ ଡାଲିଓ କହିଛନ୍ତି ଯେ ୧୯୭୮ ରୁ ୧୯୮୯ ମଧ୍ୟରେ ଚାଇନାରେ ଅର୍ଥନୈତିକ ବିପ୍ଳବ ସୃଷ୍ଟି କରି ଚାଇନା ଏକ ଶିଳ୍ପ ଅର୍ଥନୀତିରେ ପରିଣତ କରିବା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ…
ସଲମାନ୍ଙ୍କ ସହ ନଜର ଆସିବେ ସାମନ୍ଥା
ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ସିନେମା ଜଗତରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣାଶୁଣା। ସେ ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକ ସମୟରେ ଲାଇମଲାଇଟ୍ରେ ରୁହନ୍ତି। ଫିଲ୍ମ ‘ପୁଷ୍ପା-୨’ରେ ତାଙ୍କର ଆଇଟମ୍ ଗୀତ ପାଇଁ…
ମତ ଦୋହରାଇଲେ ଉଦୟନିଧି: ସନାତନ ଧର୍ମକୁ ବିଲୋପ କରିବାକୁ ହିଁ ପଡ଼ିବ
ଚେନ୍ନାଇ,୧୯।୯: ତାମିଲନାଡୁର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ନିଜ ବିବାଦୀୟ ମତ ପୁଣି ଦୋହରାଇଛନ୍ତି। ସନାତନ ଧର୍ମକୁ ବିଲୋପ କରିବାକୁ ହିଁ ପଡ଼ିବ ବୋଲି ସେ କହିଛନ୍ତି। ରାଜ୍ୟରେ ବହୁ ଜାତି ଭିତ୍ତିକ…
ଗୋଟିଏ ପରିବାରକୁ ନେଇ ଗାଁ
ଦିଶ୍ପୁର: ଭାରତ ବିଭିନ୍ନତାର ଦେଶ। ରାଷ୍ଟ୍ରର କୌଣସି ସ୍ଥାନକୁ ଗଲେ ବି ଆମକୁ କିଛି ନା କିଛି ଭିନ୍ନ ଏବଂ ନୂଆ ଦେଖିବାକୁ ମିଳିବ। ଯାହାଫଳରେ ଦେଶ ପ୍ରତି ଲୋକଙ୍କ ନଜର ବଦଳିଯିବ। ତେବେ ଭାରତରେ ଏପରି ଏକ ଗାଁ ରହିଛି,…
କେବେ ନୂଆ କପଡ଼ା କିଣି ନାହାନ୍ତି
ଇଂଲଣ୍ଡ: ଅଧିକାଂଶ ଲୋକ ନୂଆ ଜିନିଷ, ନୂଆ କପଡ଼ା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ନିଜ ପିଲାଙ୍କୁ ମଧ୍ୟ ନୂଆ ଜିନିଷ ଦେଇଥାନ୍ତି। ହେଲେ ଜଣେ ମହିଳାଙ୍କ କହିବା କଥା, ସେ କେବେ ନୂଆ ଜିନିଷ ବା ନୂଆ କପଡ଼ା କିଣନ୍ତିନି। ସବୁବେଳେ…
ଟିଏସ୍ଏମ୍ଏଲ୍କୁ ସଷ୍ଟେନେବଲ୍ ମାଇନିଂ ପୁରସ୍କାର
ଭୁବନେଶ୍ୱର,୧୯।୯: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ (ଟିଏସ୍ଏମ୍ଏଲ୍)କୁ ଆଉ ଏକ ଜାତୀୟ ସ୍ତରୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ଖଣି ସମ୍ମାନଜନକ ହିଣ୍ଡାଲ୍କୋ-ଆଦିତ୍ୟ ବିର୍ଲା ଆୱାର୍ଡ ଫର ସଷ୍ଟେନେବଲ୍ ମାଇନିଂ ପୁରସ୍କାରରେ ପୁରସ୍କୃତ…
ଫ୍ରିଡମ୍ ଅଏଲର ଜିଲାସ୍ତରୀୟ ରିଟେଲର୍ସ ମିଟ୍
ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ଖାଇବା ତେଲ ଫ୍ରିଡମ୍ ଅଏଲର ଓଡ଼ିଶା ବଜାର ପକ୍ଷରୁ ସୋମବାର ଏକ ଜିଲାସ୍ତରୀୟ ରିଟେଲର୍ସ ମିଟ୍ ସତ୍ୟମ୍ ଡିଷ୍ଟ୍ରିବ୍ୟୁଟର ଓ ରାଜ୍ୟଶ୍ରୀ ସପ୍ଲାୟର୍ସ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରିଟେଲ ମିଟ୍ ଭଦ୍ରକ ଚାରିଘରିଆ ଛକସ୍ଥିତ ନରେନ୍ଦ୍ର…
ତ୍ରିଶୂଳିଆରେ ମହାଦେବ ଗ୍ରୀନ୍ସ
ଭୁବନେଶ୍ୱର,୧୯।୯: ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ନୂତନ ପ୍ରକଳ୍ପ ‘ମହାଦେବ ଗ୍ରୀନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଉକ୍ତ ପ୍ରକଳ୍ପ ଭୁବନେଶ୍ୱର-କଟକ ମଧ୍ୟଭାଗ ତ୍ରିଶୂଳିଆ ଆବାସିକ ଅଞ୍ଚଳରେ ନିର୍ମିତ ହେଉଥିବା ଏହି ନୂତନ…
ଡ. ଶେଷ କିଷାନ ଫାର୍ମାର ଶୁଭାରମ୍ଭ
ଭୁବନେଶ୍ୱର,୧୯।୯: ଓଡ଼ିଶାର ବହୁ ଚର୍ଚ୍ଚିତ ତଥା ମେଧାବୀ ଛାତ୍ର ଶେଷ କିଷାନଙ୍କ ସ୍ବପ୍ନ ଆଜିଠାରୁ ବାସ୍ତବ ରୂପରେ ସାକାର ହୋଇଛି। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଡ. ଶେଷ କିଷାନ ଫାର୍ମା ପ୍ରାଇଭେଟ ଲିମିଟେଡ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହେଉଥିବା ବେଳେ…
Archives


