Home

ଅପରେଶନ ଅଜୟ: ଆମ ନାଗରିକଙ୍କ ପାଇଁ ଆମେ ସାହାଯ୍ୟ ମାଗୁନାହୁଁ ବରଂ ଦେଉଛୁ, କହିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିରେ ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ହମାସ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ସବୁଦିନ ପାଇଁ ଶେଷ କରିବାକୁ ଚାହୁଁଛି। ଏଥିପାଇଁ ଇସ୍ରାଏଲ…

ଗାଜାରେ ମନୁଷ୍ୟକୃତ ବିପର୍ଯ୍ୟୟକୁ ରୋକାଯାଇ ପାରିବ ନାହିଁ, ବିଦ୍ୟୁତ-ପାଣି-ଇନ୍ଧନ ବନ୍ଦ କରିବା ପରେ ଇସ୍ରାଏଲକୁ ସତର୍କ କରାଇଲା ହୁ

ତେଲ ଅଭିଭ,୧୩।୧୦: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଇସ୍ରାଏଲକୁ ସତର୍କ କରାଇଛି। ଗାଜା ଷ୍ଟ୍ରିପରେ ବିଦ୍ୟୁତ, ପାଣି, ଇନ୍ଧନ ଓ ଖାଦ୍ୟ ଯୋଗାଣ ବନ୍ଦ କରିଦେବା ଯୋଗୁ ସ୍ବାସ୍ଥ୍ୟସେବା ସଙ୍କଟରେ ଅଛି। ହୁ ଏକ ବିବୃତ୍ତି ଜାରି କରି କହିଛି, ଗାଜାରେ ସ୍ବାସ୍ଥ୍ୟ…

ଆଇଡିଏଫକୁ ଧମକ ଦେଲା ହମାସ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅକ୍ଟୋବର ୭ରୁ ଯୁଦ୍ଧ ଚାଲିଛି। ଗାଜା ପଟ୍ଟିକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଲଗାତାର ଗାଜା ଷ୍ଟ୍ରିପ ଉପରେ ବୋମାମାଡ଼ କରୁଛି। ହମାସର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ବିସ୍ଫୋରଣରେ…

ଅକ୍ଟୋବର ୨୭ ପର୍ଯ୍ୟନ୍ତ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୩।୧୦: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ହେପାଜତ ଶୁଣାଣି ସମୟରେ ସଞ୍ଜୟ ସିଂ ଜଣେ…

ଇସ୍ରାଏଲରୁ ଫେରିଲେ ୯ ଓଡ଼ିଆ

ଭୁବନେଶ୍ୱର,୧୩ା୧୦: ଅପରେଶନ ଅଜୟର ପ୍ରଥମ ପର୍ଯ୍ୟାୟରେ ୯ ଓଡ଼ିଆଙ୍କ ସମେତ ୨୧୨ ପ୍ରବାସୀ ଭାରତ ଫେରିଛନ୍ତି। ସେମାନେ ଦିଲ୍ଲୀରେ ସେମାନଙ୍କର ଲୋମ ଟାଙ୍କୁରା ଦୁଃଖ ବଖାଣିଛନ୍ତି। ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ସାଇରନ୍‌ ବାଜିବାରୁ ସମସ୍ତ…

ୟୁଏନ ମୁଖ୍ୟାଳୟ ବାହାରେ ଲାଗିଲା ଇସ୍ରାଏଲ ବନ୍ଦୀଙ୍କ ଫଟୋ

ନ୍ୟୁୟର୍କ,୧୩।୧୦: ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନି। ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ଅନେକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି। ହମାସ ଆତଙ୍କବାଦୀଙ୍କ ଦ୍ୱାରା ଲୋକଙ୍କୁ ବନ୍ଦୀ କରିବା ପରେ…

ବିଗ ବସ୍‌ ହୋଷ୍ଟିଂ ପାଇଁ ଏତିକି ଟଙ୍କା ଚାର୍ଜ କରନ୍ତି ସଲମାନ ଖାନ

ଭାରତୀୟ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ଶୋ’ ବିଗ ବସ ୧୭ର ଗ୍ରାଣ୍ଡ ପ୍ରିମିୟର ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଏହି ଶୋ ଅକ୍ଟୋବର ୧୪ରେ କଲର୍ସ ଟିଭିରେ ପ୍ରସାରଣ ଆରମ୍ଭ…

‘ଭାରତ-ପାକିସ୍ତାନ ମ୍ୟାଚ ଅପେକ୍ଷା ମୋ ମା’ ଅଧିକ ଗୁରୁତ୍ୱପୂର୍ଣ୍ଣ’

ଅହମ୍ମଦାବାଦ,୧୩।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଟିମ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ ପାକିସ୍ତାନ ସହ ଅଛି। ସମଗ୍ର ବିଶ୍ୱରେ କ୍ରିକେଟ ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା କହିଛନ୍ତି ଯେ,…

ବ୍ରିଟେନରେ ଅଜବ ସଙ୍କଟ, ଅପରାଧୀଙ୍କୁ ଜେଲ୍‌ରୁ ଛାଡ଼ି ଦିଆଯାଉଛି

ଲଣ୍ଡନ,୧୩ା୧୦: ବ୍ରିଟେନରେ ଏକ ଅଜବ ସଙ୍କଟ ଦେଖାଦେଇଛି। ଜେଲରେ ଥିବା କଏଦୀଙ୍କ ସଂଖ୍ୟା ଏଠାରେ ବୃଦ୍ଧି ପାଉଛି। ଯେଉଁ କାରଣରୁ କୋର୍ଟ ସେମାନଙ୍କ ରାୟ ଦେବାରେ ବିଳମ୍ବ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଜେଲ୍‌ରେ ଅତ୍ୟଧିକ ଭିଡ଼ ଥିବାରୁ ଏଠାରେ ଥିବା…

ଭାରତକୁ କ୍ଷମା ମାଗିଲେ ପାକିସ୍ତାନୀ ଆଙ୍କର୍‌

ନୂଆଦିଲ୍ଲୀ, ୧୦ା୧୦: ପାକିସ୍ତାନୀ ଆଙ୍କର୍‌ ଜୈନାବ ଆବାସ ନିଜ ଦେଶକୁ ଫେରିବା ପରେ ପ୍ରଥମ ଥର ପାଇଁ ଭାରତ ଏବଂ ବିଶ୍ୱକପକୁ ନେଇ ନୀରବତା ଭାଙ୍ଗିଛନ୍ତି। କ୍ରିକେଟ ବିଶ୍ୱକପ ୨୦୨୩ରେ ଆଇସିସି ଡିଜିଟାଲ ଦଳର ଏକ ଅଂଶ ଥିବା ଜୈନାବ ଭାରତ…

ଗ୍ରୀନ୍‌କାର୍ଡଧାରୀଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ,୧୩ା୧୦: ଆମେରିକାରେ ଗ୍ରୀନ୍‌ କାର୍ଡକୁ ଅପେକ୍ଷା କରିଥିବା ଅଣ-ପ୍ରବାସୀମାନଙ୍କୁ ଆମେରିକା ସରକାର ଏକ ଖୁସି ଖବର ଦେଇଛନ୍ତି। ଗ୍ରୀନ୍‌କାର୍ଡକୁ ଅପେକ୍ଷା କରିଥିବା କେତେକ ଅଣ-ପ୍ରବାସୀ ବର୍ଗଙ୍କୁ ଏହା ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ପ୍ରାଧିକରଣ କାର୍ଡ ପ୍ରଦାନ କରିବ ବୋଲି ଆମେରିକା…

ଜାଣନ୍ତି ପୃଥିବୀ ଗୋଟିଏ ପାର୍ଶ୍ୱକୁ କାହିଁକି ଢଳି ରହିଛି

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଯେ, ପୃଥିବୀ ଗୋଲାକାର ନୁହେଁ, କାହିଁକି ଅଣ୍ଡାକୃତି ଏବଂ ଗୋଟିଏ ପାର୍ଶ୍ୱକୁ କାହିଁକି ଢଳି ରହିଛି। ଏହି ପ୍ରଶ୍ନ ସୋସିଆଲ ମିଡିଆ ସାଇଟ୍‌ ‘କୋରା’ରେ ଲୋକମାନେ ପଚାରିଛନ୍ତି। ରାଘବ ସିଂ, ଅଜୟ କୁମାର ଏବଂ ସରୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?