Home

କମିଲା ବର୍ଷା, ବଢ଼ିବ ତାତି

ଭୁବନେଶ୍ୱର,୨୧ା୮(ଅନୁରାଧା ମହାରଣା):ରାଜ୍ୟର ବହୁ ଜିଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଚଳିତ ବର୍ଷ ମୌସୁମୀ ଋତୁରେ ଜୁନ୍‌ ୧ରୁ ଅଗଷ୍ଟ ୨୦ ମଧ୍ୟରେ ୭୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ବାଭାବିକ ବର୍ଷା ୮୦୧.୫ ମିମିଠାରୁ ୮.୧୩ ପ୍ରତିଶତ କମ୍‌ ରହିଛି।…

୫-ଟି ସଚିବ ସମସ୍ୟା ବୁଝି ଛାଡ଼ି ଦେଇଥିବାରୁ ଧନ୍ୟବାଦ: ଭାସ୍କର

କଣାସ,୨୧ା୮(ବିଭୂତି ଭୂଷଣ ତ୍ରିପାଠୀ):ପୁରୀ ଜିଲା ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ (ୟୁଜିଏସ୍‌ଏମ୍‌) ଖେଳ ପଡ଼ିଆରେ ଶନିବାର ଅନୁଷ୍ଠିତ ଏକ ସମାବେଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଯୋଗଦେବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳିମାଡ଼ କରିଥିଲେ। କାଳିମାଡ଼ କରିଥିବା…

ଅନ୍ଧବିଶ୍ୱାସରୁ ଯାଉଛି ଜୀବନ

ଭୁବନେଶ୍ୱର,୨୧ା୮(ସତ୍ୟଜିତ୍‌ ରାଉତ):ପ୍ରାଚୀନ ଯୁଗରେ ଗୁଣିଗାରେଡ଼ି, ଯାଦୁବିଦ୍ୟା, ତନ୍ତ୍ରସାଧନ, ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଉପରେ ଲୋକମାନେ ଅଧିକ ବିଶ୍ୱାସ କରୁଥିଲେ। ଏବେ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ କେତେ ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ବିଭିନ୍ନ…

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୮: ଜମ୍ମୁ କଶ୍ମୀରର ପୁଲୱାମା ଲାଏରୋ-ପ୍ୟାରିଗାମ ଅଞ୍ଚଳରେ ସୁରକ୍ଷା ବାହିନୀକୁ ସଫଳତା ମିଳିଛି। ଏଠାରେ ମିଳିତ ଅପରେଶନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। କଶ୍ମୀର ଜୋନ ପୋଲିସ ଏକ୍ସ (ଟୁଇଟର୍‌) ରେ ପୋଷ୍ଟ କରି ଏହି ସୂଚନା ଦେଇଛି। ଏହାପୂର୍ବରୁ ଅଗଷ୍ଟ…

ଆଖି ବୁଜିଲା ସବୁଠୁ ବୟସ୍କ କିଲର୍‌ ହ୍ବେଲ୍‌

ମିଆମି,୨୧ା୮: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସିକ୍ୱାରିୟମ୍‌ରେ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା ବିଶ୍ୱର ସବୁଠୁ ବୟସ୍କ କିଲର ହ୍ବେଲ ଲୋଲିତାର ମୃତ୍ୟୁ ଘଟିଛି। ୫୭ ବର୍ଷୀୟ ଏହି ବିଶାଳକାୟ ମାଈ ତିମିର ଓଜନ ୨୨୬୮ କେ.ଜି. ଥିଲା। ଟୋକି…

‘ଚନ୍ଦ୍ରୟାନ-୩’ ଉପରେ ନଜର

ବେଙ୍ଗାଲୁରୁ,୨୧ା୮(ପି.ଟି.) : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଚନ୍ଦ୍ରୟାନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ୍‌ ସଫଳତାର ସହ ଏହାର କକ୍ଷ ହ୍ରାସ କରିଚାଲିଛି। ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ ସମୟରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଏହା…

ଶାହାଙ୍କ ନାକତଳେ ସର୍ବାଧିକ ଦୁର୍ନୀତି

ନୂଆଦିଲ୍ଲୀ,୨୧ା୮: ଦେଶରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନାକତଳେ ସର୍ବାଧିକ ଦୁର୍ନୀତି ଚାଲିଛି। ତାଙ୍କ ଅଧୀନରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାବୁମାନେ ସବୁଠୁ ଅଧିକ ଦୁର୍ନୀତିରେ ଲିପ୍ତ। ଏହି କଥାର ପ୍ରମାଣ ଦେଇଛନ୍ତି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)। ପକ୍ଷରୁ ସଦ୍ୟ ଜାରି…

ବସ୍‌ ଦୁର୍ଘଟଣା: ୭ ଫୁଟବଲ୍‌ ପ୍ରଶଂସକ ମୃତ, ୨୭ ଆହତ

ବ୍ରାସିଲିଆ,୨୧।୮: ଫୁଟବଲ ପ୍ରଶଂସକଙ୍କୁ ନେଇ ଯାଉଥିବା ଏକ ବସ ବ୍ରାଜିଲର ଏକ ପାର୍ବତ୍ୟ ଅଞ୍ଚଳରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିନାସ ଜେରାଇସ ରାଜ୍ୟର…

କଂଗ୍ରେସ ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ରାୟପୁର,୨୧।୮: ଛତିଶଗଡର କଂଗ୍ରେସ ବିଧାୟକ ଚାନି ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ରାଜନନ୍ଦଗାଓଁ ଜିଲାର ଖୁଜୀ ବିଧାନସଭାର ବିଧାୟକ ଥିବା ଚାନିଙ୍କୁ ଜଣେ ମଦ୍ୟପ ଯୁବକ ଆକ୍ରମଣ କରିଛନ୍ତି। ଏଥିରେ ବିଧାୟକ ଆହତ ହୋଇଛନ୍ତି। ଡାକ୍ତରଖାନାରେ ପ୍ରଥମ ଚିକିତ୍ସା ପରେ ଚାନି…

ଇଡି ଭୟରେ ଆମ ଦଳର କିଛି ନେତା ଭାଜପା ମେଣ୍ଟରେ ଯୋଗ ଦେଇଛନ୍ତି: ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୧।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ନିକଟରେ ଆମ ଦଳର କିଛି ଲୋକ ଯାଞ୍ଚ୍‌ ଏଜେନ୍ସି ଭୟରେ ଏନଡିଏରେ ଯୋଗ ଦେଇଥିଲେ। ସେହି ନେତାମାନଙ୍କ ମଧ୍ୟରୁ ଅନେକ ଏନଫୋର୍ସମେଣ୍ଟ…

କୁରାନ ପ୍ରତି ଅପମାନ ପ୍ରଦର୍ଶନ: ଇରାନର କଡ଼ା ବିରୋଧ…

ତେହେରାନ,୨୧।୮: ଇରାନର ବୈଦେଶିକ ମନ୍ତ୍ରଣାଳୟ ତେହେରାନରେ ନିଯୁକ୍ତ ଉଭୟ ଦେଶର ଦାୟିତ୍ୱରେ ଥିବା ଦୂତାବାସଗୁଡ଼ିକୁ ଡକାଇ ସ୍ବିଡେନ ଏବଂ ଡେନମାର୍କର ମୁସଲମାନମାନଙ୍କର ଧାର୍ମିକ ଗ୍ରନ୍ଥ କୁରାନକୁ ବାରମ୍ବାର ଅପମାନିତ କରିବା ଘଟଣାରେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ। ସ୍ବିଡେନ ଏବଂ ଡେନମାର୍କରେ…

ସିରିଜ୍‌ କବ୍‌ଜା କଲା ଭାରତ

ଡବ୍‌ଲିନ୍‌,୨୦ା୮: ଡବଲିନ୍‌ ଦ ଭିଲେଜ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୩୩ ରନ୍‌ରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହି ସିରିଜ୍‌ କବ୍‌ଜା କରି ନେଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri