Home

ଚଳନ୍ତା ବସରେ ଲାଗିଲା ନିଆଁ, ପୋଡି ହୋଇ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ

ଇସଲାମାବାଦ,୨୦।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ପ୍ରଦେଶର ପିଣ୍ଡି ଭାଟିୟାନ ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିଭଳି ପ୍ରାୟ ୭ଜଣ…

କଂଗ୍ରେସ ଏଏପି କଳିରେ ଭାଜପାକୁ ଲାଭ!

ନୂଆଦିଲ୍ଲୀ,୨୦।୮: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଧୀରେ ଧୀରେ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳୁଛି। କଂଗ୍ରେସ ୨୪ ନିର୍ବାଚନରେ ଦିଲ୍ଲୀରେ ଏକା ଲଢିବା ନେଇ ଘୋଷଣା କରିବା ପରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଭିତରେ ମତଭେଦ ଦେଖିବାକୁ…

କ୍ରିକେଟ୍‌ରେ ପୁଣି ଜଲଓ୍ବା ଦେଖାଇଲେ ଏହି ୪୭ ବର୍ଷିୟ ମହାନ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୦।୮: ୟୁଏସ ମାଷ୍ଟର୍ସ ଟି-୧୦ ଲିଗ ୨୦୨୩ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଭେଟେରାନ ଅଲରାଉଣ୍ଡର ଜ୍ୟାକ କାଲିସ କାଲିଫର୍ନିଆ ନାଇଟ୍ସ ତରଫରୁ ବିସ୍ଫୋରକ ଇନିଂସ କରିଛନ୍ତି। ସମାନ ପୁରୁଣା ଶୈଳୀ ୪୭ ବର୍ଷିୟ ଜ୍ୟାକ କଲିସରେ ମଧ୍ୟ ଦେଖାଯାଇଥିଲା, ଯିଏ ଲିଗରେ…

ହରିକେନ୍‌ ହିଲାରୀ: ଦକ୍ଷିଣ କାଲିଫର୍ନିଆରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା…

କାଲିଫର୍ନିଆ,୨୦।୮ : ଝଡ଼ ହିଲାରୀ ବର୍ତ୍ତମାନ ଦକ୍ଷିଣ କାଲିଫର୍ନିଆରେ ଆତଙ୍କ ସୃଷ୍ଟି କରିଛି। ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ଗଭର୍ନର ଗଭିନ ନ୍ୟୁଜମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଝଡ଼ ହିଲାରୀର ପ୍ରଭାବରୁ ଲୋକଙ୍କୁ…

ମ୍ୟାଚୁରିଟି ପରେ ମଧ୍ୟ ପିପିଏଫରେ ବିନିଯୋଗ କରି ହେବ, ଏହା ସହିତ ଜଡିତ କିଛି ବିଶେଷ ନିୟମ…

ନୂଆଦିଲ୍ଲୀ,୨୦।୮ : ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡରେ ବିନିଯୋଗ କରିବା ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା, ଯାହା ଦ୍ୱାରା ଦୀର୍ଘ ସମୟ ମଧ୍ୟରେ ନିବେଶକାରୀ ବିପୁଳ ପାଣ୍ଠି ପାଇପାରିବେ। ଏହି ଯୋଜନା ବିଷୟରେ ବିଶେଷ କଥା ହେଉଛି ସଂଗଠିତ କ୍ଷେତ୍ରରେ କାର୍ଯ୍ୟ…

ଲଞ୍ଚ୍‌ ହେଲା ବିଶ୍ୱକପ୍‌ ମାସ୍କଟ: ଦେବ ସ୍ବତନ୍ତ୍ର ବାର୍ତ୍ତା

ନୂଆଦିଲ୍ଲୀ,୨୦।୮: ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ପାଇଁ ମାସ୍କଟ ଲଞ୍ଚ୍‌ ହୋଇଛି। ଭାରତ ପକ୍ଷରୁ ଅଣ୍ଡର-୧୯ ବିଶ୍ୱକପ ଜିତିଥିବା ୟଶ ଧୁଲ ଏବଂ ଶେଫାଳି ବର୍ମା ମାସ୍କଟ ଉନ୍ମୋଚନ…

ରାହୁଲଙ୍କ ଲଦ୍ଦାଖ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୦।୮: ଲଦ୍ଦାଖ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦାବି କରିଛନ୍ତି କି ଚାଇନାର ସେନା ଲଦ୍ଦାଖରେ ଅନୁପ୍ରବେଶ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ଏମପି ସଞ୍ଜୟ ରାଉତ ସମର୍ଥନ…

ଆଜି ଭାରତ-ଆୟାର୍ଲାଣ୍ଡ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

ଡବ୍‌ଲିନ୍‌,୨୦।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଡବଲିନ୍‌ରେ ଖେଳାଯିବ। ଭାରତ ପ୍ରଥମ ମ୍ୟାଚକୁ ୨ ରନରେ ଜିତିଥିଲା। ତେଣୁ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ସେ ୧-୦ରେ ଆଗୁଆ ରହିଛନ୍ତି। କିନ୍ତୁ ଦ୍ୱିତୀୟ…

ପିତାଙ୍କୁ ମନେ ପକାଇ ଭାବୁକ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୦।୮: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ହେଉଛି ରବିବାର ୭୯ ତମ ଜୟନ୍ତି। ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପିତାଙ୍କୁ ମନେପକାଇ ଏକ ଭାବୁକ ଟୁଇଟ କରିଛନ୍ତି। ଗୋଟିଏ ଗୀତର ଲାଇନ ଲେଖି ସେ କହିଛନ୍ତି…

କ୍ରିକେଟ୍‌ରେ ଇତିହାସ ରଚିଲା ୟୁଏଇ

ୟୁଏଇ,୨୦।୮:ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ୟୁଏଇ ତିନି ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ କିୱି ଦଳକୁ ୭ ଉଇକେଟରେ ପରାସ୍ତ କରିଛି। ଅନ୍ତର୍ଜାତୀୟ…

ଅଖିଳେଶଙ୍କୁ ଭେଟିଲେ ରଜନୀକାନ୍ତ

ମୁମ୍ବାଇ/ଲକ୍ଷ୍ନୌ,୨୦।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ମୁଭି ‘ଜେଲର’ର ସକସେସ ପରେ ଏବେ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ଥଲାଇଭା ଆକ୍ଟର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ତାଙ୍କ ଘରେ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ…

ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…

ନୂଆଦିଲ୍ଲୀ,୨୦।୮ : ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ସାରା ଦେଶରେ ସ୍ମରଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ ତମ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri