ରାମ ମନ୍ଦିର ତାଲା ଖୋଲିବା ରାଜୀବ ଗାନ୍ଧୀଙ୍କ ବଡ଼ ଭୁଲ ଥିଲା: ମଣି ଶଙ୍କର ଆୟାର…
ନୂଆଦିଲ୍ଲୀ,୨୪।୮ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଆତ୍ମଜୀବନୀ ’ମେମୋରିସ ଅଫ ଏ ମାଭେରିକ – ଦ ଫାଷ୍ଟ ଫିଫ୍ଟି ଇୟରର୍ସ (୧୯୪୧-୧୯୯୧)ରେ ଏପରି ଅନେକ କଥା ଲେଖିଛନ୍ତି, ଯାହା ବିବାଦୀୟ ହୋଇପାରେ…
ମାନବତା ପାଇଁ ଚନ୍ଦ୍ରାୟନ-୩ ଏକ ବଡ଼ ସଫଳତା: ଜାତିସଂଘ
କାଲଫର୍ନିଆ,୨୪।୮: ମିଳିତ ଜାତିସଂଘର ଶୀର୍ଷ ନେତୃତ୍ୱ ଚନ୍ଦ୍ରାୟନ-୩ର ସଫଳତା ପାଇଁ ଇସ୍ରୋ ଏବଂ ଭାରତକୁ ଅଭିନନ୍ଦନ ଜଣାଇ ଏହାକୁ ମାନବତା ପାଇଁ ଏକ ପ୍ରମୁଖ ସଫଳତା ବୋଲି କହିଛନ୍ତି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ପ୍ରଥମ ମହାକାଶ ମିଶନ…
ବ୍ୟାନର ମାରି ମନ୍ତ୍ରୀ, ପୂର୍ବତନ ଏମ୍ପି, ବିଜେଡି ସଭାପତିଙ୍କୁ ଧମକ ଦେଲେ ମାଓବାଦୀ
ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଓ କନ୍ଧମାଳ ସୀମାନ୍ତରେ ମାଓବାଦୀ ବ୍ୟାନର ମାରିଛନ୍ତି। ରାୟଗଡା ଜିଲା କାଶୀପୁର ବ୍ଲକର ସୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୋଲିସ ଗିରଫ କରିବା ନେଇ ମାଓବାଦୀମାନେ ପ୍ରତିକ୍ରିୟା ରଖିଛନ୍ତି। ସେଥିପାଇଁ ବିଜେଡିର ତୁଙ୍ଗ ନେତା ତଥା…
ପୁଣି ପରଦାରେ ଏକାଠି ହେବେ କାର୍ତ୍ତିକ-ଭୂମି
୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପତି ପତ୍ନୀ ଔର ୱ’ରେ ଏକାଠି ନଜର ଆସିଥିଲେ କାର୍ତ୍ତିକ ଆର୍ଯ୍ୟନ ଏବଂ ଭୁମି ପେଡନେକର। ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ମଧ୍ୟ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ମୁଦାସର ଅଜିଜଙ୍କ ଫିଲ୍ମ…
‘ଭାରତ ବିଶ୍ୱକୁ ଆଧ୍ୟାତ୍ମିକ ପ୍ରଗତି ପଥରେ ଆଗେଇ ନେବ’
ନାଗପୁର,୨୪।୮: ଭାରତ ବିଶ୍ୱକୁ ଆଧ୍ୟାତ୍ମିକ ପ୍ରଗତି ପଥରେ ଆଗେଇ ନେବ ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭଗବତ କହିଛନ୍ତି। ଚନ୍ଦ୍ରାୟନ-୩ ର ସଫଳ ଅବତରଣରେ ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ କେହି…
ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ନେଇଗଲେ ଦୁର୍ବୃତ୍ତ
ପାଇକମାଳ,୨୪ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ରହିଥିବା ଦାନବାକ୍ସ ନେଇଯାଇଛନ୍ତି। ସେଠାରେ ଥିବା ବଡ଼ ଦାନବାକ୍ସ ଭାଙ୍ଗି ସବୁ ଟଙ୍କା ନେଇ ଯାଇଛନ୍ତି। ଚାଳଧାର ପଟେ ରହିଥିବା…
ପ୍ରଥମ ଭାଜପା ପ୍ରଧାନମନ୍ତ୍ରୀ ଥିଲେ ନରସିଂହ ରାଓ: ମଣି ଶଙ୍କର…
ନୂଆଦିଲ୍ଲୀ,୨୪।୮ : ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଉପରେ କଟାକ୍ଷ କରିଛନ୍ତି। ତାଙ୍କ ଆତ୍ମଜୀବନୀ ପୁସ୍ତକ ମେମୋୟର୍ସ ଅଫ ଏ ମାଭେରିକ ରିଲିଜ ହେବାବେଳେ…
୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ, ଦୋଷୀ ହେବା ପରେ ମଧ୍ୟ ୭ସମର୍ଥକଙ୍କ ମିଳିଲା ସମର୍ଥନ
ଓ୍ବାଶିଂଟନ୍,୨୪।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତେବେ ନିର୍ବାଚନ ପୂର୍ବରୁ ଏକ ନିର୍ବାଚନ ବିତର୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରିପବ୍ଲିକାନ ପାର୍ଟିର ୮ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ…
ସମସ୍ତ ‘ମାଗଣା’ ସେବା ବନ୍ଦ ହେବାକୁ ଦେବି ନାହିଁ: କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଖବରକାଗଜରେ ପ୍ରତିଦିନ ପଢୁଥିଲେ, ଆମ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ କିପରି ପ୍ରୟାସ କରାଯାଉଛି। ମେ ୧୧ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦିଲ୍ଲୀରେ ଅଧିକାରୀଙ୍କ…
ହାତୀ ନେଲା ଦୁଇ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରେ ବସିଲେ ଲୋକେ
ଅନୁଗୋଳ,୨୪ା୮(ଅମିତ କୁମାର ସାମଲ): ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ଅନୁଗୋଳ ବନଖଣ୍ଡ ପାତେଳି ଗାଁର ଶଙ୍କର ବିଶ୍ୱାଳ ଓ ଝିଲି ମାଝି। ତେବେ ପ୍ରତିବାଦରେ ଅନୁଗୋଳ-ବନ୍ତଳା ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଛନ୍ତି। କ୍ଷତିପୂରଣ…
ହିମାଚଳପ୍ରଦେଶରେ ଭୂସ୍ଖଳନ: ତାସ ଘର ଭଳି ଭୁଶୁଡ଼ିଲା କୋଠା, ଭିଡ଼ିଓ ଭାଇରାଲ…
ଶିମଲା,୨୪।୮ : ହିମାଚଳ ପ୍ରଦେଶର କୁଲୁରେ ଭୂସ୍ଖଳନ ଯୋଗୁ ଅନେକ ଘର ଭୁଶୁଡି ପଡିଛି। ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ଏହି…
ନେପାଳରେ ଭୟଙ୍କର ବସ ଦୁର୍ଘଟଣା: ୬ଭାରତୀୟଙ୍କ ସମେତ ୭ମୃତ
କାଠମାଣ୍ଡୁ,୨୪।୮:ନେପାଳରେ ବାରାର ଜିତପୁର ସିମାରା ଉପ-ମହାନଗର ୨୨ର ଚୁରିୟାମାଇ ମନ୍ଦିର ନିକଟରେ ଏକ ଭୟଙ୍କର ବସ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ନିହତ ହୋଇଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ବସ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିଲା। ସେମାନଙ୍କ ମଧ୍ୟରୁ…
Archives


