Home

୩.୯୭ ଲକ୍ଷ ନିଖୋଜ ପିଲା ଫେରିଛନ୍ତି ନିଜ ପରିବାର ପାଖକୁ: ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୨୩।୯ : ନିଖୋଜ ପିଲାଙ୍କ ପ୍ରସଙ୍ଗରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏକ ବିବୃତ୍ତି ଦେଇଛନ୍ତି। ୨୦୧୫ ମସିହାରୁ ନିଖୋଜ ଥିବା ୪.୪୬ ଲକ୍ଷ ପିଲାଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ପରିବାର ସହିତ ମିଳିତ ହୋଇଛନ୍ତି ବୋଲି…

ଭାଇଚାରା: ଗଣପତି ବିସର୍ଜନ ପାଇଁ ମିଲାଦୁନ ନବୀ ଶୋଭାଯାତ୍ରା ଦିନକୁ ପରିବର୍ତ୍ତନ କଲେ ମୁସଲମାନ ସମାଜ…

ଯୋଧପୁର,୨୩।୯ : ଧାର୍ମିକ ସଦଭାବନାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ଯୋଧପୁରରେ ସାମ୍ନାକୁ ଆସିଛି। ଏହା ସମସ୍ତଙ୍କ ହୃଦୟ ଜିଣିଛି। ବାସ୍ତବରେ, ୨୮ ସେପ୍ଟେମ୍ବରରେ ଅନନ୍ତ ଚଚୁର୍ଦ୍ଦଶୀରେ ଗଣପତି ମେଢ଼ ବିସର୍ଜନ ଉତ୍ସବ ସମଗ୍ର ଦେଶରେ ପାଳନ କରାଯିବ। ସେହି ଦିନ…

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର, ସୋସିଆଲ ମିଡ଼ିଆରେ ଭାଇରାଲ…

ଭୋପାଳ,୨୩।୯ : ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ ଏକ ଖଟିଆକୁ ଗାଡିରେ ପରିଣତ କରିଛନ୍ତି। ଏହାର ନାମ ଖଟିଆ କାର୍‌ ରଖିଛନ୍ତି। ଏହାକୁ…

ଟ୍ରୁଡୋଙ୍କ ଉପରେ ବର୍ଷିଲେ ପେଣ୍ଟାଗନର ପୂର୍ବତନ ଅଧିକାରୀ, କହିଲେ ଆମେ ଭାରତକୁ ସମର୍ଥନ…

ଅଟାଓ୍ବା,୨୩।୯:ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଚରମରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଉପରେ ଆମେରିକା ମଧ୍ୟ ନଜର ରଖିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ଆମେରିକା କାନାଡାର ଅଭିଯୋଗ ଉପରେ ତୀକ୍ଷ୍ଣ…

ମୋ କଣ୍ଠରୋଧ କରାଯାଇଛି, ଦେଶରେ ଚାଲିଛି ଏକଛତ୍ରବାଦୀ ଶାସନ: ରାହୁଲ…

ଜୟପୁର,୨୩।୯ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଜୟପୁରର ମାନସରୋଭରରେ ରାଜ୍ୟ କଂଗ୍ରେସ କମିଟିର ନୂତନ ଭବନର ମୂଳଦୁଆ ପକାଇବାକୁ ଆସିଥିବା ରାହୁଲ ଗାନ୍ଧୀ ଏଠାରୁ ନିର୍ବାଚନ ବିଗୁଲ ବଜାଇଥିଲେ। କେନ୍ଦ୍ର ସରକାର ଏବଂ ଭାଜପାକୁ କଡ଼ା ସମାଲୋଚନା କରି…

ଏହି ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କଲା ଆରବିଆଇ 

ନୂଆଦିଲ୍ଲୀ, ୨୩। ୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦ ଅନନ୍ତଶୟନମ୍ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଛି। ଯଦ୍ବାରା ଏହି ବ୍ୟାଙ୍କକୁ ଏହାର ସମସ୍ତ ବ୍ଯାଙ୍କିଂ କାରୋବାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହାକୁ ନନ୍-ବ୍ୟାଙ୍କିଂ ସଂସ୍ଥା ଭାବେ କାମ…

ଇଡି ସମନ ନେଇ ଜେଏମଏମର ପ୍ରଶ୍ନ: ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ଯେତେବେଳେ ଚାହିଁବେ ଡକାଯାଇପାରିବ, ରାଜା ରାଜୁଡା ଶାସନ ଶେଷ କହିଲା ଭାଜପା…

ରାଞ୍ଚି,୨୩।୯ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶେଷରେ ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଶନିବାର ଝାଡ଼ଖଣ୍ଡ ହାଇକୋର୍ଟରେ ଇଡି ଡାକରାକୁ ଚ୍ୟାଲେଞ୍ଜ କରି ଏକ ପିଟିଶନ ଦାଖଲ କରାଯାଇଛି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସସପେନ୍ସ…

କୋର୍ଟ ସେନାକୁ ପରିଚାଳନା କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୯: ସୁପ୍ରିମକୋର୍ଟ ଜଣେ ମହିଳା କର୍ଣ୍ଣେଲଙ୍କ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ କୋର୍ଟ ସେନାକୁ ପରିଚାଳନା କରିପାରିବେ ନାହିଁ। ଜଣେ ମହିଳା କର୍ଣ୍ଣେଲଙ୍କୁ ସୈନିକମାନଙ୍କର ଏକ କମ୍ପାନୀର ଦାୟିତ୍ୱ ଦିଆଯାଉଥିଲା। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ…

ଇସ୍ତଫା ଦେଲେ ‘ଏକ୍ସ’ର ଭାରତ-ଦକ୍ଷିଣ ଏସିଆ ପଲିସି ମୁଖ୍ୟ

ନୂଆଦିଲ୍ଲୀ, ୨୩। ୯: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ'(ପୂର୍ବରୁ ଟୁଇଟର) ର ଭାରତ ଏବଂ ଦକ୍ଷିଣ ଏସିଆର ପଲିସି ମୁଖ୍ୟ ସମୀରନ୍ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ଦେଶରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କମ୍ପାନୀର ବଡ ଅଧିକାରୀଙ୍କ…

ନକଲି ପାସପୋର୍ଟରେ ବିଦେଶ ପଳାଇଛନ୍ତି ୩୬୮ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର: ପଞ୍ଜାବ ପୋଲିସକୁ ରିପୋର୍ଟ ମାଗିଲା ଏନଆଇଏ…

ନୂଆଦିଲ୍ଲୀ,୨୩।୯ : ଗତ କିଛି ବର୍ଷ ମଧ୍ୟରେ ନକଲି ପାସପୋର୍ଟ ତଥା ଅନ୍ୟାନ୍ୟ ବେଆଇନ ଉପାୟ ମାଧ୍ୟମରେ କାନାଡା, ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶକୁ ୩୬୮ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର, ଚୋରା ଚାଲାଣକାରୀ ଏବଂ ମୌଳବାଦୀ ପଳାୟନ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର…

ଯାହାଙ୍କ ପରିବାର ଦୁଇଭାଗ ହୋଇଛି ତାଙ୍କୁ ପଚାରନ୍ତୁ: ଚିରାଗଙ୍କୁ ତେଜସ୍ବୀଙ୍କ କଟାକ୍ଷ…

ପାଟନା,୨୩।୯ : ଇଣ୍ଡିଆ ମିଳିତ ମେଣ୍ଟରେ ଆସନ ବାଣ୍ଟିବା ନେଇ ଚାଲିଥିବା ଆଲୋଚନା ମଧ୍ୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପୁଣି ଥରେ ସମ୍ପୂର୍ଣ୍ଣ ଆଶ୍ୱାସନା ଦେଇ କହିଛନ୍ତି ସିଟ ବାଣ୍ଟିବା ସମସ୍ୟା ନୁହେଁ। ବିହାରରେ ଆମର ଆସନ ଭାଗ ବଣ୍ଟା…

ନାରୀ ବିଲ୍‌: ପାକିସ୍ତାନ ସଂସଦରେ ମହିଳାଙ୍କ ପାଇଁ କେତେ ରହିଛି ସଂରକ୍ଷଣ…

ଇସଲାମବାଦ,୨୩।୯: ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍‌ ବିପୁଳ ସମର୍ଥନରେ ଉଭୟ ଗୃହରେ ପାରିତ ହୋଇଛି। ଏହି ବିଲ ଉପରେ ଦଳ ଏବଂ ବିରୋଧୀ ସର୍ବସମ୍ମତି କ୍ରମେ ଭୋଟ ଦେଇଛନ୍ତି। ତେବେ ଦୁଇ ସାଂସଦ ଏହି ବିଲ ବିରୋଧରେ ଭୋଟ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri