ସଂସଦ ଭବନରେ ପ୍ରଦର୍ଶିତ ହେବ ‘ଗଦର ୨’
ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଫିଲ୍ମ ‘ପଠାନ’ ପରେ ୨୦୨୩ ବର୍ଷର ହିନ୍ଦୀ ସିନେମାର ଦ୍ୱିତୀୟ ବୃହତ୍ତମ ହିଟ ଫିଲ୍ମ ପାଲଟିଛି। ଏହି ଫିଲ୍ମ ବକ୍ସ…
ଭାଜପା ସହ ଆଦୌ ମେଣ୍ଟ କରିବୁ ନାହିଁ:ସୁଖବୀର ସିଂ ବାଦଲ
ଚଣ୍ଡିଗଡ,୨୫।୮: ପଞ୍ଜାବର ରାଜନୈତିକ ସର୍କଲରେ ଶିରୋମଣି ଅକାଳୀ ଦଳ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। କିନ୍ତୁ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଏହି ଚର୍ଚ୍ଚା ଉପରେ…
ଚହଲଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ହରଭଜନ
ନୂଆଦିଲ୍ଲୀ,୨୫।୮: ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ।…
କ୍ୟାପ୍ଟେନ୍ କୁଲଙ୍କ ସେଲିବ୍ରେଶନ୍, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ,୨୫।୮: ୨୩ ଅଗଷ୍ଟ ୨୦୨୩ ଭାରତ ଲାଗି ଐତିହାସିକ ଦିନ ଥିଲା। ପ୍ରତ୍ୟେକ ଦେଶବାସୀଙ୍କ ନଜର ‘ଚନ୍ଦ୍ରୟାନ-୩’ ମିଶନ ଉପରେ ଥିଲା। ଅପରାହ୍ନ ୬.୦୪ରେ ସଫଳତାର ସହ ଏହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପରେ ସମସ୍ତେ ଖୁସିରେ ନାଚିଉଠିଥିଲେ। ଏହି କ୍ରମରେ…
ଅଗଷ୍ଟରେ ହେବନି ‘ଇଣ୍ଡିଆ’ର ବୈଠକ
ନୂଆଦିଲ୍ଲୀ,୨୫।୮: ୩୦-୩୧ ଅଗଷ୍ଟରେ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକ ବର୍ତ୍ତମାନ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଶୁକ୍ରବାର ସୂଚନା ଦେଇଛନ୍ତି। ଭାଜପା ସରକାରଙ୍କ ବିରୋଧରେ ଜୁନ ୨୩ରେ ପ୍ରଥମ ଥର ପାଇଁ…
ମିଳୁନି ପାରିଶ୍ରମିକ, ଦୁଃଖ ଶେୟାର କଲେ ହସର ରାଣୀ
ମୁମ୍ବାଇ: ଛୋଟପରଦାର ସବୁଠାରୁ ସଫଳ ହାସ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ସେ ବର୍ଷ ବର୍ଷ ଧରି କମେଡି ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ତାଙ୍କ ପ୍ରତିଭା ଆଧାରରେ ସେ ଟିଭି ତଥା ଫିଲ୍ମରେ ଏକ ଭିନ୍ନ ପରିଚୟ ସୃଷ୍ଟି…
ମଲାଇକାଙ୍କ ସହ ବ୍ରେକ୍ଅପ୍, ସପ୍ତମ ପ୍ରେମିକା କୁଶାଙ୍କ ପ୍ରେମରେ ଅର୍ଜୁନ!
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତା ଅର୍ଜୁନ କପୁର। ଦୀର୍ଘଦିନ ଧରି ସେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଡେଟ୍ କରୁଥିଲେ। ଦୁହେଁ ବିବାହ କରିପାରନ୍ତି ବୋଲି କୁହାଯାଉଥିଲା। ହେଲେ ଏବେ ସେମାନଙ୍କ ବ୍ରେକ୍ଅପ୍ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ…
ମୁକୁଳିବେ ଅମରମଣୀ ତ୍ରିପାଠୀ, ପତ୍ନୀ ମଧୁମଣି, ୟୁପି ସରକାରଙ୍କୁ ନୋଟିସ ଜାରି
ନୂଆଦିଲ୍ଲୀ,୨୫।୮: ସୁପ୍ରିମକୋର୍ଟ କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡର ଦୋଷୀଙ୍କୁ ସମୟ ପୂର୍ବରୁ ମୁକୁଳାଇବା ନିର୍ଦ୍ଦେଶ ଉପରେ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହାସହ କୋର୍ଟ ଦୋଷୀମାନଙ୍କୁ ମୁକ୍ତ କରିବାକୁ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ସରକାର ପୂର୍ବତନ ମନ୍ତ୍ରୀ…
ପାଠପଢ଼ାରେ ଅର୍ଥ ସାଜିଛି ବାଧକ
ଅମରପାଲି,୨୫ା୮(ପୀତାମ୍ବର ସାହୁ): ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ କେବେ ବିଫଳ ଯାଏନାହିଁ। ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତା ପାଇଛନ୍ତି ଜଣେ ଦୃଷ୍ଟିବାଧିତ ଯୁବକ। ସେ ହେଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ତେଲିପାଲି ଗ୍ରାମର କୁଶ…
ସିଭିଲ ଇଞ୍ଜିନିୟରରୁ ସଫଳ ଚାଷୀ
ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): ଦିନେ ସେ ପୁନେରେ ସିଭିଲି ଇଞ୍ଜିନିୟର ଭାବେ ଏକ ବେସରକାରୀ କମ୍ପାନୀରେ କାମ କରି ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଲକ୍ଡାଉନରେ ଘରକୁ ଚାଲି ଆସି ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକର୍ଷିତ ହୋଇଥିଲେ। ଫଳରେ…
ଔଷଧ ପାଇଁ କିଡ୍ନୀ ରୋଗୀଙ୍କ ଭିକ୍ଷାବୃତ୍ତି
ରାଉରକେଲା,୨୫।୮(ଦିନେଶ ମିଶ୍ର): ରାଉରକେଲା ଉଦିତନଗର ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ରହୁଛନ୍ତି ଅଙ୍କିତ କୁମାର(୨୩)। ସେ ଦୀର୍ଘବର୍ଷ ଧରି କିଡ୍ନୀ ରୋଗରେ ପୀଡିତ। ଅର୍ଥାଭାବ ଯୋଗୁ ସେ ଔଷଧ କିଣି ଖାଇପାରୁନାହାନ୍ତି। ଫଳରେ ସେ ୬ ମାସ ହେଲା ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି।…
ସତ କହୁନାହାନ୍ତି ମୋଦି: ରାହୁଲ
ନୂଆଦିଲ୍ଲୀ,୨୫।୮: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କାରଗିଲରେ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଚାଇନା ଭାରତର ହଜାର ହଜାର କିଲୋମିଟର ଜମି ଛଡ଼ାଇ ନେଇଛି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
Archives


