ବିଏମ୍ସି ପାଇଁ ୪୧୬ ନୂଆ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୮(ଅସମାପିକା ସାହୁ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ। ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ୱରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସମ୍ପନ୍ନ ସହରର ଐତିହାସିକ…
ରାଜପ୍ରାସାଦ ପରି ଟଏଲେଟ୍
ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ଲାଗେ। କେତେକ ସେମାନଙ୍କର ଡିଜାଇନ ଏବଂ ଚିତ୍ରକଳା ହେତୁ ଏବଂ କେତେକ ଉପଯୋଗିତା ହେତୁ ବହୁତ ସ୍ବତନ୍ତ୍ର। କିନ୍ତୁ ଏପରି ଏକ ସର୍ବସାଧାରଣ ଟଏଲେଟ୍ ସୋସିଆଲ ମିଡିଆରେ ଭାଇରାଲ…
‘ଏନସିପିରେ ହୋଇନାହିଁ କୌଣସି ବିଭାଜନ, ଅଜିତ ଆମର ନେତା’,ଶରଦ ପାଓ୍ବାର
ମୁମ୍ବାଇ,୨୫।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପାଓ୍ବାର ପୁଣିଥରେ ଦଳ ମଧ୍ୟରେ ବିଭାଜନକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି କି ସେ ଓ ଅଜିତ ପାଓ୍ବାରଙ୍କ ମଧ୍ୟରେ କିଛି ହୋଇନାହିଁ। କୌଣସି ଲଢେଇ ବା ମତଭେଦ ହୋଇନାହିଁ। ସେ ଆମ ଦଳର…
ଚନ୍ଦ୍ରାୟନ-୩ର ନୂଆ ଭିଡିଓ ଆସିଲା ସାମ୍ନାକୁ
ନୂଆଦିଲ୍ଲୀ,୨୫।୮: ଚନ୍ଦ୍ରାୟନ -୩ ମିଶନର ସଫଳତା ପରେ ସାରା ବିଶ୍ୱ ବଡ ଉତ୍ସୁକତାର ସହ ଭାରତର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପକ୍ଷରୁ ଆସିବାକୁ ଥିବା ସୂଚନାକୁ ଅପେକ୍ଷା କରିଛନ୍ତି। ଭାରତର ସ୍ପେସ ଏଜେନ୍ସି ଇସ୍ରୋ ମଧ୍ୟ ସମୟ ସମୟରେ…
ଲଙ୍କା ସହର ଭାବେ ପରିଚିତ ଭାରତର ଏହି ସହର, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା…
ଭାରତର ପ୍ରତ୍ୟେକ ସହର ଗୋଟିଏ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ। ଉତ୍ତରରେ କଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲଂଠାରୁ ପଶ୍ଚିମରେ ଖଣ୍ଡାଲା ପର୍ଯ୍ୟନ୍ତ। ପ୍ରତ୍ୟେକ ସହରର ନିଜସ୍ବ ସୌନ୍ଦର୍ଯ୍ୟ ରହିଛି। ପ୍ରତ୍ୟେକ ସହରର ନିଜସ୍ବ ବିଶେଷତା ଅଛି, ଯାହା ବିଷୟରେ ଲୋକମାନେ…
ଚନ୍ଦ୍ରାୟାନର ସଫଳତା ବିଶ୍ୱ ପାଇଁ ଏକ ‘ଐତିହାସିକ ଉପଲବ୍ଧି’ ମୋଦିଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜେରୁଜେଲମ,୨୫।୮: ଭାରତର ସଫଳ ଚନ୍ଦ୍ରାୟନ-୩ ମିଶନକୁ ଭାରତ ଓ ବିଶ୍ୱ ପାଇଁ ଏକ ‘ଐତିହାସିୀକ ଉପଲବ୍ଧି’ବୋଲି କହି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଜନାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ପ୍ରାଦ୍ଦ୍ୟୋଗିକ କ୍ଷେତ୍ର, ବିଶେଷ ଭାବେ କୃତ୍ରିମ ବୁଦ୍ଧିମତା(ଏଆଇ)ରେ…
ଅପରାଧ ସ୍ବୀକାର କଲେ କାଲିଫର୍ନିଆର ଡାକ୍ତର
ସ୍ୟାନ ଡିଏଗୋ,୨୫।୮: ରକ ଷ୍ଟାର ଭାବେ ଜଣାଶୁଣା କାଲିଫର୍ନିଆର ଜଣେ ଡାକ୍ତର କସମେଟିକ ଔଷଧର ଭୁଲ ବଣ୍ଡିଂ କରିବା ଅପରାଧକୁ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଏହି ଡାକ୍ତର ଜଣକ କରୋନା ମହାମାରୀର ଆରମ୍ଭ ମାସରେ ହଜାର ହଜାର ଲୋକଙ୍କର କୋଭିଡ ଟେଷ୍ଟ…
ପ୍ରଥମଥର ଲାଗି ରାଷ୍ଟ୍ରପତି ରହିଥିବା ନେତାଙ୍କର ଗିରଫ ହେବା ପରେ ପୋଲିସ ଉଠାଇଲା ଫଟୋ
ଓ୍ବାଶିଂଟନ,୨୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁରୁବାର ମଗ ସଟର ସାମ୍ନା କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ ନେତା କିମ୍ବା ପୂର୍ବତନ ରାଷ୍ଟ୍ରପତି, ଯାହାର ଫଟୋ ପୋଲିସ ଦ୍ୱାରା ଏକ ମାମଲାରେ ଅଭିଯୁକ୍ତ ଭାବେ…
ବଢିଲା ଇମ୍ରାନଙ୍କ ଅଡୁଆ, ମେ ୯ ହିଂସା ମାମଲାରେ ପୁଣି ହେବେ ଗିରଫ
ଇସଲାମାବାଦ,୨୫।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଉ ଏକ ଝଟକା ଲାଗିଛି। ପାକିସ୍ତାନର ଏକ କୋର୍ଟ ମେ ୯ରେ ଲାହୋର କୋର କମାଣ୍ଡରଙ୍କ ଘରେ(ଜିନ୍ନା ହାଉସ)ରେ ଭଙ୍ଗାରୁଜା ମାମଲାରେ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ଗିରଫ କରିବା ଓ ମାମଲାର…
ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରେ ‘X’ରେ ପ୍ରତିକ୍ରିୟା
ଓ୍ବାଶିଂଟନ,୨୫ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘X’ରେ ଏକ ପୋଷ୍ଟ ଶେୟାର ହେବାର କିଛି ଘଣ୍ଟା ପରେ, ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ‘ପରବର୍ତ୍ତୀ ସ୍ତର’ ବୋଲି କହିଛନ୍ତି। ତାଙ୍କ ସୋସିଆଲ…
ମଧୁମିତା ହତ୍ୟାକାଣ୍ଡ: ୨୦ ବର୍ଷ ପରେ ମୁକୁଳିବେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠି, ପତ୍ନୀ ମଧୁମଣି
ଲକ୍ଷ୍ନୌ,୨୫।୮: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠି ଓ ତାଙ୍କ ପତ୍ନୀ ମଧୁମଣି କବୟତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେବେଠାରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବର୍ତ୍ତମାନ କବି ମଧୁମିତା ଶୁକ୍ଲା ହତ୍ୟା ମାମଲା ୨୦…
ଗାଈଚରାଳିଙ୍କୁ ଗୁଳି କରି ହତ୍ୟା ଅଭିଯୋଗ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୫ା୮(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ାରେ ଜଣେ ଗାଈ ଚରାଳିଙ୍କୁ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଗୁରୁବାର ବିଳମ୍ବିତ ରାତିରେ ଥାନାରେ ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି…
Archives


