ଦଶହରାରେ କରନ୍ତୁ ଏମିତି କାମ, ଜୀବନରେ ଭରିଯିବ ସୁଖ-ସମୃଦ୍ଧି

ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମ ତିଥିରେ ବିଜୟାଦଶମୀ ପର୍ବ ପାଳନ କରାଯାଏ। ଏହି ଦିନ ଭଗବାନ ରାମ ରାବଣଙ୍କୁ ଦାହ କରି ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ ହାସଲ କରିଥିଲେ। ତେଣୁ ବିଜୟାଦଶମୀ ପର୍ବ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ କରାଯାଏ। ଏହି ଦିନ ରାବଣଙ୍କ ସହ କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତଙ୍କ ପ୍ରତିମୂର୍ତ୍ତି ମଧ୍ୟ ଜାଳି ଦିଆଯାଏ। ଚଳିତ ବର୍ଷ ବିଜୟାଦଶମୀ ଅକ୍ଟୋବର ୨୪, ୨୦୨୩ରେ ପାଳନ କରାଯିବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ମନ୍ଦର ଅନ୍ତ କରି ଏକ ନୂତନ ଆରମ୍ଭ କରାଯାଏ। ଏଥିସହିତ ଦଶହରା ଦିନ ଅଭାବୀ ବ୍ୟକ୍ତିଙ୍କୁ ଦାନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ରହିଥାଏ। ଏହି କ୍ରମରେ ଆସନ୍ତୁ ଜାଣିବା ଦଶହରା ଦିନ କ’ଣ କରିବା ଉଚିତ୍‌।

Vijayadashami 2023 know-ravan-dahan-date-time-and-shubh-muhurat-2023-in hindi Vijayadashami 2023: विजयादशमी

ଦଶହରା ୨୦୨୩ରେ ରାବଣ ଦହନ ମୁହୂର୍ତ୍ତ
ଅଧିକାଂଶ ସମୟରେ ପିଲାମାନେ ଘରେ ରାବଣଙ୍କ ପ୍ରତିମୂର୍ତ୍ତି ତିଆରି କରି ଦହନ କରନ୍ତି। ଏହାବ୍ୟତୀତ ଅନେକ ସୋସାଇଟି ବା କଲୋନୀରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯାଇଥାଏ। ଏଭଳି ସ୍ଥିତିରେ ରାବଣ ଦହନର ମୁହୂର୍ତ୍ତ ଅକ୍ଟୋବର ୨୪ ତାରିଖ ଅପରାହ୍ନ ୫ଟା ୪୩ ମିନିଟ ପରେ ରହିବ। ମୁହୂର୍ତ୍ତ ଅନୁଯାୟୀ ରାବଣଙ୍କୁ ଦହନ କରିପାରିବେ।

Vijayadashami 2023 know-ravan-dahan-date-time-and-shubh-muhurat-2023-in hindi Vijayadashami 2023: विजयादशमी

ନୀଳକଣ୍ଠ ପକ୍ଷୀ ଦୃଶ୍ୟ
ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଦଶହରାଦିନ ଯଦି ଆପଣ କୌଣସି ସ୍ଥାନରେ ନୀଳକଣ୍ଠ ପକ୍ଷୀ ଦେଖିବେ ତେବେ ଆପଣଙ୍କ କାମ ନିଶ୍ଚୟ ପୂରା ହୋଇଯିବ ।

Vijayadashami 2023 know-ravan-dahan-date-time-and-shubh-muhurat-2023-in hindi Vijayadashami 2023: विजयादशमी

ଦାନ କରନ୍ତୁ
ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦଶହରା ଦିନ ମନ୍ଦିରରେ ସ୍ବଚ୍ଛତା ସମ୍ବନ୍ଧୀୟ ଜିନିଷ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ। ଏଥିସହ ଜୀବନ ସହ ଜଡ଼ିତ ରୋଗ ଓ ଦୁଃଖ ଦୂର କରିବା ପାଇଁ ମୁଣ୍ଡରେ ନଡ଼ିଆ ଲଗାଇ ରାବଣ ଦହନର ଅଗ୍ନିରେ ପକାଇବା ଉଚିତ।

Vijayadashami 2023 know-ravan-dahan-date-time-and-shubh-muhurat-2023-in hindi Vijayadashami 2023: विजयादशमी

ଅପରାଜିତା ଗଛର ପୂଜା
ଦଶହରା ଦିନ ଅପରାଜିତା ଗଛକୁ ପୂଜା କରିବା ଦ୍ୱାରା ଆପଣ ନିଜ ବିରୋଧୀଙ୍କଠାରୁ ମୁକ୍ତି ପାଇପାରିବେ । କୁହାଯାଏ ଯେ ବିଜୟାଦଶମୀ ଦିନ ନିୟମ ଅନୁଯାୟୀ ପୂଜା କଲେ ଶତ୍ରୁଙ୍କ ଉପରେ ବିଜୟ ଲାଭ ହୋଇଥାଏ।

 

Vijayadashami 2023 know-ravan-dahan-date-time-and-shubh-muhurat-2023-in hindi Vijayadashami 2023: विजयादशमीଶାମି ଗଛର ପୂଜା
ଯଦି ଆପଣଙ୍କ ଜାତକରେ ଶନି ସମ୍ବନ୍ଧୀୟ କୌଣସି ତ୍ରୁଟି ରହିଛି, ତେବେ ବିଜୟାଦଶମୀ ଦିନ ଆପଣ ଶାମି ଗଛକୁ ନିଶ୍ଚୟ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଦୁଃଖରୁ ମୁକ୍ତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?