Home

୫ ଶ୍ରେଣୀକୁ ୨ କୋଠରି

ନୂଆପଡ଼ା,୨୪।୭(ମକାରୁ ବେମାଲ): ଶିକ୍ଷାର ପ୍ରଚାର ପ୍ରସାର ଓ ଗୁଣାମତ୍କମାନ ବଢାଇବା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଉଦାସୀନତା ଓ ଆନ୍ତରିକ ଅଭାବ ଯୋଗୁ…

ବିପଦ ସାଜିଛି ମୁକୁଳା ଡ୍ରେନ

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ମୁକୁଳା ଡ୍ରେନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି। ଡ୍ରେନ ଭିତରେ ପଡ଼ି ଲୋକେ ମୃତାହତ ହେଉଛନ୍ତି। ଏହାସତ୍ତ୍ବେ ସେଭଳି ଅଘଟଣ ଏଡାଇବା ପାଇଁ ପ୍ରଶାସନର ଚେତା ପଶୁନାହିଁ। ଏବେ ମଧ୍ୟ ଅନେକ ସ୍ଥାନରେ ଡ୍ରେନଗୁଡ଼ିକ ମୁକୁଳା…

ଚନ୍ଦ୍ରୟାନ-୩ର ଲକ୍ଷ୍ୟ

ପୁନଶ୍ଚ ମେରୁ ଅଞ୍ଚଳର ଅତ୍ୟଧିକ ଥଣ୍ଡା ଯୋଗୁଁ ଏଠାରେ ବହୁ ପୂର୍ବରୁ ରହିଯାଇଥିବା ଅନେକ ବସ୍ତୁ ଘନୀଭୂତ ଅବସ୍ଥାରେ ଅଛି ଏବଂ ଏହାର ବିଶେଷ ପରିବର୍ତ୍ତନ ହୋଇନାହିଁ। ଚନ୍ଦ୍ରର ଉତ୍ତର ଓ ଦକ୍ଷିଣ ମେରୁରେ ଥିବା ପଥର ଓ ମୃର୍ତ୍ତିକା ସୌରଜଗତର…

ମାନବୀୟ ଅଭିବୃଦ୍ଧିରେ ଜୈବ ପ୍ରଯୁକ୍ତିବିଜ୍ଞାନ

ବିଜ୍ଞାନର ଏକ ନୂତନ ଆଲୋଡ଼ନକାରୀ ସମ୍ଭାବନା ଭାବେ ଜୈବ ପ୍ରଯୁକ୍ତିବିଜ୍ଞାନ (ବାୟୋଟେକ୍ନୋଲୋଜି) ସମଗ୍ର ପୃଥିବୀରେ ଉଭା ହୋଇଅଛି, ଯାହା ମୌଳିକ ବିଜ୍ଞାନର ବିଭିନ୍ନ ଶାଖା ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଭଳି ଅନ୍ୟାନ୍ୟ ବିଜ୍ଞାନକୁ ସମାହିତ କରି…

ଚାଷ ଲାଗି ଆନ୍ଧ୍ରରୁ ଆସୁଛନ୍ତି ଶ୍ରମିକ

ତେନ୍ତୁଳିଖୁଣ୍ଟି ୨୪।୭ (ଚିଦାନନ୍ଦ ସାହୁ ): ଚଳିତ ବର୍ଷ ବର୍ଷା ଅଭାବରୁ ବିଳମ୍ବରେ ଆରମ୍ଭ ହୋଇଛି ଚାଷକାମ। ଏବେ ଆବଶ୍ୟକ ଅନୁସାରେ ବର୍ଷା ହେବା ପରେ ଚାଷୀ ତରବରିଆ ଭାବେ ଚାଷକାମରେ ଲାଗି ପଡ଼ିଛନ୍ତି। ସେପଟେ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ…

ଖାଦାନରୁ ବେଆଇନ ପଥର ଲୁଟ୍‌, ରାଜସ୍ବ ହାନି

ନବରଙ୍ଗପୁର, ୨୪।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ତହସିଲ ଅଧୀନରେ ଥିବା ବିଭିନ୍ନ ଖଣି ଖାଦାନରୁ ବେଆଇନ ଭାବେ ପଥର ଲୁଟ୍‌ ହେବାରେ ଲାଗିଛି। ବିଭିନ୍ନ ଠିକା ସଂସ୍ଥା ଦ୍ବାରା ଲକ୍ଷାଧିକ ଟଙ୍କାର ଖଣିଜ ସମ୍ପଦ ଲୁଟ୍‌ ଚାଲିଥିଲେ ସୁଦ୍ଧା ରାଜସ୍ବ…

ସମୁଦ୍ରରେ ପହଁରୁଛି ଗୋଲାପୀ ଡଲ୍‌ଫିନ୍‌, ଭିଡିଓ ଦେଖିଲେ…

ଲୁଧିଆନା ଉପକୂଳବର୍ତ୍ତୀ ମେକ୍ସିକୋ ଗଲ୍ଫରେ ଗତ ସପ୍ତାହରେ ଏକ ବିରଳ ଗୋଲାପୀ ଡଲ୍‌ଫିନ୍‌ ପହଁରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଏକ ସ୍ପ୍ଲାସ ସୃଷ୍ଟି କରୁଛି। ଏହା ଦେଖି ଲୋକମାନେ ନିଜ ଆଖିକୁ ବି ବିଶ୍ୱାସ କରିପାରୁନାହାନ୍ତି। ଏକ…

‘ଖରାପ ଅର୍ଥନୈତିକ ସଙ୍କଟ ପାଇଁ ଇମ୍ରାନ ଦାୟୀ’

ଇସଲାମାବାଦ,୨୪ା୭: ପାକିସ୍ତାନ ଅତ୍ୟନ୍ତ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଯେଉଁ କାରଣରୁ ଦେଶରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ…

ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି। ସଦର ଥାନା ବୋଦାପଳସା ଗ୍ରାମରେ ଥିବା ଦେବୋତ୍ତର ବିଭାଗ ଦାରା ପରିଚାଳିତ ଏହି ବହୁ ପୁରାତନ ଚନ୍ଦ୍ରଶେଖର ମହେଶ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ…

ଏକ ମାସ ହେବ ନିଖୋଜ ହେଲେଣି ଚାଇନା ବୈଦେଶିକ ମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ଶତ୍ରୁତା ନା ଆମେରିକା ଟିଭି ଆଙ୍କରଙ୍କ ସହ ଆଫେୟାର କ’ଣ ଏହାର କାରଣ

ବେଜିଂ,୨୪।୭: ଚାଇନାର ୫୭ ବର୍ଷୀୟ ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ଦୀର୍ଘ ଏକ ମାସ ଧରି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତ। ସେ ତାଙ୍କର ସ୍ଥିର କାର୍ଯ୍ୟକ୍ରମରେ ବିଦେଶୀ ନେତାଙ୍କୁ ଭେଟୁନାହାଁନ୍ତି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସେମାନଙ୍କ ବିଷୟରେ କିଛି କହିବାକୁ…

୫୪ ବର୍ଷ ପରେ ପହଞ୍ଚିଲା ଚିଠି, ଏଥିରେ ଲେଖାଥିଲା…

ଆପଣ ଭାବୁଛନ୍ତି କି କେବଳ ଆମ ଦେଶରେ ଡାକସେବା ବିଳମ୍ବ ହେଉଛି। ନା ଆଜ୍ଞା ଅନ୍ୟ ଦେଶରେ ମଧ୍ୟ ଏହି ସେବା ବିଳମ୍ବ ହେଉଛି। ବର୍ତ୍ତମାନ ଏକ ଘଟଣା ଚର୍ଚ୍ଚାରେ ରହିଛି। ଏକ ଚିଠି ଦୀର୍ଘ ୫୪ ବର୍ଷ ପରେ ଠିକଣା…

ସଞ୍ଜୟ ସିଂଙ୍କ ନିଲମ୍ବନକୁ ନେଇ ପ୍ରତିକ୍ରିୟା ରଖିଲା ଏଏପି

ନୂଆଦିଲ୍ଲୀ,୨୪।୭: ସୋମବାର ମଣିପୁର ହିଂସା ପ୍ରସଙ୍ଗରେ ରାଜ୍ୟ ସଭାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଅଧ୍ୟକ୍ଷ ଜଗଦୀପ ଧନକର ଆମ ଆଦମୀ ପାର୍ଟି (ଏଏପି)ଏମପି ସଞ୍ଜୟ ସିଂଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରିଛନ୍ତି। ଏହା ସହିତ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri