ନିର୍ବାଚନ ପୂର୍ବରୁ ଶିବରାଜ କ୍ୟାବିନେଟର ସମ୍ପ୍ରସାରଣ
ଭୋପାଳ,୨୫।୮:ବିଧାନସଭା ନିର୍ବାଚନ ପୂର୍ବରୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶିବରାଜ ସରକାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଛି। ସୂଚନାନୁସାରେ, ରାଜେନ୍ଦ୍ର ଶୁକ୍ଲା, ଗୌରୀଶଙ୍କର ବିସେନ ଏବଂ ରାହୁଲ ଲୋଧିଙ୍କୁ ମନ୍ତ୍ରୀ କରାଯାଇପାରିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ…
ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ
ମୋରଡ଼ା,୨୫ା୮(ସ୍ମାରକ ମାଜୀ): ବିଭିନ୍ନ ଦାବି ନେଇ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛି ଅଣ ରାଜନୈତିକ ସଂଗଠନ ଭଞ୍ଜସେନା l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାଲି ଯୋଗାଣ ଓ ଗୃହ ନିର୍ମାଣର…
ଚମତ୍କାରୀ ଚିନ୍ମୟୀ
ଆକ୍ସନ ଫିଲ୍ମ ପ୍ରତି ଆଗ୍ରହରୁ ଫାଇଟିଂ ଶିଖିବାର ସଉକ। ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସେ ଏବେ ବନିଯାଇଛନ୍ତି ସଫଳ କ୍ରୀଡ଼ାବିତ୍। କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଓ୍ବାଲର୍ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ…
କୁରଡୋକୋଟ ଜଳପ୍ରପାତର ଉନ୍ନତିକରଣ ନେଇ ଡିଏଫ୍ଓଙ୍କୁ ଭେଟିଲା ଜିଲା ନାଗରିକ କମିଟି
ଦେବଗଡ଼,୨୫ା୮(ଶଶାଙ୍କ ଶେଖର ଝାଙ୍କର): କୁରଡୋକୋଟ ଜଳ ପ୍ରପାତ ଦେବଗଡ଼ ଜିଲା ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ। ଏଠାରୁ ଏସିଆର ଦ୍ୱିତୀୟ ହାଇଡ୍ରୋ ବିଦ୍ୟୁତ୍ ଉତ୍ପନ୍ନ ହେଉଥିଲା। ଉକ୍ତ ବିଦ୍ୟୁତ୍ ପ୍ରକଳ୍ପ ୨୦୧୬ରେ ଶତବାର୍ଷିକୀ ପାଳନ କରାଯାଇଥିଲା। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ନିମନ୍ତେ…
ରାହୁଲଙ୍କ ବୟାନକୁ ନେଇ ଭାଜପାର ପ୍ରତିକ୍ରିୟା- ନେହେରୁ ଚାଇନା ସେନାଙ୍କୁ ଦେଇଥିଲେ ଚାଉଳ
ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନାକୁ ନେଇ ଯେଉଁ ବୟାନ ଦେଇଥିଲେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛି ଭାଜପା। ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି, ରାହୁଲ ଗାନ୍ଧୀ ପ୍ରେମର ନୁହେଁ, ବରଂ ପ୍ରତାରଣାର ଦୋକାନ।…
ସୁପ୍ରିମକୋର୍ଟରୁ ଲାଲୁଙ୍କ ବଡ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୫।୮: ସୁପ୍ରିମକୋର୍ଟରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ଏକ ବଡ଼ ଆଶ୍ୱସ୍ତି ମିଳିଛି। ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇର ଆବେଦନ ଉପରେ ସୁପ୍ରିମକୋର୍ଟ ଅକ୍ଟୋବରରେ ରାୟ ପ୍ରକାଶ କରିବେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ…
ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍ ଫାଇନାଲ୍ରେ ନୀରଜ
ନୂଆଦିଲ୍ଲୀ,୨୫।୮: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାସହ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ନୀରଜ…
ଆମେରିକାରେ ରେକର୍ଡ ଭାଙ୍ଗିବ ‘ଜଓ୍ବାନ’
ମୁମ୍ବାଇ: କିଙ୍ଗ୍ଖାନ ଶାହାରୁଖ ୨୦୨୩ ବର୍ଷ ତାଙ୍କ ଫିଲ୍ମ ‘ପଠାନ’ରୁ ଆରମ୍ଭ କରିଥିଲେ। ଶାହାରୁଖଙ୍କ ଏହି ଫିଲ୍ମ ବ୍ଲକବଷ୍ଟର ପ୍ରମାଣିତ ହୋଇଛି। ଏବେ ଶାହାରୁଖଙ୍କ ‘ଜବାନ’ ରିଲିଜ ହେବାର ସମୟ ଆସିଛି। କିଛି ଦିନ ହେବ ଫିଲ୍ମଟି ଚର୍ଚ୍ଚାରେ ରହିଛି। ଫିଲ୍ମର…
ବିକ୍ରି ହେବ ସ୍ୟାଣ୍ଡଓ୍ବିଚ୍ର ଲୋକପ୍ରିୟ ବ୍ରାଣ୍ଡ ‘ସବ୍ଓ୍ବେ’
ନୂଆଦିଲ୍ଲୀ,୨୫।୮: ଲୋକପ୍ରିୟ ସ୍ୟାଣ୍ଡୱିଚ୍ ଚେନ ‘ସବ୍ୱେ’ ନିଜକୁ ଘରୋଇ ଇକ୍ୱିଟି ଫାର୍ମ ରୋର୍କ କ୍ୟାପିଟାଲକୁ ୯.୫୫ ବିଲିୟନ ଡଲାରରେ ବିକ୍ରି କରୁଛି। ଅନେକ କମ୍ପାନୀ ଏହାକୁ କିଣିବା ଲାଗି ବିଡ୍ ଦେଇଥିଲେ। ହେଲେ ରୋର୍କ କ୍ୟାପିଟାଲ ସହ ଡିଲ୍ ଫାଇନାଲ ହୋଇଛି।…
ବିଧାନସଭାରେ ଶ୍ୱଶୁରଙ୍କୁ କହିଲେ, ମୁଁ ତୁମର ବୋହୂ,ଆପଣଙ୍କୁ ଏହା କରିବାକୁ ପଡିବ
ଚଣ୍ଡିଗଡ,୨୫।୮: ହରିୟାଣା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଚନ୍ଦ୍ରୟାନ-୩ର ସଫଳତା ନେଇ ଭାଜପା ଓ କଂଗ୍ରେସ ବାକ୍ଯୁଦ୍ଧ ଦେଖାଦେଇଥିଲା। ଏହି ସମୟରେ ଏପରି ଏକ ଘଟଣା ଘଟିଥିଲା, ଯାହା ବିଧାନସଭାରେ ବସିଥିବା ବିଧାୟକ-ମନ୍ତ୍ରୀମାନେ ହସିବାକୁ ବାଧ୍ୟ ହୋଇଥିଲେ। ବାଡହା ବିଧାନସଭାର…
ନାଳପାଣିରେ ଭାସି ମହିଳା ମୃତ
ପାଟଣା,୨୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ଗ୍ରାମ ନାଳରେ ଶୁକ୍ରବାର ଜଣେ ମହିଳା ଗାଧୋଇବାକୁ ଯାଇ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ଜଣକ ହେଲେ ମଲାରପଦା ଗ୍ରାମର ଶ୍ରୀକାନ୍ତ ସେଠୀଙ୍କ ସ୍ତ୍ରୀ ନଳିନୀ(୫୫)। ସୂଚନାନୁଯାୟୀ, ଶୁକ୍ରବାର…
ୟୋ-ୟୋ ଟେଷ୍ଟରେ କୋହଲି ହାସଲ କଲେ ରେକର୍ଡ ଅଙ୍କ, ଫଟୋ ପୋଷ୍ଟ କରି…
ନୂଆଦିଲ୍ଲୀ,୨୫।୮: ଏସିଆ କପ୍ ୨୦୨୩ ପୂର୍ବରୁ ଭାରତୀୟ କ୍ରିକେଟର ଗୁରୁବାର ଫିଟନେସ୍ ‘ଡ୍ରିଲ୍ସ’ର ଅଭ୍ୟାସ କରିଥିଲେ। ଏଥିରେ ୟୋ-ୟୋ ଟେଷ୍ଟ ସାମିଲ ଥିଲା। ଏହି ଟେଷ୍ଟରେ ବିରାଟ କୋହଲି ସର୍ବାଧିକ ୧୭.୨ ଅଙ୍କ ହାସଲ କରିଛନ୍ତି। ବିସିସିଆଇ ଫିଟନେସ ପାରାମିଟର ୧୬.୫…
Archives


