Home

ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଟ୍ରକ୍‌ ଡ୍ରାଇଭର୍‌; କିଡନୀ ଦେବାକୁ ପ୍ରସ୍ତୁତ

ବିହାରର ଭାଗଲପୁରର ବାସିନ୍ଦା ଅଭିନେତ୍ରୀ ସଞ୍ଚିତା ବସୁ ତାଙ୍କ ରିଲ୍ସ ପାଇଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସେ ସାଉଥ୍‌ ଫିଲ୍ମ ‘ଫାର୍ଷ୍ଟ ଡେ, ଫାର୍ଷ୍ଟ ଶୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ…

ପ୍ରେମିକଙ୍କଠାରୁ ଅଲଗା ହେବେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌,୨୦ା୧୦: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ତାଙ୍କର ଦୀର୍ଘଦିନର ପ୍ରେମିକ ତଥା ଟେଲିଭିଜନ ସାମ୍ବାଦିକ ଆଣ୍ଡ୍ରେୟା ଜିଆମ୍ବ୍ରୁନୋଙ୍କଠାରୁ ଅଲଗା ହେବା ବିଷୟରେ ଘୋଷଣା କରିଛନ୍ତି। ମେଲୋନି ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ (ପୂର୍ବରୁ ଟୁଇଟର)ରେ ଲେଖିଛନ୍ତି, ‘ଆଣ୍ଡ୍ରେଆ ଜିଆମ୍ବ୍ରୁନୋଙ୍କ…

ଦୋସା ତିଆରି କଲେ ରାହୁଲ ଗାନ୍ଧୀ, କରତାଳି ଦେଲେ କାର୍ଯ୍ୟକର୍ତ୍ତା

ହାଇଦ୍ରାବାଦ୍‌,୨୦।୧୦: ତେଲେଙ୍ଗାନା ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ରାଜନୈତିକ ଦଳମାନେ ଜନସମ୍ପର୍କ ଏବଂ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ନିର୍ବାଚନ ପ୍ରଚାର କରୁଛନ୍ତି। ସେ…

ସାରେଗାମା ଜୀ ଲିଟିଲ୍‌ ଚାମ୍ପ୍‌ରେ ବାଜି ମାରିଲେ ତନୁଶ୍ରୀ

ଭୁବନେଶ୍ୱର,୨୦ା୧୦: ଜୀ ସାର୍ଥକ ଓଡ଼ିଆ ଟେଲିଭିଜନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ସାରେଗାମାପା ଲିଟିଲ୍‌ ଚାମ୍ପ୍‌ ୨୦୨୩’ର ବିଜେତା ହୋଇଛନ୍ତି ତନୁଶ୍ରୀ ଜେନା। ଏହି ଶୋ’ରେ ଓଡ଼ିଶାର କୋଣ ଅନୁକୋଣରୁ ବଛା ହୋଇ ଆସିଥିବା ପ୍ରତିଯୋଗୀମାନଙ୍କୁ ପଛରେ…

ଥରିଲା ଇରାନ, ୭ ଆହତ

ତେହରାନ,୨୦ା୧୦: ଇରାନରେ ଶୁକ୍ରବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୯ ଥିଲା। ସୂଚନାନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଖାନେ ଜେନିଆନରେ ହୋଇଛି। ଏହା ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଛି।…

ଜାଣନ୍ତି ଦୀର୍ଘଦିନ ରହିଲେ ମଧ୍ୟ କାହିଁକି ନଷ୍ଟ ହୁଏ ନାହିଁ ଗଙ୍ଗାଜଳ

ଭାରତର ଲୋକମାନେ ବହୁତ ଧାର୍ମିକ ଅଟନ୍ତି। ବାସ୍ତବରେ ପ୍ରତ୍ୟେକ ଧର୍ମର ଲୋକମାନେ ଏହି ଦେଶରେ ବାସ କରନ୍ତି। ଏଠାରେ ମନ୍ଦିର, ମସ୍‌ଜିଦ୍‌, ଗୁରୁଦ୍ୱାର ରହିଛି। ଯଦି ଆମେ ହିନ୍ଦୁଧର୍ମ ବିଷୟରେ କହିବା ତେବେ ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ। ଏହି…

ଆରଆରଟିଏସ କରିଡରର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ମୁଁ ପିଲାଦିନ ରେଳ ପ୍ଲାଟଫର୍ମରେ ବିତାଇଛି

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାହିବାବାଦ ରାପିଡଏକ୍ସ ଷ୍ଟେଶନରେ ଦେଶକୁ ଦିଲ୍ଲୀ-ଗାଜିଆବାଦ-ମେରଠ ଆରଆରଟିଏସ କରିଡର ଉପହାର ଦେଇଛନ୍ତି। ସାହିବାବାଦ ଏବଂ ଦୁହାଇ ଡିପୋ ମଧ୍ୟରେ ଚାଲିବାକୁ ଥିବା ପ୍ରଥମ ରାପିଡଏକ୍ସ ଟ୍ରେନକୁ ସବୁଜ ପତାକା ଦେଖାଛନ୍ତି। ଏହିପରି ଭାବରେ ଦେଶରେ…

ଭାରତରେ ରହିଛି ଏପରି ଗାଁ, ଯେଉଁଠି ବାଘ-ମଣିଷ ରୁହନ୍ତି ଏକାଠି

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ମଣିଷମାନେ ଭାବନ୍ତି ସେମାନେ ସେମାନଙ୍କ ଅପେକ୍ଷା ଭଲ ଏବଂ ପୃଥିବୀରେ କେବଳ ସେମାନଙ୍କର ଅଧିକାର ଅଛି, କିନ୍ତୁ ତାହା ନୁହେଁ, ପଶୁମାନେ ମଣିଷ ପରି ପ୍ରକୃତି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର ପ୍ରମାଣ…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଭୋପାଳ,୨୦।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି, ଯେଉଁଥିରେ ୮୫ ଟି ଆସନ ପାଇଁ ନାମ ଘୋଷଣା କରାଯାଇଛି। ତିନୋଟି ବିଧାନସଭା ଆସନ ମଧ୍ୟ ଅଛି ଯେଉଁଥିରେ ପୂର୍ବରୁ ଘୋଷିତ…

ସିଲ୍‌ ହେଲା କାଜୁ ଫ୍ୟାକ୍ଟ୍ରି

ଛତ୍ରପୁର,୨୦ା୧୦(ଦିଲ୍ଲୀପ ସାମଲ): ବ୍ୟାଙ୍କରୁ ନେଇଥିବା ଋଣ ଟଙ୍କା ଶୁଝି ପାରି ନ ଥିବାରୁ ଶୁକ୍ରବାର ସ୍ଥାନୀୟ ବଜରଙ୍ଗ ସାହିରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିକୁ ପୋଲିସ ଓ ମାଜିଷ୍ଟେଟ୍‌ଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିଲ୍‌ କରାଯାଇଛି। ସୂଚନାଯୋଗ୍ୟ, ସେତେବେଳର ଆନ୍ଧ୍ରବ୍ୟାଙ୍କ…

ଅଧାପନ୍ତରିଆ ଆର୍ମି ସିଏସ୍‌ଡି କ୍ୟାଣ୍ଟିନ କାର୍ଯ୍ୟ

ରାଉରକେଲା,୨୦।୧୦(ଦିନେଶ ମିଶ୍ର): ରାଉରକେଲା ସେକ୍ଟର-୬ ସ୍ଥିତ ଏନ୍‌ସିସି ନବମ ବାଟାଲିୟନ ପରିସରରେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ପାଇଁ ଏକ ଆର୍ମି ସିଏସ୍‌ଡି କ୍ୟାଣ୍ଟିନ ପ୍ରତିଷ୍ଠା କରିବାକୁ ୨୦୨୧ରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ କ୍ୟାଣ୍ଟିନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ…

୭ ଦଶନ୍ଧି ପରେ ଗାଁରେ ଲାଗିଲା ଷ୍ଟ୍ରିଟ୍‌ ଲାଇଟ୍‌

ଦଶମନ୍ତପୁର,୨୦ା୧୦(ଅରବିନ୍ଦ ନାୟକ): ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ରୂପେ ନିର୍ବାଚିତ ହେବା ପରେ ଜଣେ ସରପଞ୍ଚ ଭୋଟ ସମୟରେ ପଞ୍ଚାୟତବାୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଦୀର୍ଘ ୭ ଦଶନ୍ଧି ୭୦ ବର୍ଷ ଧରି ଷ୍ଟ୍ରିଟ୍‌ ଲାଇଟ୍‌ ଏକ ଗ୍ରାମରେ ସେ ଷ୍ଟ୍ରିଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?