Home

ଆଖି ପିଛୁଳାକେ ଛେଳିକୁ ଜିଅନ୍ତା ଗିଳିଲା ବିଶାଳକାୟ ଗୋଧି, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ…

ପ୍ରତ୍ୟେହ ସୋସିଆଲ ମିଡିଆରେ ଜୀବଜନ୍ତୁକୁ ଏଭଳି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ ହୁଏନା। ଏବେ ସେଭଳି ଏକ ଭିଡିଓରେ ଏକ ଛେଳି ଛୁଆକୁ ବିଶାଳକାୟ ଗୋଧି(କୋମୋଡୋ ଡ୍ରାଗନ୍‌) କିଭଳି କେଇ ସେକେଣ୍ଡରେ ଜିଅନ୍ତା ଗିଳି…

ଲଢୁଆ ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆ ଠାରୁ ହାରିଲା ନ୍ୟୁଜିଲାଣ୍ଡ…

ଧର୍ମଶାଳା,୨୮।୧୦: ଧର୍ମଶାଳାର ହିମାଚଳପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୭ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ୫ ରନରେ ପରାଜିତ କରିଛି। ଧାର୍ଯ୍ୟ ୩୮୯ ରନ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୯ ଓ୍ବିକେଟ ହରାଇ…

ବନ୍ଦେ ସାଧାରଣ ଏକ୍ସପ୍ରେସର ୫ ରୁଟ୍‌କୁ ମିଳିଲା ମଞ୍ଜୁରୀ, ଶ୍ରୀଘ୍ର ହେବ ଆରମ୍ଭ

ନୂଆଦିଲ୍ଲୀ,୨୮।୧୦: ବନ୍ଦେ ଭାରତ ଏକ୍ସପ୍ରେସ ପରେ ଖୁବ୍‌ଶୀଘ୍ର ବନ୍ଦେ ସାଧାରଣ ଏକ୍ସପ୍ରେସ ଟ୍ରେନ୍‌ ଆରମ୍ଭ ହେବ। ଏଥିରେ ସମସ୍ତ ବଗି ସେକେଣ୍ଡ କ୍ଲାସ ରହିବ। ଏଥିଲାଗି ଭଡ଼ା ମଧ୍ୟ କମ୍‌ ରହିବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରାଥମିକ ସ୍ତରରେ ବନ୍ଦେ…

ସହମତିରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟଙ୍କ ରାୟ…

ମୁମ୍ବାଇ,୨୮।୧୦ : ପ୍ରଥମେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଯେତେବେଳେ ବ୍ରେକଅପ ହେଲା, ସମ୍ପୃକ୍ତ ଯୁବତୀ ଅଭିଯୋଗ କଲେ ମୋତେ ବଳାତ୍କାର କରାଯାଇଛି। ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ଖଣ୍ଡପୀଠ ଉଭୟ ପକ୍ଷର ଶୁଣାଣି ପରେ ରାୟ ଦେଇଛନ୍ତି।…

ପାଇପ୍‌ ଫାଟି ରାସ୍ତାରେ ବୋହୁଛି ପାଣି

କେନ୍ଦୁଝର,୨୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ମୁଖ୍ୟ ବଜାର ନିକଟ ଧର୍ମଶାଳା ରାସ୍ତାରେ ଦୀର୍ଘମାସ ହେଲା ପାଣି ପାଇପ୍‌ ଫାଟି ଯାଇଥିଲେ ହେଁ ସଜଡ଼ା ଯାଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଧିରେ ଧିରେ ପାଇପ୍‌ରୁ କମ୍‌…

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୩୦ ରନ…

କୋଲକାତା,୨୮।୧୦: ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚ ବାଂଲାଦେଶ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଉଛି। ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବାର୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ଶାକିବ ଅଲ…

ପୁରୁଷୋତ୍ତମପୁର ଅଞ୍ଚଳରେ ପ୍ରଥମ: ଚାନ୍ଦି ଗହଣାରେ ଶୋଭା ପାଇଲେ ମା’ ଗଜଲକ୍ଷ୍ମୀ, ସାଢେ ଛଅ କେଜି ରୁପା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦେଲେ ଦର୍ଶନ

ପୁରୁଷୋତ୍ତମପୁର, ୨୮/୧୦ (ସିମାଞ୍ଚଳ ମିଶ୍ର) ପବିତ୍ର କୁମାର ପୂର୍ଣମା ଓ ଗଜଲକ୍ଷ୍ମୀ ପୂଜା ଲାଗି ଶନିବାର ସମଗ୍ର ପୁରୁଷୋତ୍ତମପୁର ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛିା କୁମାରୀ ଯୁବତୀ ମାନେ ଜହ୍ନିଓଷା ବ୍ରତକୁ ଉଦଯାପନରେ ଲାଗିପଡିଥିବା ବେଳେ ବିଭିନ୍ନ ପୂଜା କମିଟି…

୧୩୦ବର୍ଷର ପୁରୁଣା ଘରୁ ମିଳିଲା ମାଲିକଙ୍କ ଶେଷ ଚିଠି, ଏଥିରେ ଲେଖାଅଛି ଏମିତି…

ଘରଟିକୁ ଭୂତିଆ ଘର କହିଲେ ଅନ୍ୟଥା ହେବ ନାହିଁ। କୋର୍ଟନି ଏବଂ ମ୍ୟାଟ ନାମକ ଏକ ଦମ୍ପତି କିଣିଛନ୍ତି ଏହି ୧୩୦ବର୍ଷର ପୁରୁଣା ଘରକୁ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଘରେ ସେମାନଙ୍କୁ ଏକ ଚିଠି ମିଳିଛି ଯାହା ଘରେ ରହିଥିବା…

ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାର ହାସ୍ୟାସ୍ପଦ ପ୍ରୟାସ କରୁଛି ଭାଜପା, କଂଗ୍ରେସର ଅଭିଯୋଗ…

ବେଙ୍ଗାଲୁରୁ,୨୮।୧୦ : କଂଗ୍ରେସ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଦକ୍ଷିଣ ରାଜ୍ୟରେ ଭାଜପା ତାଙ୍କ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଅଭିଯୋଗ କରିଛନ୍ତି ତାଙ୍କ ସରକାର ବିରୋଧରେ…

ଆତ୍ମସମର୍ପଣ କରିଥିବା ଉଗ୍ରବାଦୀଙ୍କୁ କୁଣ୍ଢାଇ ଧରିଲେ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ଗୁଆହାଟୀ,୨୮।୧୦ : ଦକ୍ଷିଣ ଆସାମର ଦିମା ହାସାଓ ଜିଲାରେ ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଆଗରେ ଦିମାସା ନ୍ୟାସନାଲ ଲିବରେଶନ ଆର୍ମି (ଡିଏନଏଲଏ) ର ୧୮୧ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଗତ…

ଆସୁଛି ବର୍ଷା, ୩ ଦିନ ବର୍ଷିବ

ଭୁବନେଶ୍ୱର,୨୮ା୧୦: ବଙ୍ଗୋପସାଗରରୁ ଆସୁଥିବା ପୂର୍ବାଳୀ ତରଙ୍ଗ ବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ନଭେମ୍ବର ୧ରୁ ୩ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ବିରୋଧୀ ଦଳଙ୍କୁ ଭୟଭୀତ କରୁଛି ଭାଜପା, ଦିନେ ଭୋଗିବାକୁ ପଡ଼ିବ ଏହାର ଫଳ: ଖାର୍ଗେଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୮।୧୦: ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ମିଜୋରାମ ଏବଂ ରାଜସ୍ଥାନରେ ଏନେଇ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି । ଏହି ସମୟରେ ରାଜସ୍ଥାନରେ ହୋଇଥିବା ଇଡି ଚଢ଼ାଉକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?